ଫୁସ ଫୁସକୁ ସଫା କରି Oxygen ଲେବଲ ବଢାଇବା ପାଇଁ କରନ୍ତୁ ଏହି ଘରୋଇ ଉପାୟ- Health Tips

କରୋନା ପାଇଁ ସମସ୍ତଙ୍କ ମନରେ ବହୁତ ବଡ ଡର ବସି ଯାଇଛି ତେବେ ତଣ୍ଟି ନଚେତ ଛାତିରେ କିଛି ଅସୁବିଧା ହେଲେ ସମସ୍ତଙ୍କ ମନରେ ବହୁତ କିଛି ପ୍ରଶ୍ନ ଆସୁଛି ଯେ କଣ ମତେ କରୋନା ହେଲା କି ? କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଛାତିରେ ବସିଥିବା ବଲଗମ ବା କଫ ସବୁ ତରଳି ଜୀବ ଆଉ ଆପଣଙ୍କ ପେଟରେ ପହଞ୍ଚି ଜୀବ ଯାହା ପରେ ସେ ନଷ୍ଟ ହୋଇଯିବ କାହିଁକିନା ଆମ ପେଟରେ ବହୁତ ମାତ୍ରାରେ ଏସିଡ ହୋଇଥାଏ ଯାହା ଏହି ସବୁ ସଂକ୍ରମଣ ସମାପ୍ତ କରିବା ପାଇଁ ପର୍ଯାପ୍ତ ହୋଇଥାଏ ।

ଆପଣଙ୍କ ଜୀବନ ସୁଖମୟ ରହିବା ପାଇଁ ଆମେ ଆପଣଙ୍କୁ ଏହି ଉପାୟ କହିବାକୁ ଯାଉଛୁ, ତେବେ ଆପଣ ମାନେ ଶୁଣିଥିବେ ଯେ କେଦାରନାଥ ବା ବେଶନୋ ଦେବୀ ଭଳି ପାହାଡ ଉପରେ ମନ୍ଦିର ଯାଇଥାନ୍ତି ସେ ଗୋଟେ ପୋଟଲି ନିଜ ସହ ନେଇଥାନ୍ତି ଯାହା ଦ୍ଵାରା ଉପରକୁ ଗଲେ ଅକ୍ଷିଜନ ମାତ୍ରା କମି କମି ଯାଇଥାଏ ।

ସେହି ସମୟରେ ଏହି ପୋଟଲି ଶୁଙ୍ଘିଲେ ଆପଣଙ୍କୁ ଆକ୍ସିଜନ ମାତ୍ରା କେବେ କମିବ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏହି ପୋଟଲି ବନେଇବା ପାଇଁ ଆପଣଙ୍କୁ ଉପାୟ କହିବାକୁ ଯାଉଛୁ ଆପଣଙ୍କୁ ଗୋଟେ ସୂତା କପଡା ନବର ଅଛି ସେଥିରେ ଆପଣଙ୍କୁ ଗୋଟେ ଚାମଚ ଜୁଆଣୀ ପକେଇବାର ଅଛି ।

ତେବେ ଜୁଆଣୀ କପଡାରେ ପକାଇବା ଆଗରୁ ତାକୁ ଦୁଇ ତିନି ଥର ଭଲ ଭାବରେ ଛେଚି ଦିଅନ୍ତୁ ଯାହା ଦ୍ଵାରା ଏହାର ସୁଗନ୍ଧ ଭଲ ଭାବରେ ବାହାରିଥାଏ । ଏହା ପରେ ଆପଣଙ୍କୁ ଗୋଟେ କର୍ପୁର ପକାନ୍ତୁ କିନ୍ତୁ ମନେ ରଖିବେ ଦେଶୀ କପୁର ନେଲେ ଆପଣଙ୍କ ପାଇଁ ଉତ୍ତମ ହୋଇଥାଏ ।

ଆପଣଙ୍କୁ ଏହି ପୁଡିଆ ନିଜ ପାଖରେ ସବୁବେଳେ ରଖିବାକୁ ହବ ଆଉ କୌଣସି ପ୍ରକାର ଛାତିରେ ଅସୁବିଧା ଲାଗିଲେ ବା ନିଶ୍ଵାସ ନବାରେ ଅସୁବିଧା ହେଲେ ଆପଣ ଏହି ପୁଡିଆ ନେଇ ଶୁଙ୍ଘି ପାରନ୍ତି ଆପଣଙ୍କୁ ନିଶ୍ଵାସ ନବାରେ କିଛି ଅସୁବିଧା ହବ ନାହିଁ ଆପଣଙ୍କ ଆକ୍ସିଜନ ଲେବଲ ବଢି ଯାଇଥାଏ ।

ତେବେ ଏହି ଉପାୟ ଦ୍ଵାରା କର୍ପୁର ଆଉ ଜୁଆଣୀ ସୁଗନ୍ଧ ଆପଣଙ୍କ ଛାତିରେ ଗଲେ ଆପଣଙ୍କ କଫକୁ ଏହା ତରଳେଇଥାଏ ଯାହା ଦ୍ଵାରା ଆପଣଙ୍କ ଛାତି ଆଉ ତଣ୍ଟି ଆରାମ ଲାଗିବା ସହ ହାଲ୍କା ଅନୁଭବ ହୋଇଥାଏ ।

ଆପଣଙ୍କୁ ନିଜ ପରିବାର ପ୍ରତି ଲୋକଙ୍କୁ ଏହି ଭଳି ପୁଡିଆ କରି ଦେବା ଉଚିତ ଯାହା ଦ୍ଵାରା ବାହାରେ ରହିଲେ ମଧ୍ୟ ସେମାନେ ଏହାର ବ୍ୟବହାର ଭଲ ଭାବରେ କରି ପାରିବେ । ଆଉ ଘରେ ମଧ୍ୟ ଛୋଟ ଛୋଟ ଡବା କରି ଆପଣଙ୍କୁ ଘରେ ଏହା ରଖିବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *