କାମେଡିଆନ Jojoଙ୍କ ପୁଷ୍ପା ଡାନ୍ସ ଦେଖି ହସି ହସି ଗଡିବେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ବଡ ବଡ କଳାକାର ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ଆମ ଓଡିଶା ସମେତ ପୁରା ଭାରତରେ ଓଡିଆ କଳାକାର ମାନଙ୍କର ଅଭିନୟକୁ ଦର୍ଶକ ମାନେ ବେସ ପ୍ରଶଂସା କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ଭାରତରେ ଓଡିଆ ଫିଲ୍ମ ଜଗତର ବେସ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି । ତେବେ ଓଡିଆ କଳାକାର ମାନେ ନିଜର ଅଭିନୟ ଦୁନିଆ ବ୍ଯତୀତ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ପ୍ରାୟତ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ପୁଷ୍ପା ଫିଲ୍ମରେ ଅଭିନେତା ଯୋଜୋଙ୍କ ଡ୍ୟାନ୍ସ ବିଷୟରେ କିଛି ମଜାଦାର କଥା କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଯୋଜୋଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ତାଙ୍କର କାମେଡି ପାଇଁ ପୁରା ଓଲିଉଡ ଜଗତରେ ଫ୍ୟାମସ ହୋଇ ପାରିଛନ୍ତି ।

ଦର୍ଶକ ମାନେ ତାଙ୍କର ଅଭିନୟକୁ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସାଉଥ ଅଭିନେତା ଅଲୁ ଅର୍ଜୁନଙ୍କର “ପୁଷ୍ପା” ଫିଲ୍ମ ରିଲିଜ ହୋଇଛି ।

ଯାହା ବର୍ତ୍ତମାନ ବେସ ଚର୍ଚ୍ଚା ରେ ରହିଛି । ତେବେ ଏହି ଫିଲ୍ମର ଗୀତ “ତେରେ ଝଲକ କା ସରଫି” ରେ ଆମ ଓଡିଆ କଳାକାର ମାନେ ଏମିତି ଜବରଦସ୍ତ ଡ୍ୟାନ୍ସ ପ୍ରଫୋମାଂସ ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଛି ।

ପ୍ରାୟତ ବଡ ବଡ କଳାକାର ମାନେ ଅଲୁ ଅର୍ଜୁନ ଏହି ଗୀତ ରେ ଯେଉଁ ଷ୍ଟାଇଲରେ ଡ୍ୟାନ୍ସ କରୁଛନ୍ତି ଠିକ ସେହିପରି କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଅଭିନେତା ଜୋଜୋ ମଧ୍ୟ ଏହି ଗୀତ ରେ ଦମାଦାର ଡ୍ୟାନ୍ସ ପରଫୋମାଂସ ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଯୋଜୋଙ୍କ ସହ ଟିଭି ସିରିଏଲର ଅଭିନେତା ରାଜା ମଧ୍ୟ ପର୍ଫୋମ କରିବାର ଅନ୍ଯର ଆସୁଛନ୍ତି । ଦୁହେଁ ଅଲୁ ଅର୍ଜନ କରିଥିବା ପୋଜ ଓ ଷ୍ଟାଇଲ କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛନ୍ତି ।

 

ତେବେ ଦୁହିଙ୍କ ଡ୍ୟାନ୍ସ ପର୍ଫୋମ ବେସ ମଜାଦାର ହୋଇଛି । ଦୁହିଙ୍କ ଡ୍ୟାନ୍ସକୁ ଦର୍ଶକ ମାନେ ଅନେକ ସାରା ଲାଇକ ଓ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଯୋଜୋଙ୍କ ପୁଷ୍ପା ଫିଲ୍ମର ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *