ଅନେକ ରୋଗ ର ଏକମାତ୍ର ଉପାୟ ଅଟେ ଏହି ପତ୍ର ଖାଇଲେ ନିଜେ ଅନୁଭବ କରି ପାରିବେ

ଆଜିକା ସମୟରେ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମୟ ରହୁ ନାହିଁତେବେ ଏହି ଭଳି ସ୍ଥିତିରେ ସମସ୍ତଙ୍କୁ ଯେତେ ପାରୁଛନ୍ତି ପୋଶତିକ ଖାଦ୍ଯ ଖାଇବା ଉଚିତ ନଚେତ ଦେହ ଖରାପ ହୋଇପାରେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପ୍ରାୟତଃ ନିଜ ଖାଦ୍ୟରେ ବ୍ୟବହାର କରନ୍ତି କିନ୍ତୁ କମ ମାତ୍ରାରେ । ତେବେ ଆପଣ ମାନେ ସମସ୍ତେ ଭୁଶୁଙ୍ଗ ପତ୍ର ବା ମିଠା ପତ୍ତା ଜାଣିଥିବେ, ପ୍ରାୟତଃ ଲୋକ ଏହାକୁ ଡାଲି ବା ଅନ୍ୟ ଜିନିଷରେ ଛୁଙ୍କ ଦବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ବିଶେଷ କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭୁଶୁଙ୍ଗ ପତ୍ର ଖାଇବା ଆରମ୍ଭ କରି ଦେବେ, ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ।

Image Courtesy: Google

ଏହି ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ ବରଂ ଏକ ଆୟୁରବେର୍ଦିକ ଔଷଧ ହିସାବରେ ବି କାମକରିଥାଏ । ଆପଣମାନେ ଯାନୀ ନଥିବେ କିନ୍ତୁ ଏହି ପତ୍ରକୁ ଆଗକାଳରେ ଔଷଧ ତିଆରି ପାଇଁ ବ୍ୟବହାର କରାଯାଉଥିଲା।  ତେବେ ଆଜି ମଧ୍ୟ ଆପଣ ଏହାକୁ ଔଷଧ ଭାବେ ବ୍ୟବହାର କରି ବହୁତ ରୋଗରୁ ଉପସମ ପାଇପାରିବେ । ଯଦି ଏହାକୁ ଆପଣ ସକାଳୁ ପାଣିରେ ପକାଇ କ ଉଷୁମ କରି ସେହି ପାଣି କୁ ପିଇବେ ତେବେ ଆପଣଙ୍କର ପେଟ ସମ୍ବନ୍ଧୀୟ ନାନା ଦି ପ୍ରକାରର ରୋଗ ଯଥା କବ୍ଜଠାରୁ ନେଇକରି ପେଟରେ ହେଉଥିବା ଗ୍ୟାସର ସମସ୍ୟାମାନଙ୍କରୁ ମୁକ୍ତି ମିଳିଥାଏ ।

Image Courtesy: Google

ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଫଙ୍ଗଲ ଓ ଆଣ୍ଟି ବାକ୍ଟେରିଆଲ୍ ଗୁଣ ଆପଣଙ୍କ ସ୍କିନ ପାଇଁ ବହୁତ ଭଲ କାମ କରେ । ମୁହଁରେ ବ୍ରଣ ବା ସେଥିରୁ ହେଉଥିବା କଲାଦାଗରୁ ବଞ୍ଚିବା ପାଇଁ ଏହାକୁ ବାଟି ଏକ ଲେପ ପ୍ରସ୍ତୁତ କରି ସେହି ଜାଗାରେ ଲଗାନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଥିବା କଳା ଦାଗ ଓ ବ୍ରଣ ଖୁସ ଶୀଘ୍ର ଭଲ ହୋଇଯିବ । କେବଳ ସେତିକି ନୁହେଁ ଯଦି ଆପଣଙ୍କର ଆଖି ସମ୍ବନ୍ଧିତ କିଛି ସମସ୍ଯା ଅଛି ତେବେ ସକାଳୁ ଖାଲି ପେଟରେ 2ଟି ଲେଖା  ଭୃସଙ୍ଗ ପତ୍ରକୁ ଚୋବାଇକରି ଗୋଟେ ଗ୍ଲାସରେ ନଖ ଉଷୁମ ପାଣି ପିଅନ୍ତୁ ଦେଖିବେ ଆପଣଙ୍କର ଆଖି ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

Image Courtesy: Google

ମୋଟାପା ହେଲେ ଅଧିକାଂଶ ଲୋକଙ୍କର ହାର୍ଟ ସମ୍ବନ୍ଧିତ ରୋଗ ବାହାରି ଥାଏ । ତେବେ ଯଦି ଆପଣ ସବୁଦିନ ୧୨ ରୁ ୧୫ ଟା ଭୃସଙ୍ଗପତ୍ର ଗୋଟେ ଗ୍ଲାସ ପାଣିକୁ ଗରମ କରି ମହୁ କିମ୍ବା ଲେମ୍ବୁର ରସ ମିଶାଇକରି ପିଆନ୍ତି ତେବେ ଆପଣ ନିଜର ଚର୍ବିକୁ କମ କରିବାରେ ସକ୍ଷମ ହୋଇପାରିବେ ଓ ଜୀବନରେ କେବେ ବି ଆପଣଙ୍କୁ ହୃଦ୍ରୋଗ ଜନିତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *