ମହିଳାଙ୍କ ସାର୍ଟରେ ପକେଟ ନଥାଏ, କାହିଁକି ଆସନ୍ତୁ ଜାଣିବା ଏହାର କାରଣ

ହେଲ୍ଲୋ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ଏକ କହିବୁ କି କାହିଁକି ମହିଳା ମାନଙ୍କ ସାର୍ଟରେ ବଟନ ନ ଥାଏ । ସମସ୍ତେ ଏହା ଦେଖିଥିବେ କିନ୍ତୁ ଏହାର କାରଣ କେହି ଜାଣି ନଥିବେ । ଏମିତି ଅନେକ ଜିନିଷ ଅଛି ଯାହା ବିଷୟରେ ଆମର କୌଣସି ଧାରଣା ନାହିଁ ଏମିତି ଅନେକ ଜିନିଷ ଅଛି ଯାହା ଉପରେ ଆମର ଧ୍ୟାନ ନାହିଁ । ସେମିତି ଏକ ଜିନିଷ ହେଉଛି ମହିଳାଙ୍କ ସାର୍ଟରେ ପକେଟ କାହିଁକି ନଥାଏ ଏହା କାରଣ ଅଧିକାଂଶ ଲୋକ ଜାଣିନଥିବେ ।

ଏହା ପଛରେ ଅନେକ କାରଣ ରହିଛି । ତେବେ ଏହାର ମୁଖ୍ୟ କାରଣ ଜାଣିଲେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିକାଲିକା ଲୋକମାନେ ଫ୍ୟାସନ ଡିଜାଇନ ପାଇଁ ଅନେକ ପ୍ରକାରର ଷ୍ଟାଇଲ ଡ୍ରେସ ପିନ୍ଧୁଛନ୍ତି। ଆଜିକାଲି ମହିଳା ମାନେ ପୁରୁଷଙ୍କ ଭଳି ସାର୍ଟ ପ୍ୟାଣ୍ଟ ପିନ୍ଧୁଛନ୍ତି । କିନ୍ତୁ ଏହା ମଧ୍ୟରେ ପାର୍ଥକ୍ଯ ଏହାକି ଯେ ମହିଳାଙ୍କ ସାର୍ଟ ରେ ପକେଟ ନଥାଏ ।ତେବେ ଏହା କାହିଁକି ଆଜି ଆମେ ସ ବିଷୟରେ ଆପଣଙ୍କୁ କହିବୁ ।

 

ଏହି ପରମ୍ପରା ଅନେକ ବର୍ଷ ଧରି ଚାଲି ଆସୁଛି । ଆଗରୁ ମଧ୍ୟ ମହିଳାଙ୍କ ଡ୍ରେସ ଯେତେବେଳେ ତିଆରି ହେଉଥିଲା ସେଥେରେ ପକେଟ ରହୁନଥିଲା । ଏହାର ମୁଖ୍ୟ କାରଣ ଥିଲା ମହିଳା ଓ ପୁରୁଷ ଙ୍କ ଡ୍ରେସ ମଧ୍ୟରେ କୌଣସି ସମାନ ନ ରହିବା ପାଇଁ ମହିଳାଙ୍କ ସାର୍ଟରେ ଉଦ୍ଦେଶ୍ୟ ମୂଳକ ଭାବେ ପକେଟ ରଖାଯାଉ ନଥିଲା ।

ସେହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି । ଏବେ କିଛି ଡିଜାଇନ ଏହି ପରମ୍ପରାକୁ ଭାଙ୍ଗି ମହିଳାଙ୍କ ସର୍ଟରେ ପକେଟ ରଖିଲେଣି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *