ଦର୍ଶକ ବନ୍ଧୁ ଅଣ୍ଟା ଦେଖାଇ ମାଗିଛି ଘଣ୍ଟା । ଆଖି ଦେଖେଇ ମାଗିଛି ଚଷମା । କଣ ଦେଇ ମାଗୁଥିଲା ଟଙ୍କା ନାଁ ତା ତାର ଶ୍ରଦ୍ଧାଞ୍ଜଳି ବେହେରା । ଯିଏ ଅର୍ଚ୍ଚନା ନାଗ ସହ ସାଙ୍ଗ ହୋଇଥିଲା । ଅର୍ଚ୍ଚନା ସହ ସଂଗାତ ବସାଇ ଥିଲା । ଆଉ ଅର୍ଚ୍ଚନା କଳା ସାମ୍ରାଜ୍ୟ ର ଅଧିକାରିଣୀ ସାଜିବ ବୋଲି ସ୍ଵପ୍ନ ଦେଖୁଥିଲା । ଅର୍ଚ୍ଚନା ଯେତେ ଆଗକୁ ଜୀବ ଶ୍ରଦ୍ଧାଞ୍ଜଳି ଭାବି ଥିଲା ସେ ସେତେ ଆଗକୁ ଯିବ । କିନ୍ତୁ ଅର୍ଚ୍ଚନା ତାକୁ କୁଆଡେ ମୋହରା ବନାଉ ଥିଲା । ଶ୍ରଦ୍ଧାଞ୍ଜଳି କୋଟି କୋଟି ଟଙ୍କା ଆଣୁଥିଲା କିନ୍ତୁ ଦେଲା ବେଳକୁ ଚିପି କି ଦେଉଥିଲା ।
ଆଉ ଯେତେ ବେଳେ ଘଟଣା ଇଡି ହାତକୁ ଗଲା ଇଡି ଜଣଙ୍କ ପରେ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିଲେ । ଠିକ ସେତିକି ବେଳେ ଶ୍ରଦ୍ଧାଞ୍ଜଳି ଆସିଥିଆବ ଇଡି କାର୍ଜ୍ୟାଳୟ କୁ । ଆଉ ତା ପରେ ଶ୍ରଦ୍ଧା କୁ ନେଇ ଚର୍ଚ୍ଚା ଥମିବାର ନାଁ ଧାରୁ ନାହି । କାରଣ ଶ୍ରଦ୍ଧା କୁଆଡେ ଅର୍ଚ୍ଚନା ର ଘନିଷ୍ଠ ସହଯୋଗୀ ଥିଲା । ଏଉନଥି କି ଅର୍ଚ୍ଚନା ଯାଇପାରୁ ନ ଥିଲା ସେଠାକୁ ଶ୍ରଦ୍ଧା କୁ ପଠାଉ ଥିଲା । ଯେଉଁ ଡିଲ ଅର୍ଚ୍ଚନା କରିପାରୁ ନ ଥିଲା ସେ ଡିଲ ଶ୍ରଦ୍ଧା କରୁଥିଲା ।
ଆଉ ଯେଉଁ ହୋଟେଲ ରେ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ସୁନ୍ଦରୀ ଅର୍ଚ୍ଚନା ନୁହେଁ ଶାବନୀ ଶ୍ରଦ୍ଧା ଥିଲା । ଆଉ ଯେବେ ଶ୍ରଦ୍ଧା ଙ୍କୁ ନେଇ ଚର୍ଚ୍ଚା ଲାଗିଛି ସେତେବେଳେ ତାଙ୍କୁ ନେଇ ଅନେକ ଗୁଡାଏ ରୋଚକ କଥା ସାମନା କୁ ଆସୁଛି । ଆଉ ଏବେ କୁଆଡେ ଶୁଣିବାକୁ ମିଳୁଛି ୯୦ ଶ୍ରେଣୀ ରୁ ୯୦ ପାଗଳ ହୋଇଥିଲେ ଶ୍ରଦ୍ଧା ପାଇଁ । ଆଉ ସେ ସମୟରେ ଶ୍ରଦ୍ଧା ଭଲ ପାଇ ଶ୍ରଦ୍ଧା ଘଣ୍ଟା ଚଷମା ମାଗିଥିଲେ । ଆଉ ଏବେ ଅର୍ଚ୍ଚନା କଥାରେ ପଡି କେତେ କଣ ମାଗିଛି ।
ଯେତେ ମାଗିଛି ସେତେ ଟଙ୍କା ପାଇଛି କି ନାହି ତାହା ତ ଶ୍ରଦ୍ଧା କହିବ କିନ୍ତୁ ଅର୍ଚ୍ଚନା ଶ୍ରଦ୍ଧା ଙ୍କୁ ନେଇ ପୁରା ମାଲାମାଲ ହୋଇ ଯାଇଛି । କିଛି ଏମିତି କଥା ଏବେ ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରାହୀଲା ପ୍ରଥମେ ସ୍ଵର ଉଠାଇ ଥିଲା ଶ୍ରଦ୍ଧା କଣ ସତରେ ବଡ ବଡ ବାବୁ ଙ୍କ ନାଁ କହିବ । ଯେଉଁ ଇଲିଶି ପାଖରେ ପହଞ୍ଚିବ ଇଡି । ତେବେ ଅର୍ଚ୍ଚନା ଏବେ ଜେଲ ରେ ଥିବା ବେଳେ ଶ୍ରଦ୍ଧା ଙ୍କ ନାଁ ରେ ଯେଉଁ କଥା ସାମନା କୁ ଆସୁ ଛି ତାହା ଇଡି ର ଆଗକୁ ଅଧିକ ତଦନ୍ତ ପରେ ସତ୍ଯାସତ୍ଯ ଜଣା ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।