5000 ବର୍ଷ ହେବ ଏହି ଗୁମ୍ଫାରେ ବଞ୍ଚି ରହିଛନ୍ତି ଅଶ୍ଵଥାମା! ଜାଣନ୍ତୁ ଆଶ୍ଚର୍ଯ୍ୟ କଲାଭଳି ରାଜ୍

ମହାଭାରତ ସହିତ ଯୋଡା କାହାଣୀ ବହୁତ ହ୍ରୁଦୟକୁ ଛୁଇଁଲାଭଳି ଅଟେ । କିନ୍ତୁ ଏହି ସବୁରେ ସବୁଠୁ ଆଶ୍ଚର୍ଯ୍ୟ କରିଲାଭଳି ଅଛି ଏମିତି ଗୋଟେ ବିର ଯୀଏ ଆଜୀବି ଅଜର ଅମର ଅଟେ ଓ ଗୋଟେ ଅଭିଶାପ କାରଣରୁ ଆଜିବି ଜୀବିତ ଅଛନ୍ତି । ଆମେ ଆଲୋଚନା କରୁଛୁ ଅଶ୍ଵସ୍ଥମାଙ୍କର । ଗୁରୁ ଦ୍ରୋଣାଚାର୍ଜ୍ୟଙ୍କ ବିଷୟ ଏମିତି ମାନ୍ୟତା ଅଛିକି ଶ୍ରୀକୃଷ୍ଣଙ୍କ ଏହି ଅଭିଶାପ କାରଣରୁ ସେ ଆଜିବି ପୃଥିବୀରେ ଘୁରି ବୁଲୁଛନ୍ତି । କଳିଯୁଗରେ ବହୁତ ଲୋକ ଅଶ୍ଵସ୍ଥମାକୁ ଦେଖିଥିବାର ଦାବା କରିଛନ୍ତି ।

ମଧ୍ୟ ପ୍ରଦେଶର ବୋରହନ ଜିଲ୍ଲାରେ ଅଶିର ଗଡ କିଲ୍ଲା ବିଷୟରେ ଏହା କୁହାଯାଉଚିକି ଭଗବାନ ଶିବଙ୍କ ମନ୍ଦିରରେ ଅଶ୍ଵଥମା ପୂଜା କରିବା ପାଇଁ ଆସୁଛନ୍ତି । ଅଶ୍ଵଥାମାକୁ ମିଳିଥିବା ଅଭିଶାପ ଓ ଅଶିରଗଡ  ସହିତ ଯୋଡି ହୋଇଥିବା କାହାଣୀ ବହୁତ  ରହସ୍ୟମୟୀ ଅଟେ ।

ମହାଭାରତ ଯୁଧ୍ୟରେ ଭୀଷ୍ମ ପିତାମହଙ୍କ ପରେ ଗୁରୁ ଦ୍ରୋଣାଚାର୍ଜ୍ୟ ଯେବେ କୌରବମାନଙ୍କ ସେନାପତି ହୋଇଥିଲେ ସେ ପାଣ୍ଡବ ସେନାରେ ବଡ କ୍ଷତି କରିଥିଲେ । ପାଣ୍ଡବ ମାନଙ୍କୁ ଗୁରୁ ଦ୍ରୋଣଙ୍କୁ ସାମ୍ନା କରିବା ପାଇଁ କିଛି ରାସ୍ତା ମିଳୁନଥିଲା । ସେହିସମୟରେ କୃଷ୍ଣ ଯୁଧିଷ୍ଠିରଙ୍କୁ କୂଟନୀତିର ସହିତ କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗୋଟେଦିନ ଯୁଧ୍ୟରେ ପାଣ୍ଡବମାନେ ଏହି କଥାକୁ ପ୍ରଚାର କରିଥିଲେକି ଅଶ୍ଵଥମାର ମୃତ୍ୟୁ ହୋଇଛି ।

ଗୁରୁ ଦ୍ରୋଣ ନିଜ ପୁତ୍ରକୁ ବହୁତ ଭଲ ପାଉଥିଲେ, ତାଙ୍କୁ ଏହି ସୂଚନା ଉପରେ ବିଶ୍ଵାସ ନଥିଲା । ସେ ଏହି କଥାକୁ ଯୁଧିଷ୍ଠିରଙ୍କୁ ପଚାରିବାକୁ ଚାହିଁଲେ କାରଣ ସେ କେବେ ମିଛ କୁହନ୍ତି ନହିଁ, ଶ୍ରୀକୃଷ୍ଣ ଜାଣିଥିଲେ ଗୁରୁ ଦ୍ରୋଣାଚର୍ଯା ନିଶ୍ଚିତ ରୂପେ ଯୁଧିଷ୍ଠିରଙ୍କୁ ପଚାରିବେ । ସେଥିପାଇଁ ସେ ଯୋଜନା ବନେଇଥିଲେ ଅଶ୍ଵଥମାକୁ ମାରିବାର ମିଛ ପ୍ରଚାର କରିବା ପୂର୍ବରୁ ଭୀମଙ୍କ ଦ୍ଵାରା ଅଶ୍ଵଥମା ହାତୀକୁ ମାରିଥିଲେ ।

ଦ୍ରୋଣ ଆସି ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ କଣ ସତରେ ଅସ୍ଵଥମା ମୃତ୍ୟୁ ବରଣ କରିଛି ଯୁଧିଷ୍ଠିର ହଁ କହିଥିଲେ । କିନ୍ତୁ ସେ ଜାଣିନଥିଲେ ସେ ହାତୀ ଥିଲାକୀ ମନୁଷ୍ୟ, ଗୁରୁ ଦ୍ରୋଣ ତାଙ୍କର ପ୍ରଥମ ବାକ୍ୟ ଶୁଣିପାରିଥିଲେ କିନ୍ତୁ ଦିତୀୟ ବାକ୍ୟା ଶୁଣିପାରି ନଥିଲେ । ଗୁରୁ ଦ୍ରୋଣ ବିଯୋଗରେ ହତିଆର ତାଙ୍କ ହାତରୁ ଖସିପଡିଥିଲା, ଓ ମାଟିରେ ବସି ପଡିଲେ । ଏହା ପାଣ୍ଡବଙ୍କ ପାଇଁ ମଉକା ଥିଲା, ଦୃଷ୍ଟଦୁମ୍ନ ଗୁରୁ ଦ୍ରୋଣଙ୍କ ମୁଣ୍ଡ କାଟି ତଳେ ପକାଇଦେଲେ ।

ମହାଭାରତ ଯୁଧ୍ୟରେ ଯେବେ  ଦୁର୍ଜ୍ୟାଧନ ମୃତ୍ୟୁ ଦ୍ଵାରରେ ଥିଲା ଅଶ୍ଵଥାମାାକୁ  ତାର ସେଶ ସେନାପତି ବନେଇଥିଲା । ଅଶ୍ଵଥମା ତାଙ୍କୁ ଧୋକା ଦେଇ ପାଣ୍ଡବଙ୍କ ଶିବିରରେ ଅନ୍ଧାରରେ ପ୍ରବେଶ କରିଥିଲେଓ ପାଣ୍ଡବଙ୍କ ପାଞ୍ଚ ପୁତ୍ରର ମୁଣ୍ଡ କାଟିଥିଲେ । ଅଶ୍ଵଥାମାକୁ ଲାଗିଲାକି ସେ ପାଣ୍ଡବଙ୍କୁ ମାରିଛି କିନ୍ତୁ ତାକୁ ତାର ଭୂଲର ଅନୁଭବ ହେଲା । ଦ୍ରୋଣର ମୃତ୍ୟୁରେ ବିଚଳିତ ଅଶ୍ଵଥାମା ଅଭିମନ୍ୟୁ ପତ୍ନୀ ଉତ୍ତରାର ଗର୍ଭରେ ଥିବା ଛୁଆକୁ ମାରିବାକୁ ବ୍ରହ୍ମ ଅସ୍ତ୍ର ଚଳେଇଥିଲା ଓ ଜାଇ ଲୁଚିଜାଇ ଥିଲା ।

ଏହାପରେ କୃଷ୍ଣ ଅଶ୍ଵଥମାକୁ ଖୋଜିଥିଲା ଓ ତାଙ୍କ ମଥାରୁ ମଣୀ ବାହାର କରିବା ପାଇଁ ବାଧ୍ୟ କରିଥିଲେ । ତାର ସାହାଯ୍ୟ ଦ୍ଵାରା ଶ୍ରୀକୃଷ୍ଣ ଅଭିମନ୍ୟୁ ସନ୍ତାନର ରକ୍ଷା କରିଥିଲେ ଏହା ସହିତ ଶ୍ରୀକୃଷ୍ଣ ଅଶ୍ଵଥାମାକୁ ଯୁଗ ଯୁଗ ପର୍ଯ୍ୟନ୍ତ ଘୂରିବୁଲିବାକୁ ଅଭିଶାପ ଦେଇଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *