ମୋ ପୁଅକୁ ଜର ହେଇଯାଇଛି ..ମୋତେ ଝୁରି ଝୁରି ସେ କିଛି ଖାଉନି, ମୁଁ ତାକୁ… ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବ୍ରହ୍ମପୁର ସହର କେବଳ ନୁହେଁ ସାରା ରାଜ୍ୟରେ ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀପିକା ଦିନେଶ ପରସ୍ପରକୁ ପ୍ରେମ କରୁଥିଲେ ଆଉ ଦୁହିଙ୍କର ଗୋଟେ ଛୁଆ ଜନ୍ମ ହେବ ପରେ ଦିନେଶ ଦୀପିକାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଯାହା ପାଇ ନ ଦୀପିକା ଦୀର୍ଘ ୧୭ ଦିନ ହେବ ଦିନେଶ ଙ୍କ ଘର ଆଗରେ ଖରା ବର୍ଷା ରେ ସେମିତି ବସି ରହିଛନ୍ତି ଆଉ ଲଢେଇ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଦୁହିଙ୍କର ସମ୍ପର୍କ କୁ ନେଇ ବିବାଦ ଜୋର ଧରିଛି ।

ତେବେ ଦୀପିକା ବର୍ତ୍ତମାନ ସମୟରେ ନିଜ ପୁଅ ପାଇଁ ବହୁତ ଚିନ୍ତା ରେ ପଡି ଯାଇଛନ୍ତି । କାରଣ ତାଙ୍କ ପୁଅକୁ ଦୁଇ ତିନି ଦିନ ହେବ ବହୁତ ଜୋର ରେ ଜ୍ଵର ହୋଇ ଯାଇଛି କାରଣ ସେ ଟା ମା କୁ ମାନେ ପକାଇ ଖାଇବା ପିଇବା ଠିକ ସେ କରୁନାହି । ଏ ନେଇ ଦୀପିକା କହିଛନ୍ତି କି ତାଙ୍କ ପୁଅ ମାତ୍ର ୧୯ ମାସର ହୋଇଥିବା ବେଳେ ଏତେ ଦିନ କେବେ ବି ମା ଠାରୁ ଅଲଗା ହୋଇ ରହି ନାହି ।

ବୋଧ ହୁଏ ସେଥିପାଇଁ ତାର ଦେହେ ଏତେ ଖରାପ ହୋଇ ଯାଇଛି । ଜ୍ଵର ହଠାତ ମୁଣ୍ଡ କୁ ଉଠି ଯାଇଥିଲା ଗତ କାଲୀ ଦୀପିକାଙ୍କ ପୁଅର ସେଥିପାଇଁ ସେ ମେଡିକାଲ ନେଇ ପୁଅକୁ ଦେଖାଇ ତାର ଚିକିତ୍ସା ମଧ୍ୟ କରିଥିଲେ । ଆଗକୁ ଦୀପିକା କହିଛନ୍ତି କି ତାଙ୍କ ପୁଅ ତାଙ୍କୁ ଝୁରି ଝୁରି ଆଜି ତାର ଦେହ ବିଗିଡିବାରେ ଲାଗିଛି । କାରଣ ସେ ଛୋଟ ଛୁଆ ଟା ନିଜ ମା କୁ ଝୁରୁଛି ।

ଦୀପିକା କହିଛନ୍ତି ନୋଟିସ ଯାହା ବି ଆସୁଛି ଆସୁ ମୋର ସେଥିପାଇଁ ଦର ନାହି କାରଣ ସେ ଠିକ ରେ ଅଛନ୍ତି ଆଉ DNA ରିପୋର୍ଟ ମଧ୍ୟ ପଜେଟିଭ ଆସିଛି । ମୁଁ ମୋର ପିଲା ପାଇଁ ଲଢେଇ କରୁଛି କଣ ପାଇଁ ମୁଁ ଡରିବି ବୋଲି ଦୀପିକା କହିଛନ୍ତି । ଯେବେ ଯାଏଁ ମୋତେ ନ୍ୟାୟ ମିଳି ନାହି ମୁଁ ଏଠାରୁ ଯିବାର ନାହି ବୋଲି ଦୀପିକା ଆଗକୁ ମତ ଦେଇଛନ୍ତି ।

ନୋଟିସ ରେ ଦୀପିକା ଙ୍କ ବିରୁଦ୍ଧରେ ୪୧ ଧାରା ଲାଗିଛି ଏହାକୁ ନେଇ ଦୀପିକା କହିଛନ୍ତି ଯେଉଁ ଦଫା ଲଗାଉଛ ଲଗାଅ ମୋତେ କିଛି ଫରକ ପଡିବ ନାହି କି ମୁଁ ଏଠାରୁ ହଟିବି ନାହି । ଯେବେ ଯାଏଁ ଦିନେଶ ଆସି ତାର ପୁଅକୁ ଗ୍ରହଣ କରି ନାହି ଆଉ ନ୍ୟାୟ ନ ମିଳିଛି ସେତେ ପର୍ଯ୍ୟନ୍ତ ମୋ ପ୍ରମିଳା ମା ଆଉ ଦୀପକ ସାର ଅଛନ୍ତି ତେଣୁ ମୋର ଭୟ କରିବାର ନାହି ବୋଲି ଦୀପିକା ମତ ଦେଇଛନ୍ତି ।

ମୁଁ ଆଗକୁ ଏମିତି ଷ୍ଟ୍ରଙ୍ଗ ହୋଇ ଲଢୁଥିବୀ ବୋଲି ଶେଷରେ ଦୀପିକା ମତ ଦେଇଛନ୍ତି । ଦୀପିକା ନିଜ ପୁଅ ବିଷୟରେ କହିବା ବେଳେ ମା ହିସାବରେ ତାଙ୍କ ଆଖିରୁ ଲୁହ ଝଋ ଆସୁଛି ସେଥିରୁ ଜଣାପଡୁଛି ସେ ତାଙ୍କ ପୁଅ ପାଇଁ ଚିନ୍ତିତ ଅଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *