Interesting Gk Questions – କେଉଁ ଜୀବ ଅଛି ଯିଏ ଜୀବନରେ ନିଜ ମାକୁ ଦେଖିପାରେ ନାହି ?

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା କି ଆପଣଙ୍କ ସାଧାରଣ ଜ୍ଞାନ କୁ ବୃଦ୍ଧି କରିବାରେ ସାହାଜ୍ଯ କରିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ପାଠ ପଢୁଥିବା ପିଲା ମାନେ ପଢି ପାରିବେ ।

୧- ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ?

ଉତ୍ତର- ନାକ

୨- ଭାରତର କେଉଁ ରାଜ୍ଯରେ ପୁଅ ଝିଅ ଏକାଠି ବୁଲି ପାରିବେ ନାହି ?

ଉତ୍ତର- ମିଜୋରାମ

୩- କେଉଁ ଜୀବ ଅଛି ଯିଏ ଜୀବନରେ ନିଜ ମାକୁ ଦେଖିପାରେ ନାହି ?

ଉତ୍ତର- ବିଛା

୪- ଏମିତି କେଉଁ ପକ୍ଷୀ ଅଛି ଯିଏ ଜୀବନ କାଳରେ ଗଛରେ ବସେ ନାହି ?

ଉତ୍ତର- ଟିଟୋନୀ

୫- କେଉଁ ଜୀବ ଅଛି ଯିଏ ପୁରା ଜୀବନରେ ସୁଏ ନାହି ?

ଉତ୍ତର- ବୁଲଫ୍ରଗ

୬- ମନୁଷ୍ୟ ୨୪ ଘଣ୍ଟାରେ କେତେ ଥର ନିଶ୍ଵାସ ନେଇଥାଏ ?

ଉତ୍ତର- ୧୮ରୁ ୩୦ ହଜାର

୭- ବିଶ୍ବରେ କେଉଁ ଦେଶରେ ଗୋଟିଏ ବି ନଦୀ ନାହି ?

ଉତ୍ତର- ସାଉଦି ଆରବ

୮- କେଉଁ ପ୍ରାଣୀ ଯିଏ ନରରୁ ମାଦା ହୋଇଥାଏ ?

ଉତ୍ତର- ଝିଟିପିଟି

୯- ଡିଏସପିକୁ ହିନ୍ଧୀରେ କଣ କୁହାଯାଏ ?

ଉତ୍ତର- ପୋଲିସ ଅଧକ୍ଷ

୧୦- ମଧ୍ୟପ୍ରଦେଶରେ କୁମ୍ଭ ମେଳା କେଉଁଠାରେ ହୋଇଥାଏ ?

ଉତ୍ତର- ଉଜ୍ଜେନ

୧୧- ଭାରତରେ ପ୍ରଥମେ IAS ପରୀକ୍ଷା କେବେ ହୋଇଥିଲା ?

ଉତ୍ତର- ୧୯୫୦ରେ

୧୨- କେଉଁ ଦେଶରେ କେବଳ ୪୦ ମିନିଟ ପାଇଁ ରାତି ହୋଇଥାଏ ?

ଉତ୍ତର- ନରବେ

୧୩- ସବୁଠାରୁ ଅଧିକ ଦିନ ଯାଏଁ କେଉଁ ପ୍ରାଣୀ ବଞ୍ଚିଥାଏ ?

ଉତ୍ତର- କଇଁଛ

୧୪- ଭଗବାନ ବୁଦ୍ଧଙ୍କୁ ଜ୍ଞାନ କେଉଁଠାରେ ପ୍ରାପ୍ତ ହୋଇଥିଲା ?

ଉତ୍ତର- ବୋଧଗୟା

୧୫- ଏମିତି କେଉଁ ପଶୁ ଯିଏ ୩୦ଫିଟ ଯାଏଁ ଡେଇଁପାରେ ?

ଉତ୍ତର- କଙ୍ଗାରୁ

୧୬- ଗୌତମ ବୁଧ ତାଙ୍କର ପ୍ରଥମ ଉପଦେଶ କେଉଁଠାରେ ଦେଇଥିଲେ ?

ଉତ୍ତର- ସାରନାଥ

୧୭- ମାଙ୍କଡର ଔଶତ ଜୀବନ କାଳ କେତେ ଦିନ ହୋଇଥାଏ ?

ଉତ୍ତର- ୨୫ ବର୍ଷ

୧୮- ଭାରତର ସବୁଠାରୁ ବଡ ସହର କିଏ ?

ଉତ୍ତର- ମୁମ୍ବାଇ

୧୯- ଦେଶରେ ପ୍ରଥମ ବ୍ୟାଙ୍କର ନାମ କଣ ?

ଉତ୍ତର- ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ

୨୦- କବାଡିର ଜନ୍ମଦାତା କେଉଁ ଦେଶକୁ ମାନାଯାଏ ?

ଉତ୍ତର- ଭାରତ

୨୧- ନଡିଆ ଭାରତରେ କେଉଁଠାରେ ଉତ୍ପାଦନ ହୋଇଥାଏ ?

ଉତ୍ତର- କେରଳ

୨୨- କେଉଁ ଫଳରେ କେବେ ବି ପୋକ ଲାଗେ ନାହି ?

ଉତ୍ତର- କଦଳୀ

୨୩- ଯୋଦ୍ଧା ବାଇଙ୍କ ସ୍ଵାମୀଙ୍କ ନାମ କଣ ?

ଉତ୍ତର- ଅକବର

୨୪- ପୁରୁଷ ନିଜର ଭଉଣୀ, ସ୍ତ୍ରୀର ଦେଖିପାରେ କିନ୍ତୁ ତାର ମା ର ଦେଖିପାରେ ନାହି କୁହ ତାହା କଣ ?

ଉତ୍ତର- ବିବାହ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *