ଆପଣ ମାନଙ୍କୁ ଏହା ଭଲ ଭାବରେ ଜଣା ଅଛି ଯେ ମନୀଷ ଶରୀରରେ ଦୁଇ ପ୍ରକାର ଏନ୍ଟିଜେନ ହୋଇଥାଏ ଏ ଏବଂ ବି, ଏହି ଦୁଇ ଏନ୍ଟିଜେନ ମାଧ୍ୟମରେ ବ୍ଲୋଡ ଗୃପ ୪ଟି ଭାଗରେ ବଣ୍ଟା ଯାଇଛି ଏ, ବି, ଏବି ଏବଂ ଓ । ତେବେ ବିଜ୍ଞାନ ଓ ବୈଜ୍ଞାନିକ ମାନଙ୍କ ଅଧ୍ୟୟନ ଦ୍ଵାରା ଏହା ସ୍ପଷ୍ଟ ହୋଇଛି ଯେ ଆମ ବ୍ଲୋଡ ଗୃପ ଆମ ସ୍ଵଭାବ ବିଷୟରେ ବହୁତ କିଛି କହିଥାଏ, ଆପଣଙ୍କ ବ୍ଲୋଡ ଗୃପ ଅନୁଯାଇ ଆପଣଙ୍କ ବିଶେଷତା ମଧ୍ୟ ହୋଇଥାଏ, ତେବେ ଆଜି ଆମେ ଆପଣଙ୍କ ବ୍ଲୋଡ ଗୃପ ଅନୁଯାଇ ଆପଣଙ୍କ ସ୍ଵଭାବ ବିଷୟରେ କିଛି କହିବାକୁ ଯାଉଛୁ ।

ଏ ବ୍ଲୋଡ ଗୃପ :
ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏ ବ୍ଲୋଡ ଗୃପ ଲୋକ ବହୁତ ବୁଦ୍ଧିମାନ ଓ ସରଲ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକ ନିଜ କାମରେ ଧ୍ୟାନ ଦିଅନ୍ତି ଓ ଫାଲ୍ତୁ କଥା ଉପରେ ଚର୍ଚା କରନ୍ତି ନାହିନ, ଏ ବ୍ଲୋଡ ଗୃପ ଲୋକ ବୁଦ୍ଧି ଠାରୁ ଅଧିକ ବିବେକ ବ୍ୟବହାର କରନ୍ତି କୌଣସି ନିଷ୍ପତ୍ତି ପାଇଁ ଏ ଗୃପ ଲୋକ ବହୁତ କନ୍ଫ୍ଯୁଜ ରୁହନ୍ତି, ଏ ଗୃପ ଲୋକଙ୍କୁ ନିଜ କାମ ସମୟ ଅନୁଯାଇ କରିବା ଓ ସାରିବା ପସନ୍ଦ ହୋଇଥାଏ । ଏ ବ୍ଲୋଡ ଗୃପରେ ଷ୍ଟ୍ରେସ ହର୍ମୋନ ଅଧିକ ମାତ୍ରାରେ ରହିଥାଏ ଯାହା ଫଳରେ ଏ ଗୃପ ଲୋକ ଅଧିକ ଚିନ୍ତା କରନ୍ତି, ଓ ଏହି କାରଣ ପାଇଁ ଏହି ଗୃପ ଲୋକ ନିଜ ସମ୍ପର୍କ ପାଇଁ ଅଧିକ ଧ୍ୟାନ ରଖନ୍ତି ।

ବି ବ୍ଲୋଡ ଗୃପ :
ବି ଗୃପ ଲୋକ ସ୍ଵଭାବରେ ବହୁତ ଜିଦି ହୋଇଥାନ୍ତି, ତାଙ୍କୁ ଯାହା ପାଇବାର ଇଛା ହୋଇଥାଏ ଯାହା ହେଲେ ବି ସେ ତାକୁ ନିଜର କରିଥାନ୍ତି, ବି ଗୃପ ଲୋକ ବହୁତ ପ୍ରକାରରେ ଏ ଗୃପ ଠାରୁ ଅଲଗା ହୋଇଥାନ୍ତି, ବି ଗୃପ ଲୋକ କୌଣସି କଥା ଭାବି ଚିନ୍ତା କରନ୍ତି ନାହିଁ ବା ରାଗିଲେ ମଧ୍ୟ କିଛି ସମୟ ପରେ ମାନି ଯାଇଥାନ୍ତି, ତେବେ ବି ଗୃପ ଲୋକ ବହୁତ ପରିଶ୍ରମୀ ସ୍ଵଭାବ ର ହୋଇଥାନ୍ତି, ତାଙ୍କୁ ନିଜ ପରିଶ୍ରମ ଉପରେ ପୂର୍ଣ ଭରସା ହୋଇଥାଏ ।

ଏବି ବ୍ଲୋଡ ଗୃପ :
ଏହି ବ୍ଲୋଡ ଗୃପ ଲୋକଙ୍କୁ ବୁଝିବା ଟିକେ କଷ୍ଟ ହୋଇଥାଏ କାହିଁକିନା ଏହି ଭଳି ଲୋକ ଏ ଆଉ ବି ମିଶ୍ରିତ ହୋଇଥାନ୍ତି, ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏବି ବ୍ଲୋଡ ଗୃପ ଲୋକ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକ ମଣିଷତ୍ଵ ବହୁତ ଭଲ ଭାବରେ ଅନୁଭବ କରି ପାରନ୍ତି, ଏହି ଗୃପ ଲୋକ କେବେ କାହାକୁ ହାନି କରିବା ପାଇଁ ଚେଷ୍ଟା କରନ୍ତି ନାହିଁ । ଏହି ଗୃପ ଲୋକଙ୍କ ଭିତରେ ଅବଜରଭେସନ ଓ ଅଣ୍ଡରଷ୍ଟାନଡିଙ୍ଗ ସ୍କିଲ ବହୁତ ଭଲ ହୋଇଥାଏ ଯାହା ଦ୍ଵାରା ସେ ଲୋକଙ୍କୁ ଅଧିକ ଭଲ ଭାବରେ ବୁଝି ପାରନ୍ତି ।
ଓ ବ୍ଲୋଡ ଗୃପ :
ଓ ବ୍ଲୋଡ ଗୃପ ଲୋକ ନିଜ କାମକୁ ପ୍ରେମ କରିବାର ହୋଇଥାନ୍ତି, ତେବେ ଏହି ଭଳି ଲୋକଙ୍କୁ ପ୍ରାୟତଃ ୱାର୍କଲ୍କୋହୋଲିକ ମଧ୍ୟ କୁହା ଯାଇଥାଏ କାହିଁକିନା ସେ ନିଜ କାମକୁ ସବୁଠାରୁ ଅଧିକ ମହତ୍ଵ ଦେଇଥାନ୍ତି, ଏହି ବ୍ଲୋଡ ଗୃପ ଲୋକଙ୍କୁ ବହୁତ ଶୀଘ୍ର ଈର୍ଷ୍ୟା ହୋଇଥାଏ କିନ୍ତୁ ଯଦି ସେ ଗମ୍ଭୀର ଭାବରେ ଆପଣଙ୍କୁ ଭଲ ପାଉଛନ୍ତି ତେବେ ମନେ ରଖନ୍ତୁ ତାଙ୍କୁ କେବେ ମିଛ କହିବେ ନାହିଁ କାହିଁକିନା ଏହି ବ୍ଲୋଡ ଗୃପ ଲୋକଙ୍କୁ ମିଛ ବିଷ ପରି ଲାଗିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।