ଯଦି ଆପଣଙ୍କୁ ମଧ୍ୟ ଅଧ ରାତିରେ ପରିଶ୍ରା ଲାଗୁଛି ତେବେ ନିଶ୍ଚୟ ଜାଣନ୍ତୁ ଏହି କଥା

ସକାଳୁ ଆମେ ନତ୍ୟ କର୍ମ କରିଥାଉ। କିନ୍ତୁ ଉଠିବାରୁ ଶୋଇବା ଯାଏ ଆମେ ବହୁତ ଥର ପରିସ୍ରା କରିଥାଉ।କିନ୍ତୁ ଏହା ଏକ ସୀମାରେ ରହିବା ଦରକାର। ଅଧିକ ପରିସ୍ରା କି କମ ପରିସ୍ରା ହେଲେ ଏହା ଜମା ବି ଠିକ ନୁହେଁ।ତେଣୁ ଯଦି ଏମିତି ହେଉଛି ଆପଣ ଡାକ୍ତର ଙ୍କ ସହ ପରାମର୍ଶ କରିବା ଉଚିତ। ଗୋଟେ କଥା ସର୍ବଦା ମନେ ରଖନ୍ତୁ କେବେ ବି ପରିସ୍ରା କୁ କଣ୍ଟ୍ରୋଲ କରନ୍ତୁ ନାହିଁ । କାରଣ ପରିସ୍ରା ହେବା ଦ୍ବାରା ଆମ ଶରୀରରୁ ଯେତେ ସବୁ ଅଦରକା ରୀ ଜିନିଷ ଥାଏ ତାହା ବହାରିଯାଏ।କିନ୍ତୁ ଯଦି ଆମେ ଏହାକୁ କଣ୍ଟ୍ରୋଲ କରୁ ତେବେ ବହୁତ ରୋଗ ଆମ ଆଡକୁ ଆସିଯାନ୍ତି। ସେଥିପାଇଁ ଯଦି ନିରୋଗ ଜୀବନ ବଂଚିବକୁ ଚାହାନ୍ତି ତେବେ କେବେ ବି ଏହା କରନ୍ତୁ ନାହିଁ ।

Image Courtesy: Google

ସେଥିପାଇଁ ତ ବହୁତ ଥର ଆମେ ମଧ୍ୟ ରାତ୍ରି ରେ ପରିସ୍ରା କରିବାକୁ ବହୁତ ବ୍ୟସ୍ତ ହୋଇ ଉଠି ଯାଉ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମିତି ହଠାତ ଉଠିଲେ ଆମ ମସ୍ତିଷ୍କ ଆଉ ହାର୍ଟ ଉପରେ ଖରାପ ପ୍ରଭାଵ ପଡିଥାଏ। କାରଣ ଆମେ ଶୋଇବା ଅବସ୍ଥାରେ ଆମ ମସ୍ତିଷ୍କ ବିଶ୍ରାମ ରେ ଥାଏ। ହଠାତ ଉଠିବା ଦ୍ଵାରା ରକ୍ତ ସଞ୍ଚାଳନ ଠିକ ରେ ହୋଇପାରେନି। ତେଣୁ ହାର୍ଟ ଆଟାକ ହବାର ବହୁତ ସମ୍ଭାବନା ଥାଏ।

Image Courtesy: Google

ଆସନ୍ତୁ ଜାଣିବା କେମିତି ଏହି ଅସୁବିଧାରୁ ରକ୍ଷା ପାଇବେ। ଯେତେବେଳେ ବି ଶୋଉଚନ୍ତି ତାହା ପୂର୍ବରୁ ପରିସ୍ରା କରି ଶୁଅନ୍ତୁ।ଆଉ ରାତ୍ରି ରେ ଅଳ୍ପ ପାଣି ପିଇବା ଉଚିତ। ଯଦି ଆପଣଙ୍କୁ କେହି ଡାକିଲା। ହଠାତ ଉଠିବେନି କିଛି ସମୟ ସୋଇକି ରହିବେ। କିଛି ସମୟ ଉଠିକି ବସିବେ।ତାପରେ ଭୂମି ଉପରେ ପାଦ ରଖିବେ। ଏହା ଦ୍ଵାରା ମସ୍ତିଷ୍କ ଜାଗ୍ରତ ହୋଇଯାଇଥାଏ ଠିକ ରେ। ଆଉ କିଛି ଅସୁବିଧା ହୁଏନି। ତେଣୁ ମନେ ରଖନ୍ତୁ କେବେ ବି ପରିସ୍ରା କଣ୍ଟ୍ରୋଲ କରନ୍ତୁ ନାହିଁ। ନହେଲେ ମସ୍ତିଷ୍କ ଆଉ ହାର୍ଟ ସମସ୍ୟା ର ସମ୍ମୁଖୀନ ହେବେ।

Image Courtesy: Google

ବହୁତ ଲୋକ ପରିଶ୍ରା ଅଟକାଇ ରଖନ୍ତି ଓ ସଠିକ ଜାଗା ଦେଖି ପରିଶ୍ରା କରନ୍ତି ତେବେ ଡକ୍ଟର କହିବା ଅନୁଯାଇ ପରିଶ୍ରା ଅଟକାଇବା ବହୁତ ବଡ ଅସୁବିଧା କଥା ଅଟେ, କେବେ ବି ଭୁଲରେ ବି ପରିଶ୍ରା ଅଟକାଇବା ଉଚିତ ନୁହ, ପରିଶ୍ରା ଲାଗିଲେ ତୁରନ୍ତ ପରିଶ୍ରା ଯିବା ପାଇଁ ଚେଷ୍ଟା କରନ୍ତୁ । ଡକ୍ଟର ମାନଙ୍କ କହିବା ଅନୁଯାଇ ୫୦ ବର୍ଷ ପରେ ପୁରୁଷ ବା ମହିଳାଙ୍କୁ ଅଧିକ ପରିଶ୍ରା ଲାଗିଥାଏ ଓ ରାତିରେ ମଧ୍ୟ ବାରମ୍ବାର ପରିଶ୍ରା ପାଇଁ ଉଠିବା ଦ୍ଵାରା ତାଙ୍କ ନିଦ ଭାଙ୍ଗିଥାଏ ଯାହା ଫଳ ସ୍ୱରୂପ ତାଙ୍କୁ ନିଦ କମ ଲାଗେ ଓ ମନ ଅଧିକ ଚିନ୍ତାରେ ରହିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *