ଆଜି ଆମେ ଆପଣଙ୍କୁ ଗୋଡ ଆକାର ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆମ ଶରୀର ପ୍ରତି ଅଙ୍ଗ ଦ୍ଵାରା ଆମ ସ୍ଵଭାବ ଓ ଗୁଣ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଆପଣଙ୍କ ଗୋଡ ଆକାର ଦ୍ଵାରା ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେଉଁ ମାନଙ୍କ ପାଦ ପୁରା ଚିହ୍ନ ପଡିଥାଏ :
ଯଦି ଆପଣଙ୍କ ପାଦରେ ପାଣି ଲାଗିଥାଏ ଓ ଆପଣଙ୍କ ପାଦ ଚିହ୍ନ ପୂର୍ଣରୂପରେ ପଡିଥାଏ ତେବେ ଆପଣ ବହୁତ ସିଧା ସରଳ ବ୍ୟକ୍ତି ଅଟନ୍ତି । ଲୋକ ନିଜ କାମ ପ୍ରତି ବହୁତ ଧ୍ୟାନ ଦିଅନ୍ତି ଓ ତାଙ୍କ କାମ ଦ୍ଵାରା ବଡ ଓ ଉଚ୍ଚ ଅଧିକାରୀ ମାନେ ବହୁତ ଖୁସି ମଧ୍ୟ ହୋଇଥାନ୍ତି ଏହା ଛଡା ଏହି ଦିନ ଜନ୍ମ ହୋଇଥିବା ଲୋକ ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି, ଏହି ଦିନ ଜନ୍ମ ହୋଇଥିବା ଲୋକ କେବେ କାହାକୁ ଧୋକା ଦିଅନ୍ତି ନାହିଁ ସବୁବେଳେ ଅନ୍ୟ ଖୁସି ଦେଖନ୍ତି ।

ଯେଉଁ ଲୋକଙ୍କ ପାଦ ଚିହ୍ନ ପୂର୍ଣ ରୂପରେ ବସିନଥାଏ :
ଲୋକଙ୍କର ବହୁତ କମ ସାଙ୍ଗ ହୋଇଥାନ୍ତି କିନ୍ତୁ ଯେତିକି ସାଙ୍ଗ ଥାନ୍ତି ତାଙ୍କ ସହ ବହୁତ ଭଲରେ ରୁହନ୍ତି ଓ ସଚୋଟ ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କୁ ହାଡ ରୋଗ, ଅଣ୍ଟା ପିଠି ବା ଗୋଡ ବିନ୍ଧିବା ରୋଗ ହୋଇପାରେ, ଏହି ଭଳି ଲୋକ ହୋଇଥିବା ଲୋକଙ୍କ ଆଖି କମ୍ଜୋର ହୋଇଥାଏ ଏହି ଭଳି ଲୋକ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ରଖିବା ଆବଶ୍ୟକ ଅଟେ ଏହି ଭଳି ଲୋକ ସାବଧାନ ନରହିଲେ ତାଙ୍କୁ ନିଜକୁ ହାନି ହୋଇଥାଏ ।

ଯେଉଁ ଲୋକଙ୍କ ପାଦ ଚିହ୍ନ ରେ ମଝି ଚିହ୍ନ ଉଠି ନଥାଏ :
ଏହି ଭଳି ଲୋକ ଏମିତି କାମ କରିଥାନ୍ତି ଯାହା ଦ୍ଵାରା ତାଙ୍କୁ ଅସୁବିଧା ହେଲେ ମଧ୍ୟ ସେ ନିଜ କାମ ପୂର୍ଣ କରନ୍ତି, ଏହି ଭଳି ଲୋକଙ୍କୁ ସମ୍ଭାଳି ଚାଲିବାକୁ ପଡିଥାଏ ଯାହା ଫଳ ସ୍ୱରୂପ ଏହି ଲୋକ ଅଳସୁଆ ମଧ୍ୟ ହୋଇଥାନ୍ତି । ଏହି ଭଳି ଲୋକ ଦେଖିବାରେ ବହୁତ ଆକର୍ଷକ ହୋଇଥାନ୍ତି, ଏହି ଲୋକଙ୍କୁ ବହୁତ ଶୀଘ୍ର ରାଗ ମଧ୍ୟ ଆସିଥାଏ କିନ୍ତୁ ଏହା ଭଲ ଅଟେ ଯେ ଯେତେ ଶୀଘ୍ର ରାଗନ୍ତି ସେତିକି ଶୀଘ୍ର ମାନି ବି ଯାନ୍ତି ।