ଏହି ଅଭିନେତ୍ରୀମାନେ ସ୍ଵାମୀଙ୍କ ଅପେକ୍ଷା ଅଧିକ ସମ୍ପର୍କ ରଖିଥିଲେ ପ୍ରେମିକଙ୍କ ସହ, ଜାଣନ୍ତୁ କିଏ ଏମାନେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ବଲୀଉଡ ର କିଛି ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ଵାମୀ ଠୁ ବି ଅଧିକା ଘନିଷ୍ଠ ଥିଲେ ନିଜ ପ୍ରେମିକଙ୍କ ସହ । ବଲୀଉଡ ଦୁନିଆରେ ଅଭିନେତା ଅଭିନେତ୍ରୀମାନେ ନିଜର ପ୍ରତ୍ୟକ କଥା ପାଇଁ ଚର୍ଚ୍ଚାରେ ରୁହନ୍ତି । କିଏ ନିଜର ପାରିବାରିକ ଜୀବନକୁ ନେଇ ତ କିଏ ନିଜର ଭଙ୍ଗ ହ୍ରୁଦୟକୁ ନେଇ । ଏଠି ଗୋଟେ ସେକେଣ୍ଡରେ କେହି କାହା ସହ ଯୋଡି ହେଇ ଯାଏ ତ କେହି କାହା ଠୁ ଦୂରେଇ ଯାଏ । ତେବେ ସେହି ଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ସେଲୀନା ଜେଟଲୀ

ସେଲୀନା ଜେଟଲୀ ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ସହ ବହୁତ ଗମ୍ଭୀର ସମ୍ପର୍କ ରଖି ଗର୍ଭବତୀ ହୋଇଥିଲେ । କିନ୍ତୁ ସେ ସେହି ସନ୍ତାନଙ୍କୁ ନଷ୍ଟ କରିଥିଲେ । ତା ପରେ ସେ ପିଟର ହଗ୍‌ଙ୍କୁ ଡେଟ କରି ବିବାହ କରିଥିଲେ । ତେବେ ପୂର୍ବରୁ ଗର୍ଭ ନଷ୍ଟ କରିଥିବା କଥା ତାଙ୍କର ସ୍ଵାମୀ ମଧ୍ୟ ଜାଣି ଛନ୍ତି ।

କୋଂକଣା ସେନ୍‌ ଶର୍ମା

ଭଲ ଅଭିନେତ୍ରୀ ମାନଙ୍କ ମଧ୍ୟରେ କୋଂକଣା ସେନ୍‌ ଶର୍ମା ମଧ୍ୟ ଉଚ୍ଚ କୋଟିର ଅଭିନେତ୍ରୀ ମଧ୍ୟରୁ ଜଣେ । ତେବେ ସେ ମଧ୍ୟ ବିବାହ ପୂର୍ବରୁ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଥିଲେ ଓ ସେହି ସମ୍ପର୍କରୁ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । କିନ୍ତୁ ସେ ମଧ୍ୟ ସେହି ପିଲାକୁ ନଷ୍ଟ କରି ରଣବୀର ସୌରୀଙ୍କୁ ବିବାହ କରିଥିଲେ । କିନ୍ତୁ ଏବେ ସେ ତାଙ୍କସହ ମଧ୍ୟ ନାହାନ୍ତି ଓ ଏବେ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଯାହାର ଦେଖାଶୁଣା ସେ ଏବେ ଏକା କରୁଛନ୍ତି ।

ସାରୀକା

ଅଭିନେତ୍ରୀ ସାରୀକା କମଲ ହାସନଙ୍କ ପ୍ରେମରେ ପଡିବା ପୂର୍ବରୁ ଗର୍ଭବତୀ ଥିଲେ । ପରିସ୍ଥିତିରେ ପଡି ସେ ଗର୍ଭ ନଷ୍ଟ କରାଇଥିଲେ । କମଲ ହାସନ ସବୁ ଜାଣିବା ପରେ ମଧ୍ୟ ସାରୀକାଙ୍କୁ ବିବାହ କରିଥିଲେ । କମଲ ଓ ସାରୀକାଙ୍କର ଏବେ ୨ଟି ଝିଅ ସୃତି ଓ ଅକ୍ଷରା ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *