ପେଟ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଁ ସବୁଠୁ ସହଜ ଉପାୟ !

ଲୋକମାନେ ପ୍ରଦିଦିନ ଠିକସେ ନଖାଇବାରୁ ଓ ଖାଇବା ପିଇବାର ଅବହେଳା ଲାଗି କବ୍ଗ ଓ ଗ୍ୟାସ ଭଳି ପେଟର ସମସ୍ୟା ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ଏଲୋପ୍ୟାଥିକ ଔଷଧର ଉପଯୋଗ କରିଥାନ୍ତି । କିନ୍ତୁ ଏହି ଔଷଧର ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ, ଯାହା ସମୟ ସହିତ ଦେଖା ଦେଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ସମସ୍ୟାର କିଛି ଉପଚାର କରି ପାରିବେ ।

ସବୁଠୁ ଲୋକପ୍ରିୟ  ହେଙ୍ଗୁ କାଢା ଏହା ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଏହି ହେଙ୍ଗୁ କାଢା କେମିତି ବନେଇବେ ।

Image Courtesy: Google

ଏହି କାଢାକୁ ବନେଇବା ପାଇଁ ପ୍ରଥମେ ୨୫୦ ମିଲି ପାଣିରେ ହେଙ୍ଗୁ ପକାଇ ଭଲକି ଫୁଟେଇବେ । ପାଞ୍ଚ ମିନିଟ ପର୍ଯ୍ୟନ୍ତ ଭଲକି ଫୁଟାଅ, ତାପରେ ଛାଣି ନିଅନ୍ତୁ । ଖାଇବାର ଅଧଘଣ୍ଟା ପରେ ଏହାକୁ ପିଇବେ । ଏହା ଆପଣଙ୍କ ପଚନ ତନ୍ତ୍ରରେ ସୁଧାର ଆଣିବ । ଯଦି ଆପଣଙ୍କ ପିଲାର ପେଟରେ କଟୁଚିକି କବ୍ଗ ହୋଇଛି ତ ଏହି କାଢାକୁ ପିଅନ୍ତୁ । ଦଶ ମିନିଟରେ ଦୂର ହୋଇଯିବ ।  ହେଙ୍ଗୁ ଗୋଟେ ଭାରତୀୟ ମସଲା ଅଟେ, ହିଙ୍ଗର ବହୁତ ଚିକିତ୍ସା ଲାଭ ରହିଛି ।

Image Courtesy: Google

ହେଙ୍ଗୁ ଗ୍ୟାସ ସମସ୍ୟା ଓ ପେଟ ଦରଜକୁ କମ କରିଥାଏ । ଯଦି ଆପଣ ଗ୍ୟାସ ଓ ପେଟ ଦରଜ ପାଇଁ ଚିନ୍ତିତ ଅଛନ୍ତି ତାହେଲେ ହେଙ୍ଗୁକୁ ବ୍ୟବହାର କରିପାରିବେ । ହେଙ୍ଗୁ ଗ୍ୟାସ ସମସ୍ୟା ଓ ପେଟ କାଟିବାରୁ ମୁକ୍ତି ଦେଇଥାଏ । ଗରମ ମସଲା ଭାରତୀୟ ମସାଲାର ମିଶ୍ରଣ ଅଟେ । ସେ ମସଲା ସ୍ଵାଦ ବଢାଏନି ସେ ଉତେଜକ ଅଟେ ଯାହା ପଚନରେ ସାହାର୍ଯ୍ୟ କରିଥାଏ । ମସାଲାର ବାହିତ ପ୍ରକାର ସ୍ୱାସ୍ଥ୍ୟ ଲାଭ ରହିଛି ।

Image Courtesy: Google

ଏହା ପେଟରେ ଗ୍ୟାସ ହେବାରୁ ରୋକିଥାଏ । ପେଟ ଦରଜ ପାଇଁ ହେଙ୍ଗୁ ଗୋଟିଏ ବହୁତ ଉପାୟ ଅଟେ । ଆୟୁର୍ବେଦରେ ବହୁତ ସମସ୍ୟାର ଯେମିତିକି ପାରାଲେସିସ ଭଳି ସମସ୍ୟା ପାଇଁ ହେଙ୍ଗୁର ଉଲେଖ କରାଯାଇଛି । ଇନଫରଟିଲିଟି ପାଇଁ କିଛି ଆୟୁର୍ବେଦିକ ଉପଚାରରେ ହେଙ୍ଗୁର ବ୍ୟବହାର କରାଯାଏ । ସମୟ ପୂର୍ବରୁ ପ୍ରସବ, ଗର୍ଭପାତ, ମାସିକ ସମ୍ବନ୍ଧୀୟ ବିକାର, ଓ ଅନ୍ୟ ମହିଳା ସମସ୍ୟାପାଇଁ ହେଙ୍ଗୁକୁ ବ୍ୟବହାର କରାଯାଏ । ପେଟ ଦରଜ ପାଇଁ ହେଙ୍ଗୁର ବ୍ୟବହାର କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *