ଏହି ୫ଟି ଉପାୟ ଆପଣଙ୍କ ଭାଗ୍ୟ ଚମକେଇଥାଏ, ଏହା ଦ୍ଵାରା ବାସ୍ତୁ ଦୋଷ ଏବଂ ସବୁ ସମସ୍ୟା ଦୂର ହୋଇଥାଏ

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ତ ନିଶ୍ଚିନ୍ତ ଥାଏ, ଏବଂ ତାକୁ ଦୂର କରିବା ପାଇଁ ଆମେ ଅନେକ କାମ କରିଥାଉ ହେଲେ ସଫଳ କେଉଁଥିରେ ବି ହେଉନା । ତେବେ ଆଜି ଆମ ଆପଣଙ୍କୁ କିଛି ସହଜ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଏବଂ ସବୁ ସମସ୍ଯା ଦୂର ହୋଇଥାଏ, ଏହି ଉପାୟ ଉଜେନ ବାସ୍ତୁ ବିଶେଶ୍ଜ୍ଞ ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟ ଦ୍ଵାରା କୁହା ଯାଇଛି, ତେବେ ଆସନ୍ତୁ ଜାଣିବା ଏହି ୫ଟି ଉପାୟ ଯାହା ଦ୍ଵାରା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ସବୁ ପ୍ରକାର ସମସ୍ୟା ଦୂର କରିଥାଏ ତେବେ ଆସନ୍ତୁ ଜାଣିବା ।

Image Courtesy: Google

# ପ୍ରଥମ ଉପାୟ :

ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି ତେବେ ଘର ଛାତ ଉପରେ ତୁଳସୀ ଗଛ ଲଗାନ୍ତୁ, ଏହି ଉପାୟ ଦ୍ଵାରା ଘର ବହୁତ ବାସ୍ତୁ ଦୋଷ ଦୂର ହୋଇଥାଏ, ସନ୍ଧ୍ୟାରେ ତୁଲସୀ ଗଛ ମୂଳରେ ଦୀପ ପ୍ରଜ୍ଵଳନ କଲେ ସବୁ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ ।

Image Courtesy: Google

# ଦ୍ଵିତୀୟ ଉପାୟ :

ଘର ଅଗଣାରେ ବା ଛାତ ଉପରେ ତୁଳସୀକୁ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଦୀପ ଜଳାନ୍ତୁ, ସନ୍ଧ୍ୟାରେ ତୁଳସୀ ମୂଳରେ ଘିଅ ଦୀପ ଜଳାନ୍ତୁ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଲାଭକାରୀ ଅଟେ ଓ ଏହି ମନ୍ତ୍ର ଜାପ କରନ୍ତୁ, ମନ୍ତ୍ର – ଓଁ ନମୋ ଭଗବତେ ବାସୁଦେବାୟ । ମନ୍ତ୍ର ଜାପ ଅତି କାମରୁ ୧୦୮ ଥର କରନ୍ତୁ ।

Image Courtesy: Google

# ତୃତୀୟ ଉପାୟ :

ଘର ମୁଖ୍ୟ ଦ୍ଵାରା ଉପରେ ଭିତରେ ଏବଂ ବାହାରେ ଗଣେଶ ଭଗବାନ ଦୁଇଟି ମୂର୍ତି ଲଗାନ୍ତୁ, ଏହି ମୂର୍ତି ଏହି ଭଳି ଲଗାନ୍ତୁ ଯେମିତି ଦୁଇ ମୁରତୀଙ୍କ ପୀଠ ଲାଗିଥିବ । ଏମିତି କଲେ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ପାରେ ନାହିଁ, ସକାରାତ୍ମକ ଊର୍ଜା ବାସ କରିଥାଏ ।

Image Courtesy: Google

# ଚତୁର୍ଥ ଉପାୟ :

ଘର ମନ୍ଦିରରେ କୌଣସି ଭଗବାନ ଗୋଟେ ଠାରୁ ଅଧିକ ମୂର୍ତି ବା ଫଟୋ ଲଗେଇବା ଉଚିତ ନୁହ, ଗଣେଶ ଭଗବାନଙ୍କ ୨, ୪, ୬, ୮, ତେବେ ସମ ସଂଖ୍ୟା ଗୋଟେ ଠାରୁ ଅଧିକ ପ୍ରତିମା ବା ମୂର୍ତି ରଖିବା ଉଚିତ ଏହା ଦ୍ଵାରା ଘରେ ଶାନ୍ତି ରହିଥାଏ ।

Image Courtesy: Google

# ପଞ୍ଚମ ଉପାୟ :

ଘରେ କେବେ ବି ବେକାର ଜିନିଷ ବା ଭଙ୍ଗା ବାସନ, ଫର୍ନୀଚର, କଚଡା ରଖିବା ଉଚିତ ନୁହ, ଏମିତି କରିବା ଦ୍ଵାରା ବାସ୍ତୁ ଦୋଷ ବଢିଥାଏ ଏବଂ ସମସ୍ୟା ଆପଣଙ୍କ ଭାଗ୍ୟରେ ବାସ କରିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *