ଆପଣଙ୍କ ପ୍ରିୟ ଧାରାବାହିକ ତାରା ତାରିଣୀ ସିରିଏଲ ଅଭିନେତା ଅଭିନେତ୍ରୀ ମାନଙ୍କ ପ୍ରକୃତ ଜୀବନସାଥୀ

ତେବେ ଆପଣ ମାନେ ପ୍ରାୟତଃ ସବୁ ଦିନ ତାରା ତାରିଣୀ ସିରିଏଲ ଯାହା ହେଲେ ଦେଖୁଥିବେ, ଆଜି ସମୟରେ ଏହି ସିରିଏଲ ବହୁତ ମନୋରଞ୍ଜକ ଚାଲିଛି ବୋଲି କୁହା ଯାଉଛି କିଛି ଦିନ ଭିତରେ ଏହି ସିରିଏଲ ନା କମେଇ ସାରି ଥିଲା ଲୋକଙ୍କୁ ଏହି ସିରିଏଲ କାହାଣୀ ବହୁତ ପସନ୍ଦ ଆସିଥିଲା । ତେବେ ଆଜି ଆମେ ଆପଣଙ୍କୁ ଏହି ସିରିଏଲ କଳାକାର ମାନଙ୍କ ପ୍ରକୃତ ଜୀବନସାଥୀ ସହ ଦେଖା କରେଇବୁ ।

୧. ଲିକୁନ :

ତେବେ ଏହି ସିରିଏଲ ରେ ଲିକୁନ ଲିଡ ଅଭିନେତ୍ରୀ ତାରିଣୀଙ୍କ ଅକଲି ରୂପରେ ଅଭିନୟ କରିବାର ଦେଖା ଦେଇଛନ୍ତି ତେବେ ଯେ ହେଲେ ତାଙ୍କ ଅସଲ ଜୀବନ ଧର୍ମପତ୍ନୀ, ଯାହାକୁ ଆପଣ ଦେଖିବାକୁ ବହୁତ କମ ପାଇଥିବେ ।

୨. ରୂପମ :

ତେବେ ରୂପମ ଏହି ସିରିଏଲ ରେ ଲିଡ ଅଭିନେତା ଜାଗାରେ ଅଭିନୟ କରୁଛନ୍ତି, କହିବାକୁ ଗଲେ ରୂପମ ଏହି ସିରିଏଲ ହିରୋ ଅଟନ୍ତି ତେବେ ତାଙ୍କ ଅସଲ ଜୀବନସାଥୀକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କାହିଁକିନା ତାଙ୍କ ସ୍ତ୍ରୀ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

୩. କନିକା :

ତେବେ କନିକା ତାରା ତାରିଣୀ ସିରିଏଲ ରେ ଖୁଡ଼ିଙ୍କ ଅଭିନୟ ରୂପରେ ଦେଖା ଦେଇଛନ୍ତି ତେବେ କନିକା ଏହି ସିରିଏଲରେ ନେଗେଟିବ ରୋଲରେ ଆପଣ ଦେଖିବାକୁ ପାଇଥିବେ । ତେବେ ଏହା ହାଉଛନ୍ତି ତାଙ୍କ ସ୍ଵାମୀ କନିକା ନିଜ ନିଜି ଜୀବନରେ ବହୁତ ଖୁସିରେ ଅଛନ୍ତି ।

୪. ତାରିଣୀ :

ତେବେ ଏହି ସିରିଏଲ ଲିଡ ଅଭିନେତ୍ରୀ ତାରିଣୀଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଇଛା କିନ୍ତୁ ଦର୍ଶକ ମାନଙ୍କ ପାଇଁ କିଛି ବିଶେଷ ଖବର ନାହିଁ କାହିଁକିନା ତାରିଣୀ ଏବେ କାହା ସହ ନାହାନ୍ତି ବା ତାଙ୍କର କୌଣସି ବୟଫ୍ରେଣ୍ଡ ନାହିଁ ବୋଲି ମିଡିଆକୁ କହିଛନ୍ତି ।

୫. ତନୁଜା :

ତେବେ ଆପଣମାନେ ତନୁଯାଙ୍କୁ ଏହି ସିରିଏଲରେ ଦେଖିବାକୁ ପାଇଥିବେ ତେବେ ତନୁଜା ରଜ କ୍ଵିନ ମାଧ୍ୟମରେ ଓଲିଉଡ ଜଗତରେ ପାଦ ରଖିଥିଲେ ଓ ନିଜ ଅଭିନୟ ଦ୍ଵାରା ସେ ଏହି ସିରିଏଲରେ କାମ ମଧ୍ୟ ପାଇଛନ୍ତି, ତେବେ ତନୁଜା କାହାକୁ ବି ଭଲ ପାଉ ନାହାନ୍ତି ବୋଲି କହିଛନ୍ତି ଓ ଜୀବନସାଥୀ ପାଇଲେ ଖବର ଜଣେଇ ବୋଲି ମଧ୍ୟ କହିଛନ୍ତି ।

୬. ମୋହନା :

ଏହି ସିରିଏଲରେ ମୋହନା ଅଭିନୟ କରୁଥିବା ଅଭିନେତ୍ରୀଙ୍କ ନା ଲିସା ଅଟେ ଓ ଲିସାଙ୍କ ଜୀବନସାଥି ଥିଲେ ଚନ୍ଦନ କିନ୍ତୁ ବର୍ତମାନ ଚନ୍ଦନ ଅନ୍ୟ କେଉଁଠି ବିବାହ କରିଛନ୍ତି ଓ ଲିଶାଙ୍କର ବୟଫ୍ରେଣ୍ଡ ଅଛି ବୋଲି ଆମେ ଖବର ପାଇଛୁ, ତେବେ ମୋହନା ଏହି ସିରିଏଲରେ ନେଗେଟିବ ରୋଲରେ ଦର୍ଶକ ମାନଙ୍କୁ ଦେଖା ଦେଇଛନ୍ତି ଓ ଲୋକ ତାଙ୍କ ଅଭିନୟ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *