ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଦୁନିଆରେ ପରୀକ୍ଷା ଆରମ୍ଭ କରିଥିବା ପ୍ରଥମ ଦେଶରେ ନାମ କଣ ?
ଉତ୍ତର- ଚୀନ
୨- ଭାରତର ପ୍ରଥମ ଶୋଷୀର ଫୁଲ କେଉଁ ରାଜ୍ୟ ସରକାର ତିଆରି କରିଥିଲେ ?
ଉତ୍ତର- ଋଷିକେଶ
୩- ଗୋଟେ ନୋଟରେ ୧୦୦ ପଇସା ଅଛି ଏହା କେତେବେଳେ ଭାରତୀୟ ମାନେ ଜାଣିବାକୁ ପାଇଲେ ?
ଉତ୍ତର- ଏପ୍ରିଲ ୧ ୧୯୫୭
୪- ମଣିଷର ମସ୍ତିସ୍କର ଓଜନ କେତେ ?
ଉତ୍ତର- ୩୫୦ ଗ୍ରାମ
୫- ଗୋଟେ ବ୍ୟକ୍ତି ପାଣିରେ ହାତ ଧୋଇଲା କିନ୍ତୁ ତାର ହାତ ଓଦା ହେଲା ନାହି କୁହ କେମିତି ?
ଉତ୍ତର- ନେଦରଲ୍ୟାଣ୍ଡ
୬- ଏମିତି କେଉଁ ପକ୍ଷୀ ଅଛି ଯିଏ ରାତିରେ ବୁଲିଥାଏ ?
ଉତ୍ତର- ଚମଗାଦଡ
୭- ଦୁନିଆର କେଉଁ ଜୀବ ସବୁଠାରୁ ଅଳସୁଆ ହୋଇଥାଏ ?
ଉତ୍ତର- ଗେଣ୍ଡା
୮- ଏମିତି କେଉଁ ଦେଶ ଅଛି ଯେଉଁଠାରେ ଝିଅ ମାନଙ୍କ ସଂଖ୍ୟା ବହୁତ କମ ?
ଉତ୍ତର- ବ୍ରାଜିଲ
୯- କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଷଣ୍ଢ ଅଟେ ?
ଉତ୍ତର- ଭିଏତ୍ନାମ
୧୦- ଏମିତି କଣ ଖାଇବା ଜିନିଷ ଅଛି ଯାହା କେବେ ଖରାପ ହୁଏ ନାହି ?
ଉତ୍ତର- ମହୁ
୧୧- ଏମିତି କେଉଁ ଜୀବ ଅଛି ଯାହା ପାଖରେ ବୁଦ୍ଧି ନାହି ?
ଉତ୍ତର- ଜେଲିଫିସ
୧୨- ଏମିତି କେଉଁ ଜୀବ ଅଛି ଯାହା ପାଖରେ ଫେପଡା ନାହି ?
ଉତ୍ତର- ପିମ୍ପୁଡି
୧୩- ଏମିତି କେଉଁ ଜୀବ ଅଛି ଯିଏ କେବଳ ନୀଳ ରଙ୍ଗ ଦେଖିପାରେ ?
ଉତ୍ତର- ପିମ୍ପୁଡି
୧୪- ଦୁନିଆର କେଉଁ ଜୀବର ହାଡ ତେଡା ହୋଇଥାଏ ?
ଉତ୍ତର- ସାପ
୧୫- ଭାରତର ଏକମାତ୍ର କେଉଁ ରାଜ୍ଯରେ ଗୋଟିଏ ବି ରେଳ ଷ୍ଟେସନ ନାହି ?
ଉତ୍ତର- ମେଘାଳୟ
୧୬- କେଉଁ ଦେଶରେ ଚପଲ ପିନ୍ଧି ଗାଡି ଚଳାଇଲେ ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- ଆମେରିକା
୧୭- ପୁରା ଦୁନିଆରେ ସବୁଠାରୁ ମୋଟା ବ୍ୟକ୍ତି କିଏ ?
ଉତ୍ତର- ଯୌବନ ପେଡରୁ
୧୮- କଟହଲ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?
ଉତ୍ତର- ବାଙ୍ଗଲାଦେଶ
୧୯- ସବୁଠାରୁ ଅଧିକ ଫାଇଟର ଜାହାଜ କେଉଁ ଦେଶରେ ତିଆରି ହୋଇଥାଏ ?
ଉତ୍ତର- ଆମେରିକା
୨୦- ବିଶ୍ଵରେ ସବୁଠାରୁ ଶସ୍ତା କେଉଁ ଦେଶରେ ମିଳିଥାଏ ?
ଉତ୍ତର- ଅଷ୍ଟ୍ରେଲିୟା
୨୧- ରାବଣଙ୍କ ସ୍ତ୍ରୀଙ୍କର କେତୋଟି ପୁତ୍ର ସନ୍ତାନ ଥିଲେ ?
ଉତ୍ତର- ୭ଟି
୨୨- ୨୦୨୧ର ସବୁଠାରୁ ବୁଦ୍ଧିମାନ ଦେଶ କାହାକୁ ମାନା ଯାଇଛି ?
ଉତ୍ତର- କାନାଡା
୨୩- କେଉଁ ଜୀବ ନିଜର ମାତା ପିତାର କ୍ଷୀର ପିଇଥାଏ ?
ଉତ୍ତର- ଠେକୁଆ
୨୪- କେଉଁ ପ୍ରଜାତିର ପକ୍ଷୀ ଅଧିକ ଉଚ୍ଚ ଯାଏଁ ଉଡିପାରେ ?
ଉତ୍ତର- ବାର ହେଣ୍ଡେଡ ହ୍ଯାନ୍ସ
୨୫- ଗୋଟେ ଘରେ ଦୁଇ ଜଣ ମା, ଦୁଇ ଝିଅ ଓ ଜଣେ ଆଈ ରୁହନ୍ତି ତେବେ କୁହ ଘରେ କେତେ ଜଣ ସଦସ୍ୟ ଅଛନ୍ତି ?
ଉତ୍ତର- ୩ ଜଣ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।