ମେଷ ରାଶି December ମାସରେ ସାବଧାନ! ଦେଖନ୍ତୁ ଏହି ମାସଟି କେମିତି ରହିବ ଆପଣଙ୍କ ଆର୍ଥିକ ପରିସ୍ଥିତି

ବନ୍ଧୁଗଣ ଆଜି ଆମେ ଚର୍ଚ୍ଚା କରିବା ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ମାସ ବିଷୟରେ । ଡିସେମ୍ବର ମାସର ଆରମ୍ଭ ହେବା ମାତ୍ରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ସମୟ ରହିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ମେଷ ରାଶିର ବ୍ୟକ୍ତି  ନିଜ ଉପରେ କଣ୍ଟ୍ରୋଲ ରଖନ୍ତୁ । ଆପଣ ଇମୋସନାଲ ବ୍ୟକ୍ତି ହୋଇଥିବାରୁ ନିଜ ପ୍ରତି ଧ୍ୟାନ ଦିଅନ୍ତୁ । ବିଶେଷ କରି ଡିସେମ୍ବର ୧ ରୁ ୨୧ ଯାଏ ଆଫା ଡିସିପ୍ଳିନରେ ରୁହନ୍ତୁ । କାହା ସହ ବିବାଦ ବା ନିନ୍ଦା କରନ୍ତୁ ନାହି । ଏହା ଦ୍ଵାରା ଆପଣ ଅଧିକ ଖରାପରେ ପଡ଼ିପାରନ୍ତି ।

ମିଳାମିଶା କରନ୍ତୁ କିନ୍ତୁ ସତର୍କ ରୁହନ୍ତୁ । ସାଙ୍ଗ ସାଥିଙ୍କ ଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ଦ୍ଵାରା ଆପଣ କ୍ଷତିରେ ପଡିବେ । ସୂର୍ଯ୍ୟ, ବୁଧ, ଶୁକ୍ର ୩ଟି ଗ୍ରହଙ୍କର ମିଳନ ଏକତ୍ର ହେବାରୁ ବାହନ ଆଦିରେ ଖର୍ଚ୍ଚ ବଢିବ । ଇଲେକ୍ଟ୍ରି ଜିନିଷରେ ଅଧିକ ବ୍ୟୟ ହୋଇପାରେ । ୧୩ ଡିସେମ୍ବର ରୁ ୩୧ ଯାଏଁ ସମୟ ଭଲ ରହିବ । ଅଟକି ରହିଥିବା କାମ ଆଗକୁ ବଢିବ । ଅଧିକରୁ ଅହଡିକ ଧନ ଲାଭ କରିବେ । ଏପରି ଜାଗାରୁ ଧନ ଲଭ ହେବ ଆପଣ କେବେ ବି ଚିନ୍ତା କରିନ ଥିବେ ।

ଧନକୁ ନେଇ ଭାଇ, ବନ୍ଧୁ, ବାନ୍ଧବ ଙ୍କ ସହ ବିବାଦ ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଡିସେମ୍ବର ମାସର ଶେଷରେ ଆସିପାରେ । ମାସର ଆରମ୍ଭରେ ସୂର୍ଯ୍ୟ, ବୁଧ, ଶୁକ୍ର ରହିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ନବମ ଘର ଏହି ମାସରେ ଅଧିକ ସକ୍ରିୟ ହେବ । ଭାଗ୍ଯର ସହଯୋଗ ପାଇବେ । ପ୍ରତେକ କାର୍ଯ୍ୟରେ ସଫଳ ହେବେ । ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ପାରିବାରିକ ଜୀବନ ସୁଖମୟ ରହିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।

ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯାହା ବି ଭୁଲ ବୁଝାମଣା ଥିଲା ତାହା ଦୂର ହେବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ନିବିଡ ହେବ । ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ବଡ ସଫଳତା ହାସଲ ହେବ । ପ୍ରେମୀ ଯୁଗଳ ପରସ୍ପର ସହ ସମୟ ବ୍ଯତୀତ କରିବେ । ଜୀବନରେ ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ବିଦ୍ୟାର୍ଥୀ ପଢାରେ ଧ୍ୟାନ ଦେବେ । ଆକସ୍ମିକ ଯାତ୍ରା କରିବାକୁ ପଡିପାରେ ।

ଯାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଜୀବନରେ ନୂଆ ଦିଗ ଆସିପାରେ । ପରିବାର ସହ ଅଧିକ ସମୟ ବ୍ଯତୀତ କରିବେ । ବନ୍ଧୁ ମାନଙ୍କ ସହ ଭେଟ ହେବା କାରଣରୁ ମନ ପ୍ରସନ୍ନ ରହିବ । ବାହାରକୁ ବୁଲିବାକୁ ଯିବାର ପ୍ଳାନ କରିବେ । ମନ ସକ୍ରିୟ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *