ଆମର ଦରମା 30,000 ଥିଲା, ତିନି ବର୍ଷରେ ଆମେ 10ଲକ୍ଷ ଟଙ୍କା ଘରକୁ ପଠେଇଛୁ… କଣ କହୁଛନ୍ତି ଏହି ଯୁବତୀ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଯେଉଁ ଭଳି ସମୟ ରହିଛି ଝିଅ ମାନଙ୍କୁ ବିଦେଶ ପଠାଇବା ବାହନରେ ତାଙ୍କର ମିଶୟୁଜ କରା ଯାଉଛି । ଯାହା ପାଇଁ ଝିଅ ମାନେ ବିଦେଶରେ ଫସି ଯାଉଛନ୍ତି କୌଣସି କାନ କୌଣସି ଖରାପ କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଖବର ସାମନା କୁ ଆସିଛି ଯାହାକୁ ଜାଣିଲେ ଯେଉଁ ମାନେ ବିଦେଶ ଯାଉଛନ୍ତି ଆଉ ତାଙ୍କ ମନରେ ଯେଉଁ ଭୟ ବା ଭୁଲ ଧାରଣା ରହିଛି ତାହା ନିଶ୍ଚୟ ଦୂର ହୋଇଯିବ ।

ଏ ବାବଦରେ ଜଣେ ଯୁବତୀ କହିଛନ୍ତି କି “ମୁଁ ddo- jky ରେ ଟ୍ରେନିଙ୍ଗ ନେଇ ଉରମାନ ଥ୍ରୋ ରେ ପ୍ରଫୁଲ ସାରା ଙ୍କ ସାହାଜ୍ଯରେ ଯୋଡାଙ୍ଗ ଯାଇଥିଲେ । ସେଠାରେ କ୍ଲାସିକ ଫେସନ କମ୍ପାନୀ ରେ ମୁଁ କାମ କରୁଥିଲି । ସେଠାରେ ସାଲାରି ମିଳିବା ସହ ଖାଇବା ବି ମାଗଣା ଅମିଳୁଥିଲା । ସେଠାରେ ଡିଶିପ୍ଲୀନ ବି ଭଲ ଥିଲା । ସେଠାରେ ସୁରକ୍ଷା ବ୍ୟବସ୍ଥା ବି ଥିଲା । ସେଠାରେ ୩ ବର୍ଷ ୫ ମାସ କରିଥିଲୁ । ଆଉ ଆମର ସାଲାରି ୩୦ ହଜାର ଥିଲା ଏବେ ଗୋଟି ବର୍ଷରେ ଆମେ ଘରକୁ ୧୦ ଲକ୍ଷ ଟଙ୍କା ପଠାଇ ସାରିଛୁ ।

ଆମେ ଟ୍ରେନିଂ ଏଇଠୁଳି ଆଉ ପ୍ରଫୁଲ ସାର ଙ୍କ ସାହାଜ୍ଯରେ ଯୋଡାଙ୍ଗ ଯାଇ ସିଲେଇ କମ୍ପାନୀ ରେ କାମ କରିବା ପାଇଁ । ଆମେ ସବୁ ସାଙ୍ଗ ମାନେ ମିସିକି ଗଲୁ ଯୋଡାଙ୍ଗ ଆଉ ସେଠାରେ କାମ ବି ଭଲ ଥିଲା । ପଇସା ମଧ୍ୟ ଠିକ ଥିଲା । ଆମେ ଖୁସି ଆଉ ପରିବାର ମଧ୍ୟ ବହୁତ ଖୁସି” । ଏ ନେଇ ପ୍ରଫୁଲ ସାରା ଯିଏ ଓଡିଶାର ଝିଅ ମାନଙ୍କୁ ସାହାଜ୍ଯ କରିଥିଲେ ତାଙ୍କୁ ଯୋଡାଙ୍ଗ ପଠାଇବାରେ ସେ ନିଜର ରାଏ ଦେଇଛନ୍ତି କି “ମୁଁ ବିଦେଶ ପଠାଉଛି ସରକାର ଫ୍ୟାକ୍ଟରୀ ରେ କାମ କରିବା ପାଇଁ ।

ମୁଁ ଏଠାରେ ଏକ ଟ୍ରେନିଙ୍ଗ ସେଣ୍ଟର ପ୍ରୋଭିଇଡ କରିଥିଲି । ଏହି ଝିଅ ମାନେ ସେହି ଟ୍ରେନିଙ୍ଗ ସେଣ୍ଟର ରେ ଟ୍ରେନିଂ ନେଲେ । ଟ୍ରେନିଂ ନେବା ପରେ ଏହି ଝିଅ ମାନେ ତିରୁପୁର ଗଲେ । ୭ରୁ ୧୦ ମାସ କାମ କରିଲେ ତିରୁପୁର ରେ । ତା ପରେ ସେମାନେ ଇଣ୍ଟରଭିୟୁ ଦେଇ ଜୋଡଙ୍ଗ ଗଲେ । ଆଉ ସେଠାରେ ୩ ବର୍ଷ ରହିକି କାମ କରିକି ଆସିଲେ । ଗୋଟେ ଗୋଟେ ଝିଅ କମ ସେ କମ ୧୦ ଲକ୍ଷ ପଇସାରୁ ଉର୍ଦ୍ଧ ସାଲାରି ପାଇଛନ୍ତି ।

ତାଙ୍କୁ ଏଠାରେ ଚାକିରି ମିଳିପାରେ ଆଉ ସେମାନେ ଚାହିଁଲେ ସେହି ଚାକିରି ଛାଡି ବି ପାରିବେ । ଯଦି ଝିଅ ମାନେ ଚାହିଁବେ ସେହି କାମ କରିବାକୁ ତେବେ ସୁପର ଭାଇଜର କ୍ୟୁସୀ ଏସବୁ କାମରେ ନିଯୁକ୍ତ କରାଯିବ ବୋଲି କମ୍ପାନୀ ମୋତେ କହିଛି । ମୁଁ ଚାହୁଁଛି ଓଡିଶାର ଝିଅ ମାନେ ବିଦେଶ ଯାଆନ୍ତୁ ଆମ ପଇସା କମାଉନ୍ତୁ ଆମ ଦେଶର ଉନ୍ନତି ହେଉ” । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *