ନମସ୍କାର ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ ଓଡିଶା ତଥା ଭାରତରେ ଖୁବ ଚର୍ଚ୍ଚିତ ହେବାରେ ଲାଗିଛି । ଓଡିଶା ଲୋକେ ଓଡିଆ ଜାଗାତର କଳାକାର ମାନଙ୍କୁ ପ୍ରଶଂସା କରିବା ସହ ଦେଶ ବାହାରେ ଲୋକେ ମଧ୍ୟ ପ୍ରଶଂସା କରିଛନ୍ତି ତାଙ୍କର ଦମଦାର ଅଭିନୟ ପାଇଁ । ଓଡିଆ ଜଗତରେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ ଯାହା ସବୁ ଘଟିଥାଏ ତାହା ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥାନ୍ତି ।
ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ବିବାହ ବିବାହ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ କମେଡିଆନ ପ୍ରଜ୍ଞା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।
ସେ ତାଙ୍କର କାମେଡି ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟକୁ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ସବୁଠାରୁ ଖୁଶିର ଖବର ହେଉଛି ଅଭିନେତା ପ୍ରଜ୍ଞାନଙ୍କ ବିବାହ ଅଭିନେତ୍ରୀ ସୁନନ୍ଦା ଙ୍କ ସହ ପୁରା ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି ।
ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଦୁହେଁ ବର ଓ କନ୍ୟା ବେସ ରେ ଖୁବ ସୁନ୍ଦର ଲାଗୁଛନ୍ତି । ଦୁହିଙ୍କର ହାତ ଗଣ୍ଠି ପଡିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛି । ତେବେ ଦୁହେଁ ନିଜର ବିବାହକୁ ନେଇ ବେଶ ଖୁସି ଥିବାର ନଜର ଆସୁଛନ୍ତି ।
ପ୍ରଜ୍ଞାନ ଙ୍କ ବିବାହରେ ବରଯାତ୍ରୀ ମାନେ ଏମିତି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଯାହା ବର୍ତ୍ତମାନ ବେଶ ଚର୍ଚ୍ଚା ରେ ରହିଛି । ଓଡିଆ ଜଗତର ଅନେକ ବଡ ବଡ କଳାକାର ମାନେ ଦୁହିଙ୍କର ବିବାହରେ ସାମିଲ ହୋଇ ଦୁହିଙ୍କୁ ଶୁଭକାମନା ଜଣାଇଛନ୍ତି । ଏହା ସହ ଦୁହିଙ୍କର ବିବାହ ରେ ବହୁତ ସାରା ମଜାମସ୍ତି ହେବାର ନଜର ଆସିଛି ।
ଦୁହିଙ୍କର ହାତ ଗଣ୍ଠି ଯାହା ବିବାହର ସବୁଠାରୁ ମୁଖ୍ୟ ଅଂସ ଅଟେ ସେହି ସମୟରେ ଦୁହେଁ ବେଶ ଖୁସି ଥିବାର ନଜର ଆସୁଛନ୍ତି । ଏହା ସହ ଦୁହେଁ ସାତ ଜନ୍ମ ପାଇଁ ପରସ୍ପର ର ଜୀବନ ସାଥି ରୂପେ ରହିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି । ଆଶା କରୁଛୁ ଦୁହିଙ୍କର ବୈବାହିକ ଜୀବନ ଆଗାମୀ ସମୟରେ ସୁଖମୟ ଓ ମଧୁମୟ ହେବ ।
ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ପ୍ରଜ୍ଞାନ ଓ ଅଭିନେତ୍ରୀ ସୁନନ୍ଦାଙ୍କ ବିବାହ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।