ଓଡିଆ ଅଭିନେତା ଅଭିନେତ୍ରୀ ଯେଉଁ ମାନେ ବାହାଘର ପରେ ଅଲଗା ହୋଇଯାଇଛନ୍ତି

ବିବାହ ସମସ୍ତଙ୍କ ଜୀବନ ବହୁତ ବଡ ନିସ୍ପତି ହୋଇଥାଏ, ଏହା ଏମିତି ଗୋଟେ ବନ୍ଧନ ଯାହା ଭଲ ପାଇବା ଏବଂ ବିଶ୍ଵାସ ଉପରେ ନିର୍ଭର କରିଥାଏ, ସମସ୍ତଙ୍କୁ ନିଜ ଜୀବନସାଥୀ ସହ ଜୀବନ ବ୍ଯତୀତ କରିବା ଇଛା ହୋଇଥାଏ କିନ୍ତୁ କିଛି ଲୋକଙ୍କର ବିବାହ ପରେ ଯେତେ ଚେଷ୍ଟା କଲେ ମଧ୍ୟ ମନ ମିଶି ନଥାଏ ତେବେ ଏମିତିକା ବନ୍ଧନରୁ ମୁକ୍ତ ହୋଇଯିବା ଉଚିତ । ଆଜି ଆମେ ଆପଣଙ୍କୁ ଓଲିଉଡ ଜଗତ ଏମିତି କିଛି ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବେ ବିବାହ କରିଥିଲେ କିନ୍ତୁ ବର୍ତମାନ ଅଲଗା ହୋଇଯାଇଛନ୍ତି ।

Image Courtesy: Google

୧. ପ୍ରିୟା :

ପ୍ରିୟା ଗତ କିଛି ବର୍ଷ ତଳେ ବିବାହ କରିଥିଲେ କିନ୍ତୁ ତାଙ୍କ ବାହାଘର ଭଲ ଭାବରେ ଚଳି ପାରିଲା ନାହିଁ, ଏହା ପରେ ଦୁହେଁ ଅଲଗା ହୋଇଯାଇଛନ୍ତି । ତେବେ ବିବାହ ବନ୍ଧନ ବହୁତ ପବିତ୍ର ବନ୍ଧନ ହୋଇଥାଏ ଭଲରେ ଚଳିଲା ନାହିଁ ସେଥିପାଇଁ ଦୁହେଁ ଅଲଗା ହୋଇଗଲେ ।

୨. ଅନୁ ଚୌଧୁରୀ :

ଅନୁ ଚୌଧୁରୀ ବହୁତ ଭଲ ଅଭିନେତ୍ରୀ ସେ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣିଛନ୍ତି କିନ୍ତୁ ଅସଲ ଜୀବନରେ ଅନୁଙ୍କୁ ତାଙ୍କ ମନ ଇଛା ଜୀବନସାଥୀ ପ୍ରାପ୍ତ ହେଲା ନାହିଁ ସେଥିପାଇଁ କିଛି ବର୍ଷ ଏକାଠି ରହିବା ପରେ ଦୁହେଁ ଅଲଗା ହୋଇଗଲେ ।

Image Courtesy: Google

୩. ସିଦ୍ଧାନ୍ତ – ରଚନା :

ତେବେ ଓଲିଉଡ ଦୁନିଆର ବହୁତ ପ୍ରସିଦ୍ଧ ଯୋଡିଥିଲା ସିଦ୍ଧାନ୍ତ ଓ ରଚନାଙ୍କର ତେବେ ଲୋକ ଏହି ଯୋଡିକୁ ପରଦା ଉପରେ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ତେବେ ଲୋକଙ୍କୁ ସେତେବେଳେ ବହୁତ ଖୁସି ହେଲା ଯେବେ ଏହି ଯୋଡି ବିବାହ କରିଥିଲେ କିନ୍ତୁ କିଛି ବ୍ୟକ୍ତିଗତ କଥା ପାଇଁ ଦୁହେଁ ବହୁତ ଶୀଘ୍ର ଅଲଗା ହୋଇଥିଲେ ।

୪. ସବ୍ୟସାଚୀ :

ସବ୍ୟସାଚୀଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତେବେ ସବ୍ୟସାଚୀଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଅଟେ । ତେବେ ସବ୍ୟସାଚୀ ବହୁତ ସୁପର ଡୁପର ଫିଲ୍ମ ଦେଇଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ୨୦୧୦ରେ ସବ୍ୟସାଚୀ ନିଜ କଲେଜ ସାଙ୍ଗକୁ ବିବାହ କରିଥିଲେ କିନ୍ତୁ କିଛି ସମସ୍ଯା ପାଇଁ ୨୦୧୩ରେ ସବ୍ୟସାଚୀ ଓ ତାଙ୍କ ସ୍ତ୍ରୀ ଅଲଗା ହୋଇ ଛାଡପତ୍ର ଦିଆ ନିଆ କରିଥିଲେ ।

Image Courtesy: Google

୫. ଅସୀମା ପଣ୍ଡା :

ଅସୀମା ପଣ୍ଡା ଗୀତ ଆପଣ ମାନେ ଶୁଣିଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ ତେବେ ଅସୀମା ମଧ୍ୟ କେବେ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ଵାମୀକୁ ଗୀତ ଗାଇବା ଜମା ପସନ୍ଦ ନଥିଲା ଓ ସେ ଆସିମାଙ୍କୁ ମଧ୍ୟ ଗୀତ ଗାଇବା ପାଇଁ ମନା କରିଥିଲେ ଯାହା ପରେ ଦୁହିଙ୍କ ଛାଡପତ୍ର ହୋଇଥିଲା । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *