ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ, କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସେ ସେତେବେଳେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏହି ସବୁ ପ୍ରଶ୍ନର ଉତ୍ତର ନେଇ ଆସିଛୁ । ଯାହାକି କୌଣସି ନା କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଏହାର ଉତ୍ତର ଦେଇ ପାରିବେ ।
୧- କେଉଁ ପଶୁର ଦାନ୍ତ ୧ କିଲୋ ବରାବର ହୋଇଥାଏ ?
ଉତ୍ତର- ବ୍ୟହଲ ମାଛ
୨- ଏମିତି କେଉଁ ମହିଳା ଥିଲେ ଯାହାଙ୍କର ଦୁଇଟି ନୁହେଁ ୪ଟି ଗୋଦା ଥିଲା ?
ଉତ୍ତର- ଜୋସେଫ ଇନ ମାର୍ଟଲ କାର୍ବିନ
୩- ମୁମ୍ବାଇର ତାଜା ହୋଟେଲ ଗୋଟେ ଭେଜ ଥାଳିର ଦାମ କେତେ ଟଙ୍କା ?
ଉତ୍ତର- ୬୦୦ ଟଙ୍କା
୪- କେଉଁ ଗ୍ରହ ଉପରେ କାଚ ବର୍ଷା ହୋଇଥାଏ ?
ଉତ୍ତର- HD-189733b
୫- ଦୁନିଆର ସବୁଠାରୁ ବଡା ପେନ କିଏ କରିଥିଲେ ?
ଉତ୍ତର- ଆଚାର୍ଯ୍ୟ ମୁକୁନରୀ ଶ୍ରୀନିବାସ
୬- ଭାରତର କେଉଁ ଯୋଦ୍ଧା ଥିଲେ ଯିଏ ଦୁଇଟି ତଲବାର ରଖିଥିଲେ ?
ଉତ୍ତର- ମହାରଣା ପ୍ରତାପ
୭- ଦୁନିଆରେ ପ୍ରତେକ ବର୍ଷ କେତେ ଲୋକ ମହୁମାଛି ମା-ରି-ବା ଦ୍ଵାରା ମୃ-ତ୍ୟୁ ହୋଇଥାଏ ?
ଉତ୍ତର- ୭୦ରୁ ୧୦୦ ଲୋକ
୮- କଣ ଘରୁ ବାହାରିବା ସମୟରେ ଦହି ଖାଇବା ଶୁଭ ହୋଇଥାଏ ?
ଉତ୍ତର- ହଁ
୯- ଦୁନିଆର କେଉଁ ମହିଳା ଥିଲେ ଯିଏ ଦୀର୍ଘ ୪୦ ବର୍ଷ ହସି ନ ଥିଲେ ?
ଉତ୍ତର- ଟେସ କ୍ରିଷ୍ଟିୟାନ
୧୦- ବିରାଟ କୋହଲିଙ୍କ ସ୍ତ୍ରୀଙ୍କ ନାମ କଣ ?
ଉତ୍ତର- ଅନୁଷ୍କା
୧୧- କେଉଁ ଦେଶରେ ପାଣି ଠାରୁ ପେଟ୍ରୋଲ ଶସ୍ତା ମିଳିଥାଏ ?
ଉତ୍ତର- ବେନେଜୁଏଲା
୧୨- ଭାରତର କେଉଁ ନଦୀରେ ସୁନା ବାହାରିଥାଏ ?
ଉତ୍ତର- ସ୍ଵର୍ଣ୍ଣରେଖା ନଦୀରେ
୧୩- ଏମିତି କେଉଁ ଜୀବ ଅଛି ଯାହାର ଆବାଜ ୧୩ କିମି ଦୂରକୁ ଶୁଭିଥାଏ ?
ଉତ୍ତର- ହାୟନା
୧୪- ମନୁଷ୍ୟ କେତେ ବାଟ ଯାଏଁ ବିଜୁଳି ସହିପାରେ ?
ଉତ୍ତର- ୩ରୁ ୬ବାଟ
୧୫- କଣ ଶିଶୁ ୯ ମାସରୁ ଅଧିକ ଦିନ ଯାଏଁ ଗର୍ଭରେ ରହିପାରେ ?
ଉତ୍ତର- ଅଧିକରୁ ଅଧିକ ୩୬୫ ଦିନ
୧୬- କ୍ରିକେଟରେ ବ୍ୟବହାର ହେଉଥିବା ଗେନ୍ଦର ମୂଲ୍ୟ କେତେ ?
ଉତ୍ତର- ପ୍ରାୟ ୪୦୦୦ ଟଙ୍କା
୧୭- ମନୁଷ୍ୟ ଏକା ଥରକେ କେତେ ଲିଟର ପାଣି ପିଇପାରେ ?
ଉତ୍ତର- ଦେଢରୁ ୨ଲିଟର
୧୮- ଭାରତର କେଉଁ ଝିଅର IQ ଲେବଲ ଆଇନଷ୍ଟିନଠାରୁ ଅଧିକ ରହିଥାଏ ?
ଉତ୍ତର- କାଶ୍ମୀୟା ବାହୀ
୧୯- ସୁନାରେ ୨୪ କ୍ୟାରେଟ କଣ ପାଇଁ ରହିଥାଏ ?
ଉତ୍ତର- ସୁନାର ଶୁଦ୍ଧତାରେ ୨୪ କ୍ୟାରେଟ ରହିଥାଏ
୨୦- ପୃଥିବୀର ଗଭୀରତା କେତେ ରହିଥାଏ ?
ଉତ୍ତର- ୬୩୭୧ କିଲୋମିଟର
୨୧- ଦୁନିଆର ଏମିତି ଏକ ପ୍ରଜାତି ଅଛନ୍ତି ଯେଉଁ ମାନେ ପକ୍ଷୀଙ୍କ ସହ କଥା ହୁଅନ୍ତି ସେ କିଏ ?
ଉତ୍ତର- ଆଫ୍ରିକାର ଯାୟୋ ପ୍ରଜାତିର ଲୋକ
୨୨- ପୁଅ ଝିଅକୁ କହିଲା ୧୪୩, ପୁଣି ଝିଅ କହିଲା ୪୨୩ କୁହ ଝିଅ କଣ କହିଲା ?
ଉତ୍ତର- same to you
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।