ଯୁବକଙ୍କୁ ଟେକି ନେଇ ଗଣଦୁଷ୍କର୍ମ କଲେ 4 ଯୁବତୀ, ସବୁ ସରିବା ପରେ…. ପୁରା ଘଟଣା ଜାଣି ଲୋମଟାଙ୍କୁରି ଉଠିବ !

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଗଣ ଦୁଷ୍କର୍ମ ମାମଲା ଗୁଡିକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଜାଗାରେ ଝିଅ ମାନେ ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବି ହେଲେ ଆମ ଦେଶରେ ପ୍ରଥମ ଥର ପାଇଁ ଜଣେ ପୁରୁଷ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବର୍ତ୍ତମାନ ଏହି ଖବରକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଗତ କିଛି ସମୟ ହେବ ଏହି ଖବର ଟି ସୋସିଆଲ ମିଡିଆରେ ସାମନା କୁ ଆସିଛି । ତେବେ ମିଡିଆ ରିପୋର୍ଟସ ଅନୁଯାୟୀ କାର ଅଟକାଇ ପଚାରିଲେ ଆଡ୍ରେସ । ଏହା ପରେ ଯୁବକଙ୍କ ଆଖିରେ ମାରିଲେ କେମିକାଲ ସ୍ପ୍ରେ । ଏହା ପରେ ଯୁବକଙ୍କୁ କିଡନାପ କରି ଜଙ୍ଗଲରେ ମେଣ୍ଟାଇଲେ ଶରୀରର ଭୋକ ।

ଚାରି ଯୁବତୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଯୁବକ । ପଞ୍ଜାବରେ ଘଟି ଥିବା ଏକ ଗଣଦୁଷ୍କର୍ମକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା ଜୋର ଧରିଛି ସବୁ ଆଡେ ଆଲୋଚନା ଚାଲିଛି । ଯିଏ ବି ଏହି ଘଟଣା ବିଷୟରେ ଶୁଣୁଛି ସେ ଆବାକ ହେଇ ଚାହିଁ ରହୁଛି । ଚାରି ଜଣ ଯୁବତୀ ଜଣେ ଯୁବକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୌନ ନିର୍ଯାତନା ସହ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପୀଡିତ ଯୁବକ ଜଣକ । ତେବେ ସୂଚନା ଅନୁସାରେ ପଞ୍ଜାବର ଜଲନ୍ଧର ରେ ଘଟିଛି ଏଭଳି ଘଟଣା ।

ଯୁବକଙ୍କ କହିବା କଥା ହେଲା, ତାଙ୍କୁ ଚାରି ଜଣ ଝିଅ ଆଡ୍ରେସ ପଚାରିବା ପାଇଁ ଗାଡି ଅଟକାଇ ଥିଲେ । ଆଡ୍ରେସ ପଚାରିବା ସମୟରେ ଯୁବକଙ୍କ ଆଖିରେ ସେମାନେ କେମିକାଲ ସ୍ପ୍ରେ କରିଥିଲେ । ଏହା ପରେ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରି ଚାଲି ଥିଲେ । ତାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ହିଁ ଅପହରଣ କରା ଯାଇଥିଲା । ସେହିପରି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଦୁଷ୍କର୍ମ କରିବା ପରେ ଯୁବକଙ୍କୁ ସକାଳ ତିନିଟାରେ ରାସ୍ତାରେ ଫୋପାଡି ଦେଇ ସେମାନେ ଚାଲି ଯାଇଥିଲେ ।

ଦୁଷ୍କର୍ମ କରିଥିବା ଚାରି ଜଣ ଯୁବତୀଙ୍କ ବୟସ ୨୦ ରୁ ୩୦ ବର୍ଷ ଭିତରେ ହେବ । ତେବେ ସେମାନେ ସମ୍ଭ୍ରାନ୍ତ ପରିବାରର ହୋଇଥିବା ବୋଲି କହିଛନ୍ତି ପୀଡିତ । ଏହା ବିଷୟରେ ପୋଲିସକୁ ଯୁବକ କୌଣସି ଅଭିଯୋଗ କରି ନ ଥିଲେ ସୁଧା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି । ପୀଡିତ ଯୁବକ ଜଣକ ବିବାହିତା ଓ ଏକ ଫ୍ୟାକ୍ଟରୀ ରେ କାର୍ଯ୍ୟରତ ଅଟନ୍ତି । ଆଉ ବର୍ତ୍ତମାନ ସେହି ଚାରି ଜଣ ଯୁବତୀଙ୍କୁ ଖୋଜା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *