ରାଜ୍ୟରେ ସଂକ୍ରମଣ ବାଢୁଥିବାରୁ ଜାରିହେଲା ନୂଆ Guideline, ଦେଖନ୍ତୁ Video କଣ କହୁଛନ୍ତି SRC Pradeep Jena

କରନାର ନୂଆ ଭରିଏଣ୍ଟ କୁ ନେଇକି ଆସିଲା ଗାଇଡ଼ ଲାଇନ । ଯାହା ସରକାର ଙ୍କ ଦ୍ଵାରା ଏବେ ଜାରି କରା ଯାଇଛି । ପ0କୁହାଯାଇଛି କି ସରକାର ଲୋକଙ୍କ ସୁବିଧା କୁ ଦେଖିକି ଏବେ ନୂଆ ଗାଇଡ଼ ଲାଇନ କରିଛନ୍ତି । ଏହି ନିୟମ ପାଳନ ନ କଲେ ନିଆ ଯିବ କଡା ପଦକ୍ଷେପ । ସରକାରଙ୍କ ତରଫରୁ ଆସିଥିବା ନିୟମ ଅନୁସାରେ ନିଜର ସୁରକ୍ଷା ପାଇଁ ଆମକୁ ସଚେତନ ହେବାକୁ ପଡିବ ଏହା ପାଇଁ ଏହା ମଧ୍ୟ କୁହାଯାଇଛି କି ଆମେ ଯଦି ଏହାକୁ ନ ମାନିବା ତେବେ ଏହା ଆମ ପରିବାର ଓ ଆମ ପାଇଁ ମଧ୍ୟ ଖରାପ ହୋଇଯିବ ।

ଗାଇଡ଼ ଲାଇନ ଅନୁସାରେ କୁହାଯାଇଛି କି ସବୁ ଜିଲାରେ ରାତି 9 ରୁ ସକାଳ 5 ଯାଏ ନାଇଟ କର୍ଫ୍ୟୁ ରହିବ । ଯେଉଁ ମାନେ ଏହି ନିୟମ କୁ ମାନିବାରେ ଅସମର୍ଥ ରହିବେ ସେମାନଙ୍କ ପାଇଁ ଦଣ୍ଡ ମଧ୍ୟ ରହିବ । ଏହା ମଧ୍ୟ କୁହା ଯାଇଛି କି ଦୋକାନୀ ମାନେ ନିଜ ଗ୍ରାହକ ମାନଙ୍କୁ ନିୟନ୍ତ୍ରଣ କରିବେ ଏହା ସେମାନଙ୍କ ଦାଇତ୍ୱ । ଏହା ନକରିଲେ 7 ଦିନ ପାଇଁ ଦୋକାନ ସିଲ କରି କଠୋର କାର୍ଯ୍ୟ ଅନୁଷ୍ଠାନ ନିଅ ଯିବ ।

ଏହା ସହ ଏହା ମଧ୍ୟ କୁହାଯାଇଛି କି ଯେଉଁ ମାନେ ସରକାରୀ କର୍ମଚାରୀ ଅଛନ୍ତି ସେମାନେ 50% କରି କାମ କରିବେ । ଏହା ସହ ବିବାହ କିମ୍ବା ଅନିଭର୍ସରୀ ଭଳି କାର୍ଯ୍ୟକ୍ରମରେ ଲୋକ ମାନେ ଯେତେ କାମ ଯିବେ ଏହା ଭଲ । ସାଧାରଣ ଭାବେ 100 ଜଣ କରି ଲୋକମାନେ ଯିବେ ଏହି କାମ ପାଇଁ ।

ଏହି ନିୟମ କୁ ଲାଗୁ କରିବା ସହ ସରକାର 10ମ ଓ 12ସ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ପାଇଁ ଅନଲାଇନ ପାଠ ପଢା ସହ ଡାଉଟ କ୍ଲିୟର ପାଇଁ ମଧ୍ୟ ବ୍ୟବସ୍ଥା କରିବା କୁ ସ୍କୁଲ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସବୁ ଧର୍ମ ସ୍ଥଳୀ ବନ୍ଦ ରହିବ ନୀତି ଅନୁସାରେ ପୂଜା ହେବ କିନ୍ତୁ ଭକ୍ତ ମାନେ ଯିବେ ନି ।

ନୂଆ ଗାଇଡ଼ ଲାଇନ ଅନୁସାରେ ମାସ୍କ ପିନ୍ଧିବା ଓ ଦୂରତା ମାନି ଚଳିବା ନିହାତି ଆବଶ୍ୟକ ସବୁ ପିଲାମାନେ ଏବେ ଟୀକା ନବା ଆବଶ୍ୟକ ବୋଲି ସରକାର କହିଛନ୍ତି । ଏହା ସହ ହୋଟେଲ ଓ ଖାଇବା ଜାଗା ମାନଙ୍କ ରେ 50% ରୁ ଅଧିକ ଲୋକ ବସିକି ଖାଇ ପରିବେନି । ପିକନିକ ସ୍ଥାନ କିମ୍ବା ପର୍ଯ୍ୟଟନ ସ୍ଥଳୀ ବାନ୍ଦ ରହିବ ।

ଦିଲ୍ଲୀରେ 10000 ରୁ ଅଧିକ ରୋଗୀ ହେବାଯୋଗୁଁ ସେଠାରେ ନିୟମ କଡା କଡୀ କରା ଯାଉଛି । ଯାହା ସୂତ୍ରରୁ ଜଣା ପଡ଼ୁଛି ଏବେ ନାଇଟ କାର୍ଫ୍ୟୁ ସହ ସପ୍ତାହିକ ସତଦଉନ ମଧ୍ୟ ହୋଇ ପାରେ । ଲାକଡାଉନ ମଧ୍ୟ ହୋଇ ପାରେ । ପରିସ୍ଥିତି କୁ ସୁଧାରିବା ପାଇଁ ସରକାର ଦେଶବାସୀଙ୍କ ସହଯୋଗ କାମନା କରୁଛନ୍ତି ।

Leave a Reply

Your email address will not be published. Required fields are marked *