ଏହି ଅଭିନେତ୍ରୀ ଶେୟାର କଲେ ଖୋଲା ଦେହରେ ଯୋଗ କରୁଥିବାର ଫୋଟୋ, ସୋସିଆଲ ମିଡିୟାରେ ଏବେ ଖୁବ ଚାଲିଛି ଚର୍ଚ୍ଚା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଫ୍ରେଣ୍ଡ୍ସ ଆପଣ ମାନେ ତ ଜାଣିଥିବେ ଆଜିକାଲି ର ପିଲା ବା ଯୁବ ପିଢୀ ନିଜର ସ୍ୱାସ୍ଥ୍ୟ ପ୍ରତି କେତେ ଯତ୍ନବାନ ହେଉଛନ୍ତି । ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ କିଏ ଜିମ, କିଏ ଯୋଗ ଔ କିଏ ଏହା ସହ ଡାୟେଟ ମଧ୍ୟ କଣ୍ଟ୍ରୋଲ କରୁଛନ୍ତି । ତେବେ ଏବେ ଯୋଗ ବହୁତ ଟ୍ରେଣ୍ଡ ରେ ଅଛି । ସ୍ୱାସ୍ଥ୍ୟ ପାଇଁ ଓ ନିଜର ଫିଗର କୁ ମେଣ୍ଟେନ ରଖିବା ପାଇଁ ଲୋକେ ଯୋଗ କରିବାକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଏହିସବୁ ରେ ତ ପ୍ରଥମେ ରହିବେ ସମସ୍ତ ସେଲିବ୍ରିଟି ମାନେ । କାହିଁକି ନା ସେମାନେ ତାଙ୍କ ସ୍ୱାସ୍ଥ୍ୟ କୁ ଏବଂ ଫିଗର କୁ ଠିକ ରଖିବା ପାଇଁ ସଦା ପ୍ରଯତ୍ନଶୀଳ ।

ସେହିବହଳି ଏକ ଅଭିନେତ୍ରୀ ହେଉଛନ୍ତି ଅବିଗେଲ ପାଣ୍ଡେ । ଯିଏ ନିଜର ଫିଗେରକୁ ଠିକ ରଖିବା ପାଇଁ ବହୁତ ଯୋଗ କରନ୍ତି । ତେବେ କିଛିଦିନ ତଳେ ସେ ନିଜର ଏକ ଟପ୍‌ଲେସ ଯୋଗ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ଏବେ ବହୁତ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ହୋଇଛି ।  ବୋଲ୍ଡ ଟପ୍‌ଲେସ ଫଟୋରେ ଅବିଗେଲଙ୍କର ବ୍ୟାକ୍‌ସାଇଡ୍‌ ଦେଖିବାକୁ ମିଳିଛି ।

ସେହି ଫୋଟୋ ସହ ନିଜର କିଛି ମନ୍ତବ୍ୟ ମଧ୍ୟ ଦେଇଥିଲେ କହିଥିଲେ କି ଯେଉଁ ଝିଅମାନେ ନ୍ୟୁଡ୍‌ ହୋଇ ଯୋଗ କରନ୍ତି ସେମାନଙ୍କୁ ମୁଁ ମୋର ପ୍ରେରଣା ମାନେ । ଏହିବାହୀ ଯୋଗ କରିବା ଦ୍ଵାରା ବହୁତ ଶାନ୍ତି ମିଳେ । ବହୁତ ଲୋକ ଅଛନ୍ତି ଯିଏ ଏହାକୁ ପସନ୍ଦ ନ କରି ପାରନ୍ତି କିନ୍ତୁ ସେ ଏହା ଦ୍ଵାରା ନିଜ ମନ କଥା ପ୍ରକାଶ କରି ବହୁତ ଖୁସି ବୋଲି କହିଛନ୍ତି।

ଲୋକେ କଣ ଭାବିବେ ଏହା ମନକୁ ଆଣିଲେ ମଣିଷ ଆଗକୁ ବଢିପାରିବ ନାହିଁ ବୋଲି ମଧ୍ୟ ସେ ଲେଖିଛନ୍ତି ।  ଏହି ଫଟୋ ସେୟାର କରିବା ସମୟରେ ତାଙ୍କୁ ଡର ବା ଲାଜ ଲାଗିନଥିଲା ବରଂ ତାଙ୍କୁ ଖୁବ ଭଲ ଲାଗିଥିଲା । ଏହି ଫଟୋ ଉଠାଇବା ପାଇଁ ତାଙ୍କ ସାଙ୍ଗ, ବଡିଗାର୍ଡ ଓ ତାଙ୍କ ଫଟୋଗ୍ରାଫର ତାଙ୍କୁ ଉତ୍ସାହିତ କରିଥିଲେ । ତେବେ ଏହି ଯୋଗ କରିବା ସମୟରେ ସେ ନିଜର ଆଖ ପାଖ ପରିବେଶକୁ ଭୁଲି ଯାଇ ନିଜେ ନିଜର ଆତ୍ମା ସହ ଯୋଡି ହୋଇ ଆନନ୍ଦ ଅନୁବହ କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *