ଆଉ କେତେ କଷ୍ଟ ଦେବ ପ୍ରଭୁ! “ବଞ୍ଚିଥାଇ ବି ଶବ ଭଳି ବିତୁଛି Anubhavଙ୍କ ଜୀବନ”… ପୁରୁଷ ସୁରକ୍ଷା ସଂଗଠନ ସଭାପତି ଦେଲେ ବଡ ବୟାନ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ସମୟ ହେବ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ଓଡିଶା ହାଇ କୋର୍ଟ ରେ ଚାଲିଛି ଯାହାର ଏ ଯାଏଁ କୌଣସି ବି ସମାଧାନ ହୋଇପାରୁ ନାହି । ତେବେ ଏହାରି ମଧ୍ୟରେ ଅନେକ ଅନୁଭବଙ୍କୁ ସପୋର୍ଟ କରୁଛନ୍ତି ଆଉ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଗତ କିଛି ସମୟ ହେବ ଅନୁଭବଙ୍କୁ ନେଇ ପୁରୁଷ ସଂଘଠନ ର ସଭାବପତି ଏକ ବଡ ବୟାନ ଗଣମାଧ୍ୟମରେ ଦେଇଛନ୍ତି । ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ । ଦେହରେ ଜୀବନ ଅଛି କିନ୍ତୁ ନିଶ୍ଵାସ ନାହି । ଆଖି ଆସି ହେଲେ ସ୍ଵପ୍ନ ନାହି । ନୀତି ମରି ମରି ଜୀବନ ବଞ୍ଚୁଛନ୍ତି ବାବୁ ଅନୁଭବ । ହଁ ଦର୍ଶକ ବନ୍ଧୁ ଏମିତି କିଛି ମତ ଆଖିଛନ୍ତି ପୁରୁଷ ସଂଘଠନ ର ସଭାପତି ।

ଆଉ କହିଛନ୍ତି ଯେ ଅନୁଭବ ବାବୁ ଆମେ ଅଛୁ ତୁମ ପଛରେ । ଅନୁଭବ ମୁଁ ତୁମ ପଛରେ ଅଛି । ତୁମ ପଛରେ ଆମ ସଂଘଠନ ଅଛି । ତୁମ ପଛରେ ହଜାର ହଜାର ପୁରୁଷ ଅଛନ୍ତି । ଏମିତି ଶବ ଭଳି ବଞ୍ଚିବାର କିଛି ବି ଆବଶ୍ୟକତା ନାହି । ହଁ ଦର୍ଶକ ବନ୍ଧୁ ଯେତେବେଳେ ଅନୁଭବ ଙ୍କ ପାରିବାରିକ ବିବାଦ କୋର୍ଟ ରେ ଅଛି ଆଉ ଠିକ ସେତିକି ବେଳେ ଅନୁଭବ ଙ୍କ ସବୁ କିଛି ଯେମିତି ପାଣି ଫୋଟକା ପରି ଫାଟି ଯାଇଛି ।

ଏଇ ଗତ କିଛି ଦିନ ତଳେ ଅନୁଭବ ମହାନ୍ତି ଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥି ରେ ଅନୁଭବ କହିଥିଲେ ମୁଁ ମୋର ଜନ୍ମ ଦିନ ସେହି ଦିନ ପାଳିବି ଯେଉଁ ଦିନ ମୋର ବର୍ଷା ଙ୍କ ସହ ଡିଭୋର୍ସ ହେବ । ଆଉ ଅନୁଭବ ଙ୍କ ଏମିତି କଷ୍ଟ ଦେଖି ସତରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଦୁଖିତ । ଆଉ ଏତିକି ବେଳେ ସାମନା କୁ ଆସିଛନ୍ତି ପୁରୁଷ ସୁରକ୍ଷା ସଂଘଠନ ର ସଭାପତି ।

ସେ କହିଛନ୍ତି ଯେ “ମଣିଷ ଜୀବନ ଏମିତି ଆଜ୍ଞା ସେ ଯେତେ ବଡ ଲୋକ ହେଉ ବା ଭିଆଇପୀ ହେଉ ମଣିଷ ତାକୁ ଶବ ହିଁ କହିବେ । ଅନୁଭବ ମହାନ୍ତି ଏବେ ଯେଉଁ ସ୍ଥିତିରେ ଅଛନ୍ତି ଶବ ଠାରୁ 500 ଗୁଣା ଅଧିକା । ବଞ୍ଚିବାର ରାସ୍ତା ପାଉ ନାହାନ୍ତି । ନା ମରିପାରୁଛନ୍ତି ନା ବଞ୍ଚି ପାରୁଛନ୍ତି । ଦୁଖ କଷ୍ଟ ଫେଣ୍ଟି ଫେଣ୍ଟି ତାଙ୍କ ଶରୀର ଏକ ନିର୍ଜୀବ ପଥର ସ୍ଥାଳୁ ପାଲଟି ଗଲାଣି ।

ରାନୀ ପଣ୍ଡା ଯାହା ବି ନିସ୍ପତି ନେଇଛନ୍ତି ମୋ ମତରେ ସବୁଠାରୁ ବଢିଆ ହେବ କି ରାନୀ ପଣ୍ଡା ଅନୁଭବ ଙ୍କୁ ବିବାହ କରନ୍ତୁ । ଇସେସ କରି ପୁରୁଷ ସଂଘଠନ ସୁରକ୍ଷା ସଭାପତି ହିସାବ ରେ ଅନୁଭବ ଙ୍କ ପଛରେ ଆମେ ଅଛୁ, ଆମ ସଂଘଠନ ଅଛି, 10 ହଜାର ଲୋକ ଅଛନ୍ତି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *