ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସ୍ତ୍ରୀ ମାନଙ୍କର ଏହି 4ଟି ଭୋକ କେବେ ବି ମେଣ୍ଟେ ନାହିଁ , ଜାଣନ୍ତୁ ସେଗୁଡିକ କଣ ?

ବନ୍ଧୁଗଣ ମହାନ ଆଚାର୍ଯ୍ୟ ଚାଣକ୍ୟ ଙ୍କ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତ ଙ୍କୁ ରାଜଗାଦି ରେ ବସାଇବାରେ ସକ୍ଷମ ହୋଇଥିଲେ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସ୍ତ୍ରୀ ମାନେ ନିଜ ଜୀବନର 4ଟି କଥା କେବେ ବି କାହାକୁ କୁହନ୍ତି ନାହିଁ । ଏମିତି କି ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କୁ ମଧ୍ୟ ଏହି 4ଟି କଥା କୁହନ୍ତି ନାହିଁ ।

ଏହି 4ଟି କଥା ପୁରୁଷ ଅପେକ୍ଷା ସ୍ତ୍ରୀ ଙ୍କ ଠାରେ ଅଧିକ ଗୁପ୍ତ ରହିଥାଏ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ସ୍ତ୍ରୀ ମାନଙ୍କର ସେହି 4ଟି ଗୁପ୍ତ କଥା କଣ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତି ରେ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କର ଭାବନା ବିଷୟରେ ଅନେକ କଥା ଉଲେଖମଣ କରିଛନ୍ତି । ଯାହା ସ୍ତ୍ରୀ ଙ୍କର ପୁରୁଷଙ୍କ ଠାରୁ ଅଧିକ ହୋଇଥାଏ । ଯେମିତି କି-

1 ଭୋକ : ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସ୍ତ୍ରୀ ମାନଙ୍କର ଭୋକ ବା ଖାଦ୍ଯ ଖାଇବା ପୁରୁଷ ତୁଳନାରେ ଅଧିକ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଆଜିର ସ୍ତ୍ରୀ ମାନଙ୍କ ଠାରେ ଏମିତି ଲକ୍ଷଣ ଦେଖାଯାଉ ନାହିଁ । ଏହାର କାରଣ ଆଜିକାଲିର ରହନସହଣି ଅଟେ । ଖାଦ୍ୟପେୟ ର ଅନିୟମିତା କାରଣରୁ ସ୍ତ୍ରୀ ମାନଙ୍କ ଠାରେ ଭୋକ କମ ଦେଖା ଯାଉଛି ।

2- ଲଜ୍ୟା : ଚାଣକ୍ୟ କହିଛନ୍ତି ସ୍ତ୍ରୀ ମାନଙ୍କର ଲଜ୍ୟା ପୁରୁଷ ମାନଙ୍କ ଠାରୁ 4 ଗୁଣା ଅଧିକ ହୋଇଥାଏ । ସ୍ତ୍ରୀ କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ନିଶ୍ଚୟ ଭାବିଥାଏ ଏହାର ପ୍ରଭାବ ପରିବାର ଓ ସମାଜ ଉପରେ କିପରି ପଡିବ ।

3- ସାହସ : ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ସ୍ତ୍ରୀ ମାନଙ୍କର ସାହସ ପୁରୁଷ ମାନଙ୍କ ଅପେକ୍ଷା 6 ଗୁଣ ଅଧିକ ହୋଇଥାଏ । ସ୍ତ୍ରୀ କୌଣସି କାର୍ଯ୍ୟ କରିବାକୁ ଠାରେ ସ୍ଥିର କରି ଦେଲେ ତାହା ପୂରଣ ନ ହେବା ଯାଏଁ କେବେ ବି ପଛ ଘୁଞ୍ଚା ଦିଏ ନାହିଁ । ସେଥିପାଇଁ ସ୍ତ୍ରୀ ଙ୍କୁ ଶକ୍ତିସ୍ଵରୂପା ମାନା ଯାଇଥାଏ ।

4- କାମ ବାସ୍ନା : ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାୟୀ ପୁରୁଷ ଙ୍କ ଅପେକ୍ଷା ସ୍ତ୍ରୀ ଙ୍କ ଠାରେ କାମନା ବାସ୍ନା 4 ଗୁଣା ଅଧିକ ହୋଇଥାଏ । କିନ୍ତୁ ଲାଜ୍ୟା ଓ ସହନଶକ୍ତି ସ୍ତ୍ରୀ ଠାରେ ଅଧିକ ଥିବାରୁ ସ୍ତ୍ରୀ ନିଜ ଉପରେ କାବୁ କରିପାରେ । ଏବଂ ଧର୍ମ ଓ ସଂସ୍କାର କୁ ଧ୍ୟାନରେ ରଖିକି ସ୍ତ୍ରୀ ନିଜ ପରିବାରକୁ ସମ୍ଭାଳିଥାଏ ।

ତେବେ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ସେହି 4ଟି କଥା ସ୍ତ୍ରୀ ମାନଙ୍କ ବିଷୟରେ । ଯାହା ସ୍ତ୍ରୀ ମାନେ ନିଜ ଜୀବନ କାଳ ରେ କେବେ ବି କାହାକୁ କୁହନ୍ତି ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *