ଆଉ କେଉଁଠି ନୁହେଁ ବରଂ ମାଟି ତଳେ ହିଁ ଅଛି ନର୍କର ଦ୍ଵାର, ବୈଜ୍ଞାନିକଙ୍କୁ ମଧ୍ୟ ମିଳିଲା ପ୍ରମାଣ

ଆପଣ ନିଜ ଜୀବନରେ କେବେ ନା କେବେ ନର୍କ ବିଷୟରେ ଭାବି ଥିବେ ଯେ ଏହି ଜାଗା କେଉଁଠି ଥିବ ବା ଲୋକ ଆପଣଙ୍କ ସହ ଏହି ବିଷୟରେ କଥା ହୋଇ ଥିବେ, କେତେକ ଲୋକ ଏହା ମଧ୍ୟ କହି ଥାନ୍ତି ଯେ ଏତେ ବିଶାଳ ପୃଥିବୀ ଗର୍ଭ ତଳେ ବଧେ ନର୍କ ଅଛି । ଏବେ ପ୍ରଶ୍ନ ଏହା ଅଟେ ଯେ କେହି କେବେ ଏହି ଜମିକୁ ଖୋଲି ଦେଖିବା ପାଇଁ ପ୍ରୟାସ କରିଛନ୍ତି ଯେ ସେହି ଜାଗାରେ ନର୍କ ଅଛି ବା ନାହିଁ ।

ଆଜି ଆମେ ଆପଣଙ୍କୁ ପୃଥିବୀ ଉପରେ ଖୋଳା ଯାଇ ଥିବା ଭୟଙ୍କର ଗାତ ବିଷୟରେ ଯାହା କୁହା ଯାଏ ଯେ ଯଦି ନର୍କ ଥିବ ତେବେ ଏଠାରେ ହି ଥିବ ।

ଦୁନିୟାର ସବୁ ଠାରୁ ଭୟଙ୍କର ଏବଂ ଗଭୀର ଗାତ :

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହୋଇବ ଯେ ଏମିତି କେତେକ ଗଭୀର ଜାଗା ଅଛି ଏବଂ ଭୟଙ୍କର ଗାତ ଅଛି ଯାହା ଆପଣ ନିଜ ଜୀବନ ରେ କେବେ ଭାବି ନଥିବେ । ଏହି ଗାତ ଗୁଡିକ କିଛି ପ୍ରାକୃତିକ ଅଟେ ଏବଂ କିଛି ମନୀଷ ଦ୍ଵାରା କରା ଯାଇଛନ୍ତି, କିନ୍ତୁ ଏହା ଏତେ ଭୟଙ୍କର ଅଟେ ଯାହା ଦେଖିଲେ ଆପଣ ମଧ୍ୟ ଡଋ ଯିବେ । ଆଜି ଆମେ ପୃଥିବୀ ଉପରେ ଆଜି ପର୍ଜନ୍ତ ର ସବୁ ଠାରୁ ବଡ ଗାତ ଅଟେ ତେବେ ଏହା ପୃଥିବୀ ଉପରେ ସବୁ ଠାରୁ ବଡ ଗାତ ଅଟେ ତେବେ ଏହା ରୁସ କୋଲା ସୁପରଡିପ ଅଟେ ଏହା ସମୁଦ୍ର ଗଭୀରତା ଠାରୁ ମଧ୍ୟ ଗଭୀର ଏହି ଗାତ ଅଟେ ଏହା ୧୨ କିଲୋମିଟର ଅଟେ ।

ଏହା ପରେ ପ୍ରଶାନ୍ତ ମହାସାଗର ରେ ସ୍ଥିତି ମାରିୟାନା ଟ୍ରଞ୍ଚ ଯାହା ଜମି ଠାରୁ ପ୍ରାୟତଃ ୧୧ କିଲୋମିଟର ତଳେ ଖୋଳା ଗଲା । ଏହି ଗାତ ଖୋଲିବା କାର୍ଯ୍ୟ ସେତେବେଳେ ଅଟକେଇ ଦିଆ ଗଲା ଯେତେବେଳେ ଜମି ତଳ ତାପମାନ ୧୮୦ଡିଗ୍ରୀ ଉପରେ ଦେଖିବାକୁ ପାଇଲେ, ଏବଂ ଲୋକ ଅନ୍ଦାଜ ଲଗାଇଲେ ଯେ ତଳେ ନର୍କ ମଧ୍ୟ ହୋଇ ପାରେ ବୋଲି ସନ୍ଦେହ କରା ଗଲା । ଏହି ଗାତ ଖୋଳା ସମୟରେ ବୈଜ୍ଞାନିକମାନଙ୍କୁ ଜମି ତଳୁ କିଛି ଏମିତି ଚିତ୍କାର ସୁବିଲା ଯାହା ଶୁଣି କାର୍ଯ୍ୟ ଅଟକେଇ ଦିଆ ଗଲା । କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ଅନୁଯାଇ ତାଙ୍କୁ ଏପରି ଅନୁଭବ ହଉ ଥିଲା ଯାହା ଅନୁଯାଇ ଯଦି ଆଉ ଥରେ ଖୋଳା ହୋଇ ଥାନ୍ତା ତେବେ ନର୍କ ରେ ପହଞ୍ଚି ଯିବୁ ।

Leave a Reply

Your email address will not be published. Required fields are marked *