ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ପୁଅ ଙ୍କୁ ଏଭଳି ୫ଟି କଥା ଅଛି ଯାହା ସେ ସର୍ବଦା ନିଜ ଜୀବନରେ ଥିବା ଖାସ ବ୍ୟକ୍ତି ଙ୍କ ଠାରୁ ଶୁଣିବାକୁ ପସନ୍ଦ କରିଥାନ୍ତି। ଏହି ପାଞ୍ଚୋଟି କଥା ତାଙ୍କୁ ଶୁଣିବାକୁ ବହୁତ ଭଲ ଲାଗିଥାଏ।ପ୍ରଥମେ ହେଲା, ତୁମେ ଭରସା ଯୋଗ୍ୟ।ଏହି କଥା ପୁଅ ମାନଙ୍କ ହୃଦୟ କୁ ସ୍ପର୍ଶ କରିଥାଏ।ଦ୍ଵିତୀୟ ରେ ହେଲା, ତୁମେ ଦେଖିବାକୁ ବହୁତ ସୁନ୍ଦର।ତୃତୀୟ ରେ ହେଲା, ତୁମେ ସମସ୍ତ ଙ୍କ ଠାରୁ ଭିନ୍ନ।ଏହି କଥା ସାମାନ୍ୟ ଅଟେ, କିନ୍ତୁ ପୁଅ ମାନଙ୍କୁ ଶୁଣିବାକୁ ବହୁତ ଭଲ ଲାଗିଥାଏ। ଚତୁର୍ଥ ରେ ହେଲା, ତୁମ ସହିତ ମୁଁ ସୁରକ୍ଷିତ ଅନୁଭବ କରେ।ଏହି କଥା ସେମାନଙ୍କୁ ଗର୍ବ ଅନୁଭବ କରାଇ ଥାଏ।
ପଞ୍ଚମ ଓଶେଷରେ ହେଉଛି, ତୁମର ଉପସ୍ଥିତି ମୋତେ ଖୁସି ପ୍ରଦାନ କରେ ଏବଂ ମୋ ଚେହେରା ରେ ହସ ଆଣିଦିଏ।ଏହି ସମସ୍ତ କଥା ଯେ କୌଣସି ବ୍ୟକ୍ତି ଙ୍କ ମନରେ ସ୍ଥାନ ସୃଷ୍ଟି କରିବା ନିମନ୍ତେ ଯଥେଷ୍ଟ ହୋଇଥାଏ।ବନ୍ଧୁଗଣ ସମସ୍ତଙ୍କ ଜୀବନରେ କୌଣସି ନା କୌଣସି ଅସୁବିଧା ଲାଗି ରହିଥାଏ।କିନ୍ତୁ ଏହାକୁ ଦୂର କରିବା ନିମନ୍ତେ ଏହା ସହିତ ଲଢ଼ିବାକୁ ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତି କୁ ନିଜ ଜୀବନରେ କିଛି କ୍ଷେତ୍ରରେ ଲଜ୍ଜା କୁ ପରିତ୍ୟାଗ କରିବା ନିହାତି ଜରୁରୀ ଏବଂ ଏହା କିପରି କରିବେ ଆଜି ଆମେ ସେହି ସମ୍ବନ୍ଧରେ କିଛି ଟିପ୍ସ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ବନ୍ଧୁଗଣ ସର୍ବପ୍ରଥମେ, ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଏହା ଲାଗିଥାଏ ଯେ, ତାଙ୍କ ମଧ୍ୟରେ କୌଣସି ନା କୌଣସି ଅଭାବ ରହିଥାଏ। ତେଣୁ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ ଅଟେ। ବ୍ୟକ୍ତି ଭାବିଥାଏ ଯେ, ତାଙ୍କର ଏହି ଅଭାବ କୁ ଲୋକମାନେ ଜଜ୍ କରିଥାନ୍ତି ଏବଂ ଏଥିପାଇଁ ସେ ସଙ୍କୁଚିତ ହୋଇଯାନ୍ତି। ଏପରି କରିବା ଆଦୌ ଉଚିତ ନୁହେଁ। ଜୀବନରେ ଯଦି ଆଗକୁ ବଢ଼ିବାର ଅଛି ତେବେ ପ୍ରଥମେ ନିଜ ମଧ୍ୟରେ ଥିବା ଆତ୍ମ ବିଶ୍ୱାସକୁ ଉଜାଗର କରନ୍ତୁ ଏବଂ ନିଜ ମଧ୍ୟରେ ଥିବା ଅଭାବ କୁ ସୁଧାରିବାକୁ ଚେଷ୍ଟା କରନ୍ତୁ।
୨. ବନ୍ଧୁଗଣ ଦ୍ବିତୀୟତଃ, ନିଜ ବ୍ୟକ୍ତିତ୍ବ କୁ ବଦଳାଇବା କୌଣସି ବ୍ୟକ୍ତି ପାଇଁ ନିହାତି ଜରୁରୀ। କାରଣ ଏହାଦ୍ବାରା ଆପଣଙ୍କ ବ୍ୟକ୍ତିତ୍ବ ର ବିକାଶ ହୋଇଥାଏ ଏବଂ ଆପଣ ଜୀବନର ସମସ୍ତ ପରିସ୍ଥିତି କୁ ସାମ୍ନା କରିବା ନିମନ୍ତେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଥାଆନ୍ତି।
୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ବ୍ୟକ୍ତି କୁ ନିଜ ଭାଷା କୁ ନେଇ ମଧ୍ୟ କିଛି ପରିବର୍ତ୍ତନ ଆଣିବା ଆବଶ୍ୟକ। କୌଣସି ବ୍ୟକ୍ତି ନିଜ ମାତୃଭାଷା ରେ କଥା ହୋଇଥାଏ ଏବଂ ସେହି ଭାଷା ମାଧ୍ୟମରେ ହିଁ ଅନ୍ୟ ବ୍ୟକ୍ତି ର ସନ୍ଦେଶ କୁ ବୁଝିଥାଏ। କିନ୍ତୁ ନିଜ ମାତୃଭାଷା ସହିତ ଅନ୍ୟ ଭାଷା ପ୍ରତି ମଧ୍ୟ ଆଗ୍ରହ ସୃଷ୍ଟି କରିବା ଉଚିତ।ଏପରି କରିବା ଦ୍ୱାରା ବ୍ୟକ୍ତି ର ଭାଷାଗତ ଦକ୍ଷତା ରେ ବୃଦ୍ଧି ଘଟିଥାଏ।
୪. ବନ୍ଧୁଗଣ ଚତୁର୍ଥତଃ, ପ୍ରତ୍ୟେକ ବ୍ୟକ୍ତି ନିଜକୁ ମଜବୁତ ବନାଇବା ନିହାତି ଆବଶ୍ୟକ।ଏହାଦ୍ବାରା ବ୍ୟକ୍ତି ଜୀବନର ସମସ୍ତ ପରିସ୍ଥିତି ର ସାମ୍ନା କରିବା ପାଇଁ ସକ୍ଷମ ହୋଇଥାଏ। ଏହା ସହିତ ନିଜକୁ ଏଭଳି ବନାଇବା ଉଚିତ ଯେପରି ସମସ୍ତ କାର୍ଯ୍ୟ ବ୍ୟକ୍ତି ଦ୍ବାରା ପର୍ଫେକ୍ଟ ହୋଇ ପାରୁଥିବ। ଏପରି କରିବା ଦ୍ୱାରା ହିଁ ବ୍ୟକ୍ତି ର ଆତ୍ମ ବିଶ୍ୱାସ ର ବୃଦ୍ଧି ହୋଇଥାଏ ଏବଂ ଜୀବନରେ ସଫଳତା ହାସଲ ହୋଇଥାଏ।