ନିଜ ମାତା ପିତାଙ୍କୁ ବି କେବେ ଭୁଲରେ କୁହନ୍ତୁ ନାହିଁ ନିଜର ଏହି କଥା- Krishna Vani

ଏ ଦୁନିଆରେ ସବୁଠାରୁ ମହତ୍ବପୂର୍ଣ୍ଣ କଣ ରହିଛି ଦ୍ରୁଷ୍ଟି ନାଁ ଦୃଷ୍ଟିକୋଣ ନାଁ ଚିନ୍ତାଧାରା ନାଁ ବୁଝିବାର ଶକ୍ତି । ଏମାନଙ୍କ ମଧ୍ୟରୁ କଣ ଗୁରୁତ୍ୱପୂର୍ଣ୍ଣ ରହିଛି ମାନବ ଜୀବନରେ । ସମାନତା ମଣିଷ ଜୀବନରେ ବିଚାର ଓ ଚିନ୍ତାଧାରା ମଧ୍ୟରେ ଏମିତି ଏକ ବସ୍ତୁ, ସେହି ଘଟଣା, ଭାବନା ଶ୍ରେଷ୍ଠ ଅଟେ ଯାହା ଆମକୁ ଆନନ୍ଦ ଦେଇଥାଏ । ଯାହା ଆମକୁ ଖୁସି ବା ଆନନ୍ଦ ଦିଏ ନାହି ଆମେ ତାହାକୁ ଦୁଖ ବୋଲି ମାନେ କରିଥାଉ ।

କିନ୍ତୁ ଯଦି ଦୃଷ୍ଟିକୋଣ ଓ ଚିନ୍ତାଧାରାକୁ ଅନ୍ୟ ଦ୍ରୁଷ୍ଟି ରେ ଦେଖିବାକୁ ଗଲେ ପରିସ୍ଥିତି ଭିନ୍ନ ପ୍ରକାର ହୋଇଯାଏ । ଯେବେ ଭୀଷଣ ଗରମ ମଣିଷ ସହ୍ୟ କରିପାରେ ନାହି କିନ୍ତୁ ସେହି ଗରମ ସାଗର ଓ ସମୁଦ୍ରକୁ ବାଷ୍ପୀଭୂତ କରିଥାଏ । ଏହା ପରେ ଆମକୁ ମନୋରଞ୍ଜନ ଭଳି ବର୍ଷା ହେବାର ଆନନ୍ଦ ଦେଇଥାଏ । ଠିକ ସେହିପରି ଅଧିକ କଠିନ ପରିଶ୍ରମ କରିଲେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିଥାଏ । ଅଧିକ ପରୀକ୍ଷା ଦେବା ପରେ ଆମକୁ ଆମର ସଠିକ ଲକ୍ଷ୍ୟ ମିଳିଥାଏ ।

କେବେ ବି ଜୀବନରେ ଦୁଖ କଷ୍ଟ ଆଉ ନାଁ କାହିଁକି କେବେ ବି ଏଥିରୁ ହାର ମାନବେ ନାହି । ବରଂ ଏହାକୁ ସାହସର ସମାନ କରି ଜୀବନରେ ଆଗକୁ ବଢିବା ଉଚିତ । ଯଦି ବ୍ୟକ୍ତି ଜୀବନରେ ମେହନତ କରି କିଛି ପ୍ରାପ୍ତ କରେ ତେବେ ଏହା ତାହାର ବଡ ସଫଳତା ଭାବେ ବିବେଚନା କରାଯିବ । କିନ୍ତୁ ଯଦି ବ୍ୟକ୍ତି କୌଣସି କାମ ନ କରି ସଫଳତାର ଆଶା ରଖେ ତେବେ ଏହା ତାହାର ମୁର୍ଖାମିର ପରିଚୟ ହେବ ।

ତେଣୁ ଜୀବରେ ସବୁବେଳେ ପରିଶ୍ରମ କରିବା ସହ ନିଜର ଲକ୍ଷ୍ୟ ପାଇବାକୁ ଉଦ୍ୟମ ଜାରି ରଖିବା ଉଚିତ । କେବେ ବି ନିଜର ଲକ୍ଷ୍ୟକୁ ପଛରେ ପକାଇ ହାର ମାନିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କ ମନରେ ସାହସ ଓ ମନୋବଳ ଦୃଶ ହେବା ବଦଳରେ ଏହା ଭାଙ୍ଗି ଯିବ । ତେଣୁ ଜୀବନରେ ଯେତେ ବଡ ସମସ୍ୟା ଆସୁ ବା ଦୁଖ ବାଧା ଆସୁ ତାହାର ସମାଧାନ କରି ଜୀବନରେ ନିଜର ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିବା ଉଚିତ ।

ଏହା ଥିଲା ଭଗବାନ କୃଷ୍ଣଙ୍କ ଏପରି ନୀତି ବାଣୀ ଯାହା କେବେ ବି ବାପା ମାଙ୍କ ସହ ସେୟାର କରିବା ଉଚିତ ନୁହେଁ । ଜୀବନରେ ସଫଳତା ପାଇବା ପରେ ଆପଣ ନିଜର କାହାଣୀ ଅନ୍ୟ ଆଗରେ କହି ପାରିବେ ବୋଲି ଭଗବାନ କୃଷ୍ଣ କହିଛନ୍ତି । ବୁଲରେ ବି ନିଜର ଲକ୍ଷ୍ୟ ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ । ଏହା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଉପରେ ଈର୍ଷା ଭାବ କରି ପାରନ୍ତି ଯାହା ଆପଣଙ୍କ ଲକ୍ଷ୍ୟରେ ପହଞ୍ଚିବାକୁ ବଡ ସମସ୍ୟା ହୋଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *