ଆଜି ବଡ ଶନିବାର, ରାତିରେ ଗୋଟିଏ କର୍ପୁର ଓ ଲବଙ୍ଗ ରେ କରନ୍ତୁ ଏହି ଉପାୟ, ରାତାରାତି ଚମକି ଉଠିବ ଆପଣଙ୍କ ଭାଗ୍ୟ…. ନିଶ୍ଚୟ କରନ୍ତୁ ଏହି ଉପାୟ

ବନ୍ଧୁଗଣ ହିନ୍ଦ ମାନ୍ୟତା ଅନୁଯାୟୀ ସପ୍ତାହର ସବୁ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ ଅଟେ । ଯେଉଁ ପ୍ରକାରରେ ରବିବାରରେ ଭଗବାନ ସୂର୍ଯ୍ୟ ଓ ସୋମବାରରେ ମହାଦେବଙ୍କ ଉପାସନା କରାଯାଏ ଠିକ ସେହିପରି ଶନିବାର ଦିନ ପୂଜା କରିବା ବିଶେଷ ହୋଇଥାଏ । ଏହି ଦିନ ଭଗବାନ ଶନିଙ୍କର ହୋଇଥାଏ । ଅନ୍ୟ ପକ୍ଷରେ ଏହି ଦିନକୁ ଭୈରବନାଥଙ୍କ ଦିନ ମଧ୍ୟ କୁହାଯାଏ । ଶନିଦେବ ଆମ ଜୀବନରେ ଭଲ କର୍ମର ଫଳ ଭଲ ଓ ଖରାପ କର୍ମର ଫଳ ଦଣ୍ଡ ଅନୁଯାୟୀ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ଶନିବାର ରେ କର୍ପୁର ଓ ଲବଙ୍ଗ ଦ୍ଵାରା କେଉଁ ଉପାୟ କରିଲେ ଭାଗ୍ୟ ପାଲଟି ଯାଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶୁଖିଲା ନଡିଆର ଖଣ୍ଡ ନେଇ ସେଥିରେ ଚିନୀ ଭାରି ଦିଅନ୍ତୁ । ଶନିବାର ସକାଳୁ ଏହାକୁ କୌଣସି ଓସ୍ତ ଗଛ ମୂଳେ ମାଟିରେ ଗାତ କରି ଅତି ଦେବା ପରେ ପଛକୁ ନ ଚାହିଁ ଆସିବା ଉଚିତ । ଏହା ଦ୍ଵାରା କରଯରୁ ମୁକ୍ତି ପାଇପାରିବେ । ଏହାକୁ ୩ ସପ୍ତାହ ଯାଏଁ ଲଗାତାର କରନ୍ତୁ ।

୨- ଶନିବାର ଦିନ ଫିଟିକିରି ବା ଲୁଣରେ ମିଶ୍ରତା ପାଣିରେ ଘର ପୋଛା ନିଶ୍ଚୟ ଲଗାନ୍ତୁ । ଏହା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କ ଆଗମନ ହେବ ସହ କ୍ଲେଶ ଦୂର ହୋଇଥାଏ ।

୩- ଶନିବାର ଦିନ କଳା ବସ୍ତୁ, ଲୁହା, କଳାରାଶି, କମ୍ବଳ ଦାନ କରିବା ବହୁତ ଫଳଦାୟୀ ହୋଇଥାଏ ।  ଏହା ଦ୍ଵାରା ଜୀବନରେ ଅନିଷ୍ଟତା ଦୂର ହୋଇଥାଏ ।

୪- ଲମ୍ବା ସମୟରୁ ଜୀବନରେ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡୁ ନାହି ତେବେ କଳା ଉରଦ ଡାଲି ନେଇ ସେଥିରେ ସିନ୍ଦୁର ଓ ଦହି ଲଗାନ୍ତୁ । ଶନିବାର ଦିନ ଏହାକୁ ଓସ୍ତ ଗଛର ଚେରା ପାଖରେ ରଖନ୍ତୁ । ଲଗାତାର ୨୧ ଦିନ ଏମିତି କରନ୍ତୁ । ଦୁର୍ଭାଗ୍ଯ ସୌଭାଗ୍ୟରେ ପରିଣତ ହେବ ।

୫- ଯଦି ଆପଣଙ୍କର ଭାଗ୍ୟ ସାଥ ଦେଉ ନାହି ଓ ଅନେକ ଚେଷ୍ଟା ପରେ ଆପଣଙ୍କୁ ଅସଫଳତା ମିଳୁଛି ତେବେ ଶନିବାର ରାତିରେ ଭଗବାନ ହନୁମାନଙ୍କ ନିକଟରେ ଦୀପ ଜଳାନ୍ତୁ । ଏହା ଚମତ୍କାରୀ ଉପାୟ ଅଟେ । ଲଗାତାର ଶନିବାର ଏହି ଉପାୟ କରିଲେ ଜୀବନରେ ପ୍ରଗତି ଆସିବ ।

୬- ଜୀବନରେ ଅନେକ ପ୍ରକାରର ଦୋଷ ଲାଗି ରହିଥାଏ । ଏଥିପାଇଁ ସନିବାରରେ ପିତଳ ଢାଳରେ କଳାରାଶି ପକାଇ ଓସ୍ତ ଗଛରେ ଅର୍ପଣ କରନ୍ତୁ । ଏହା ଦ୍ଵାରା ରାହୁ-କେତୁ-ଶନିଙ୍କ ପୀଡା ଶେଷ ହେବ ।

୭- ଘରେ ସୁଖ ଶାନ୍ତି ଆଣିବା ପାଇଁ, ନେଗେଟିଭ ଊର୍ଜା ଦୂର କରିବା ପାଇଁ, ଧନ ଜନିତ ସମସ୍ଯା ଦୂର କରିବା ପାଇଁ ଶନିବାର ରାତିରେ ଚାନ୍ଦିର ସିକା ବା ପାତ୍ରରେ ଗୋଟେ କର୍ପୁର ଓ ଲବଙ୍ଗ ରଖନ୍ତୁ । ଏହି ୨ଟି ଜିନିଷକୁ ଜଳାଇ ଦିଅନ୍ତୁ । ଏହା ଦ୍ଵାରା ଘରର ଅସୁବିଧା ଦୂର ହେବା ସହ କାମ କାର୍ଯ୍ୟ ଭଲ ଚାଲିବ । ଧନର ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *