ଆସନ୍ତୁ ଜାଣିବା ଆମ ଓଡିଆ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ

ଆଜିକା ସମୟରେ ସମସ୍ତେ ଶିକ୍ଷିତ ଅଛନ୍ତି, ତେବେ ଦର୍ଶକ ମାନଙ୍କୁ ନିଜ ହିରୋଇନ ମାନଙ୍କ ଶିକ୍ଷା ବିଷୟରେ ଜାଣିବା ପାଇଁ ଇଛା ହୋଇଥାଏ ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ହିରୋଇନ କେତେ ପାଠ ପଢିଛନ୍ତି ଓ କେଉଁ ଜାଗାରୁ ସେ ଶିକ୍ଷା ପ୍ରାପ୍ତ କରିଛନ୍ତି, ଅଭିନୟ ରାସ୍ତା ବହୁତ ସରଲ ଦେଖା ଯାଏ କିନ୍ତୁ ବହୁତ କଷ୍ଟକର ହୋଇଥାଏ ନିଜ ଅନୁଭବକୁ ଲୋକଙ୍କୁ ଦେଖେଇବା ଏତେ ସହଜ ନୁହ ଏବଂ ଅସଲ ଦୁନିଆ ଠାରୁ ଦୂରେଇ ଯାଇ ଗୋଟେ କାଳ୍ପନିକ ଦୁନିଆକୁ ମାନିବା ମଧ୍ୟ ସହଜ କାମ ନୁହ ଆଜି ଆମେ ଆପଣଙ୍କୁ ଆମ କିଛି ସୁପର ଡୁପର ହିରୋଇନ ମାନଙ୍କ ଶିକ୍ଷା ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

୧. ଅର୍ଚିତା :

ତେବେ ବହୁତ ଦର୍ଶକ ମାନଙ୍କୁ ଆରଚିତାଙ୍କ ଅଭିନୟ ବହୁତ ଭଲ ଲାଗିଛି, ବର୍ତମାନ ଅର୍ଚିତା କିଛି ଟପ ହିରୋଇନ ମାନଙ୍କ ମଧ୍ୟରୁ ଗୋଟେ ଅଟନ୍ତି । ଅର୍ଚିତା ନିଜ ସ୍କୁଲ ଚନ୍ଦ୍ରଶେଖରପୁର ଭୁବନେଶ୍ଵର ଡିଏଭି ରେ କରିଥିଲେ ଓ ଏହା ପରେ ସେ ଉତକଳ ଯୂନୀଭରସିଟି ରେ ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ ଏହା ପରେ ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ । ତେବେ ଆମ ହିରୋଇନ ଅର୍ଚିତା ଗ୍ରାଜୁଏଟ ଅଛନ୍ତି ।

Image Courtesy: Google

୨. ପୁନମ ମିଶ୍ର :

ପୁନମ ମଧ୍ୟ ଭୁବନେଶ୍ବରରେ ନିଜ ପାଠ କରିଛନ୍ତି, ସେ ତାଙ୍କ ସ୍କୁଲ କେଭି ତେବେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିଛନ୍ତି ଏହା ପରେ ସେ କୀଟ ୟୁନିଭରସିଟିରେ ଗ୍ରାଡୁଏତ ହେଲା ପରେ ଆର୍ଟ୍ସରେ ଏମଏ କରିଛନ୍ତି, ଏତେ ପାଠ ପଢିଲା ପରେ ପୁନମ ଚଳଚିତ୍ର ଦୁନିଆରେ ଅଭିନୟ ପାଇଁ ଆସିଥିଲେ ।

Image Courtesy: Google

୩. ଅନୁ ଚୌଧୁରୀ :

ତେବେ ଆପଣ ମାନେ ସମସ୍ତେ ଅନୁଙ୍କୁ ବେସ ଭଲ ଭାବରେ ଜାଣିଥିବେ ଅନୁ ବହୁତ ବର୍ଷ ଧରି ଓଡିଆ ଚଳଚିତ୍ରରେ କାମ କରି ଆସିଛନ୍ତି, ତେବେ ଅନୁଙ୍କ ପାଠ କେବଳ ଦଶମ ପର୍ଯ୍ୟନ୍ତ ହୋଇଥିଲା କାହିଁକିନା ଏହା ପରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ତାଙ୍କ ସ୍କୁଲ ନା ବିଦ୍ୟା ମଣି ହାଇ ସ୍କୁଲ ଅଟେ ।

Image Courtesy: Google

୪. ରିୟା ଦେ :

ତେବେ ଋଆ ମଧ୍ୟ ବହୁତ କମ ସମୟରେ ଦର୍ଶକ ମାନଙ୍କ ମନ ଖୁବ ଶୀଘ୍ର କିଣିଞ୍ଚନ୍ତି, ତେବେ ଋଆ ଆର୍ଟ୍ସରେ ଗ୍ରାଜୁଏସନ କରିଛନ୍ତି ତାଙ୍କ ସ୍କୁଲ ପାଠ ଶାଇନ ସ୍କୁଲ ରେ ହୋଇଥିଲା ଓ ତାଙ୍କ ଗ୍ରାଜୁଏସନ ଫକିର ମୋହନ କଲେଜରେ ସମାପ୍ତ ହୋଇଥିଲା ଏହା ପରେ ଋଆ ଅଭିନୟ ଦୁନିଆକୁ ଆପଣେଇ ନେଲେ ଓ ଅଭିନୟ କରିବା ଆରମ୍ଭ କରିଥିଲେ ।

Image Courtesy: Google

 

୫. ବର୍ଷା :

ତେବେ ଦର୍ଶକ ମାନଙ୍କ ମନ ଉପରେ ରାଜ କରୁଥିବା ବରଷାଙ୍କ ଶିକ୍ଷା ବିଷୟରେ ଆମେ ଏହା ଜାଣିବାକୁ ପାଇଲୁ ଯେ ବର୍ଷା ତାଙ୍କ ସ୍କୁଲ ପାଠ ରମାଦେବୀ ରେ କରିଥିଲେ ଓ ତାଙ୍କ ଡିଗ୍ରୀ ଆର୍ଟ୍ସରେ ଅଟେ ତାହା ବି ସାଇଲବାଲା ଓମେନ୍ସ କଲେଜ କଟକ, ତେବେ ବର୍ଷା ମଧ୍ୟ ଗ୍ରାଜୁଏଟ ଅଛନ୍ତି ଓ ଅଭିନୟ ଦୁନିଆରେ ବହୁତ ବଡ ନା ଅଟନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *