ଅଜଗର ବାନ୍ତିକୁ ଲୁଚେଇ ଦେଇଛି କି ବନ ବିଭାଗ ! ଅଜଗର କି ବୃଦ୍ଧ କାହାର ମିଳୁନି କିଛି ପତ୍ତା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଅଜଗର ସାପ ଟି ବୃଦ୍ଧ ବ୍ୟକ୍ତିଙ୍କୁ ଗୋଳି ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଟି ପ୍ରସାର ହେବ ପରେ ଅଜଗର କୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ଅଜଗର ଯେଉଁ ଜାଗାରେ ଶୋଇଥିଲା ତାର କିଛି ଦୂରରେ ବୃଦ୍ଧବ୍ୟକ୍ତି ଙ୍କ ସାଇକଲେ ଓ ଚପଲ ମିଳିଥିଲା ଯାହା ପାଇଁ ଅନୁମାନ କରା ଯାଉଥିଲା କୁଆଡେ ବୃଦ୍ଧାଙ୍କୁ ଅଜଗର ଗିଳି ଦେଇଛି । କିନ୍ତୁ ଏବେ ଅଜଗର ବାନ୍ତି କରିଲା କିନ୍ତୁ ବନ ବିଭାଗ ତାର ବାନ୍ତି କୁ ଲୁଚାଇ ଦେଲା ।

ଅଜଗର ବାନ୍ତି ରେ ଥିବା ସତ ଜାଣିବା ପରେ ବନ ବିଭାଗ ବାନ୍ତି କୁ ଗାଏବ କରି ଦେଲା । ଏବେ ଏମିତି କିଛି ଚର୍ଚ୍ଚା ଜୋର ସୋର ରେ ଆରମ୍ଭ ହୋଇଛି । ବୃଦ୍ଧ ଙ୍କୁ ନ ପାଇ ଗାଁ ଲୋକେ ଏବେ ଏମିତି କହିବା ଆରମ୍ଭ କରି ଦେଇଛନ୍ତି । ପ୍ରଥମେ ଅଜଗର ପାଖକୁ ଯିବାକୁ ଦେବେ ନାହି ଗାଁ ଲୋକଙ୍କୁ ବନ ବିଭାଗ କର୍ମଚାରୀ ମାନେ । ଆଉ ଏବେ ଅଜଗରକୁ କୁଆଡେ ଗାଏବ କରି ଦେଲେ ବନ ବିଭାଗ । ଏତେ ଭାରି ପେଟକୁ ନେଇ ଅଜଗର କୁଆଡେ ଯାଇ ପାରିବ ନାହି ବୋଲି ନିଜେ ବନ ବିଭାଗ କର୍ମଚାରୀ କହିଥିଲେ ।

ହେଲେ ହଠାତ କୁଆଡେ ଗାଏବ ହୋଇଗଲା ଅଜଗର । ଗାଁ ଲୋକେ କହୁଛନ୍ତି ଅଜଗର କୁ କୁଆଡେ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି ଦେଇଛି ବନ ବିଭାଗ । କାରଣ ଅଜଗର ବାନ୍ତି କରିଲେ ଯେମିତି କେହି କିଛି ଦେଖି ପାରିବେ ନାହି ଆଉ ସେଥିପାଇଁ ଏମିତି କିଛି କହିଛନ୍ତି ଉକ୍ତ ଗାଁ ଲୋକେ । ଅନ୍ୟ ପକ୍ଷରେ ନା ଫରେଷ୍ଟର ନା ପୋଲିସ କେହି ବି ସୂନୁ ନାହାନ୍ତି ଗରିବଙ୍କ ଦୁଖ । ଅଭିଯୋଗ କରିବାରୁ ପୋଲିସ କହୁଛି ଭଲ ହେଇଛି ସାପ ଗିଳି ଦେଇଛି ସାପ ପେଟରେ ବୁଢା ହଜମ ହୋଇଯିବ ଖୋଜିବା କଣ ଦରକାର ?

ଦୀର୍ଘ ୮ ଦିନ ହେଲାଣି ବୃଦ୍ଧ ନନ୍ଦ କିଶୋର ଙ୍କୁ ଖୋଜି ଖୋକି ଘରେ ଚୁଲି ଜଳି ନାହି । କାଣ୍ଡ ବୋବାଳିରେ ଫାଟି ପଡୁଛି ପୁରା ପରିବାର । ନିଜ ସ୍ଵାମୀକୁ ଝୁରି ଝୁରି ସ୍ତ୍ରୀ କାଣ୍ଡି ବେହୋସ ହୋଇ ପଡି ଯାଉଛି । ଆଖି ରୁ ଲୁହାକୁ ନିଗିଡାଇ ବୟସର ପରିଣତ ସମୟରେ ସାଥି ସାଜିଥିବା ନନ୍ଦ କିୟସର ଙ୍କୁ ଝୁରୁଛି ସ୍ତ୍ରୀ । ହେଲେ ଗାଁ ଲୋକେ ଅଭିଯୋଗ ପରେ ଅଭିଯୋଗ କରୁଛନ୍ତି କିନ୍ତୁ ସେମାନଙ୍କର ଦୁଖ ଶୁଣିବାକୁ କେହି ନାହାନ୍ତି । ଏମାନେ ପରା ଗରିବ ଘରର ।

ଯଦି ବଡ ଲୋକିଆ ହୋଇଥାନ୍ତା ତେବେ ପ୍ରଶାସନ ଏତେ ବେଳକୁ କଣ ନା କଣ କରି ସାରନ୍ତାଣୀ । ଏମିତି କିଛି କହି ପରିବାର ଲୋକେ ବସି ପଡିଛନ୍ତି । ଅଜଗର କୁ ସତରେ କଣ ବନ ବିଭାଗ ଲୁଚାଇ ଦେଇଛି ନା ସେ ନିଜେ କୁଆଡେ ପଳାଇ ଯାଇଛି ତାହା ତଦନ୍ତ ପରେ ଜଣା ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *