ମୁହଁରେ ଯେତେ ପୁରୁଣା ଦାଗ ଥାଉ ରାତାରାତି ହେବ ଭଲ, ବାସ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହିଜିନିଷ

ଆଜିକାଲି ସାଧାରଣତ ମହିଳା ଓ ପୁରୁଷ ଉଭୟଙ୍କ ଠାରେ ସ୍କିନ ଜନିତ ସମସ୍ଯା ଅଧିକ ଦେଖା ଯାଉଛି । କିଛି ମହିଳାଙ୍କ ଠାରେ କଳା ଦାଗ ଅଧିକାଂଶ ଦେଖା ଯାଉଛି । ଯାହା ପାଇଁ ସେମାନଙ୍କ ମୁହଁ ଅସୁନ୍ଦର ଦେଖାଯାଏ । ଏଥିପାଇଁ ମହିଳା ମାନେ ବିଭିନ୍ନ ପ୍ରକାରର କସମେଟିକ ଜିନିଷର ପ୍ରୟୋଗ କରିଥାନ୍ତି । କିନ୍ତୁ ଏଥିରେ କିଛି ମାତ୍ରାରେ ଭଲ ହୋଇଥାଏ ତ ଆଉ କିଛି ମାତ୍ରାରେ ଏହା ଅଧିକ ଖରାପ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହୋମ ରେମେଡି ବିଷୟରେ କହିବାକୁ ଯାହା ଦ୍ଵାରା ଆପଣଙ୍କର କଳା ଦାଗ ହୋଇଥିଲେ ତାହା ତୁରନ୍ତ ହୋଇଯିବ ।

ଏଥିପାଇଁ ଆବଶ୍ୟକ ରହିଛି ଆଳୁ । ଆଳୁରେ ଏମିତି ଏକ କ୍ଲିନଜର ତିଆରି କରିବା ଯାହା ଦ୍ଵାରା ସ୍କିନ ଗ୍ଲୋ ହେବା ସହ ଆପଣଙ୍କର ସ୍କିନ ୧୦ ବର୍ଷ ପୂର୍ବେ ଯେମିତି ଥିଲା ସେମିତି ହୋଇଯିବ । ଆପଣ ଏହି ରେମେଡିକୁ ଦୁଇ ଋ ତିନି ଦିନ ଯାଏଁ ଷ୍ଟୋର କରି ରଖି ପାରିବେ । ପ୍ରଥମେ ଏକ ଆଳୁ ନେଇ ଏହାକୁ ଭଲ ଭାବେ ଛେଲୀ ଦିଅନ୍ତୁ ।

ଆଳୁ ଡାର୍କ ସର୍କଲ ଦୂର କରିବାରେ ସହାୟକ ହୋଇଥାଏ । ଏହା ପରେ ଆଳୁକୁ ଭଲ ଭାବେ ଚୁପୁଡି ଦିଅନ୍ତୁ । ଆଳୁର ରସ ବାହାର କରନ୍ତୁ । ଏହା ପରେ ଆଳୁ ରସକୁ ୧୫ ମିନିଟ ଯାଏଁ ସେମିତି ରଖି ଦିନତୁ । ଏହା ପରେ ଏକ ପାତ୍ରରେ ଯେଉଁ ଆଳୁ ଛେଲା ଯାଇଥିଲା ତାହା ନିଅନ୍ତୁ । ଏହା ପରେ ଦୁଇରୁ ତିନି ଚାମଚ କଞ୍ଚା କ୍ଷୀର ନିଅନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହି ରେମେଡିକୁ ଆପଣ ନିଜର ମୁହଁ ରେ ୫ରୁ ୧୦ ମିନିଟ ଯାଏଁ ମଶାଚ କରନ୍ତୁ । ଏହା ଆମ ଫେସ ପାଇଁ ବେଷ୍ଟ ଅଟେ । ଫେସରେ ଯାହା ଦସ୍ତ ଥିବ ତାହା କ୍ଳିନ ହୋଇଯିବ । ଏହା ପରେ ଆପଣ ଫେସକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ପ୍ରସ୍ତୁତ କରିବେ ଫେସ ପ୍ୟାକ । ପୂର୍ବରୁ ରଖା ଯାଇଥିବା ଆଳୁ ଜୁସ ନିଅନ୍ତୁ । ଏଥିରେ ଆଡ କରନ୍ତୁ ଏକ ଚାମଚ ଚାଉଳ ଚୂନା । ଏବେ ଆଡ କରନ୍ତୁ ଏକ ଚାମଚ ମହୁ ଯାହା ଆମ ସ୍କିନକୁ ଗ୍ଲୋ କରିବା ସହ ଏନଥନୀ କରିଥାଏ ।

ଏହା ପରେ ଭଲ ଭାବେ ଏହି ସାମଗ୍ରୀର ମିଶ୍ରଣ କରନ୍ତୁ । ଏହି ରେମେଡିକୁ ଆପଣ ପୂର୍ବ ରେମେଡି ବ୍ୟବହାର କରିବା ପରେ ପ୍ରୟୋଗ କରନ୍ତୁ । ଆପଣ ଏହି ରେମେଡିକୁ ସପ୍ତାହକୁ ୩ ଥର ବ୍ୟବହାର କରି ପାରିବେ । ଦେଖିବେ ଆପଣଙ୍କ ମୁହଁ ରେ ଯେତେ ସବୁ ଡାର୍କ ସର୍କଲ ଥିଲା ତାହା ଧୀରେ ଧୀରେ କମିବାରେ ଲାଗିବ ଓ ଆପଣଙ୍କ ମୁହଁ ଚମକି ଉଠିବ ।

ଯଦି ଆପଣ ଚାହିଁବେ ତେବେ ଏହି ରେମେଡିରେ ଫାଳେ ଲେମ୍ବୁ ଆଡ କରି ପାରିବେ । ଯଦି ଆପଣଙ୍କ ମୁହଁରେ ଲେମ୍ବୁ ସୁଟ କରୁଛି ତେବେ ଆପଣ ଏହାର ବ୍ୟବହାର କରନ୍ତୁ ନ ହେଲେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *