ଭାଗ୍ୟଶାଳୀ ସ୍ତ୍ରୀ ଙ୍କର ଏହି 7 ଅଙ୍ଗ ରୁ ଯେ କୌଣସି 1 ଉପରେ ତ ନିଶ୍ଚୟ କଳାଯାଇ ଥାଏ, ଦେଖନ୍ତୁ ଆପଣଙ୍କର କେଉଁଠି ଅଛି – Samudrika Shastra

ବନ୍ଧୁଗଣ ଦୁନିଆରେ ପ୍ରତେକ ମଣିଷଙ୍କ ଶରୀରରେ କଳାଜାଇ ରହିଥାଏ । ଏହି କଳାଜାଇ ଆପଣଙ୍କ ଭାଗ୍ୟ, ଭବିଷ୍ୟ, ଶୁଭତା ଓ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇଥାଏ । କିନ୍ତୁ ମଥାରେ ଥିବା ପ୍ରତେକ କଳାଜାଇ ଶୁଭ ହିଁ ହେବ ଓ ଆପଣଙ୍କୁ ଲାଭ ଦେବ ଏହି ମାନ୍ୟତା ବିଲକୁଲ ବି ଠିକ ନୁହେଁ । କେଉଁ କଳାଜାଇ ଆପଣଙ୍କ ଶରୀରରେ କେଉଁ ଅଙ୍ଗରେ ଅଛି ତାର ମହତ୍ଵ ଅଲଗା ଅଲଗା ହୋଇଥାଏ । ସମୁଦ୍ର ଶାସ୍ତ୍ରରେ ଏମିତି ଅନେକ ଗୁଡାଏ ତଥ୍ୟ ବିଷୟାରେ କୁହାଯାଇଛି ।

ଯେଉଁଥିରେ କଳାଜାଇ ସହ ଜଡିତ ଥିବା ରହସ୍ୟ ଉଜାଗର ହୋଇଥାଏ । ଆଜି ଆମେ ଅପାଙ୍କୁ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନାକ ଉପରେ କଳାଜାଇ ରହିଥାଏ ସେମାନେ ସ୍ବାଭିମାନୀ ହେବ ସହ ନିଜ ବଳରେ ଜୀବନରେ ଆଗକୁ ବଢିଥାନ୍ତି । ନାକ ଉପରେ କଳାଜାଇ ହେବା କାରଣରୁ ସ୍ଵଭାବ ଫୁଲେଈ ହେବାର ଥାଏ ।

୨- ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ମଝି ଭାଗରେ କଳାଜାଇ ଥିଲେ ସେମାନେ ଶୁଭତାର ପ୍ରତୀକ ହୋଇଥାନ୍ତି । ଏମାନଙ୍କର କୌଣସି ବି କାର୍ଯ୍ୟ ଅଟକି ରହି ନ ଥାଏ । କିନ୍ତୁ ଏମାନଙ୍କର ଭାଗ୍ୟ ଉଦୟ ବିବାହ ପରେ ହୁଏ । ଧନର ଅଭାବ କେବେ ବି ରୁହେ ନାହି ।

୩- ଯେଉଁ ବ୍ୟକ୍ତିଙ୍କ ପାଦ ଆଙ୍ଗୁଳିରେ କଳାଜାଇ ଥିଲେ ସେମାନଙ୍କୁ ଭାଗ୍ୟ ଓ ଧନର ଲାଭ ଅବଶ୍ୟ ମିଳିଥାଏ । କିନ୍ତୁ ଏପରି ବ୍ୟକ୍ତି ବୁଲିବା ଓ ମଜା ମସ୍ତି କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ଏମାନେ ନିଜର ଟଙ୍କା ଅଧିକ ଖର୍ଚ୍ଚ କରିଥାନ୍ତି । କିନ୍ତୁ ଏମାନେ ନିଜ ଜୀବନକୁ ଖୋଲା ମନରେ ବଞ୍ଚିଥାନ୍ତି ।

୪- ହାତରେ ମଝି ଆଙ୍ଗୁଳିରେ କଳାଜାଇ ଥିଲେ ବହୁତ ଲୋକଙ୍କର ଥାଏ । ଏଭଳି ବ୍ୟକ୍ତି କର୍ମ ଓ ଭାଗ୍ୟରେ ଧନୀ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ନିଜେ ଲେଖିଥାନ୍ତି । କୌଣସି ସାଧାରଣରେ ଜାଗାରେ ଏମାନଙ୍କର ଜନ୍ମ ହୋଇଥିଲେ ବି ଜୀବନରେ ସଫଳତା ହାସଲ କରିଥାନ୍ତି ।

୫- ସମୁଦ୍ର ଶାସ୍ତ୍ର ଅନୁଯାୟୀ ବେକ ପାଖରେ କଳାଜାଇ ଥିଲେ ଏମାନେ ବୁଦ୍ଧିମାନ ହୋଇଥାନ୍ତି । ଏମିତି ବ୍ୟକ୍ତି ଜୀବନରେ ବୁଦ୍ଧି ବଳରେ ଧନ ଅର୍ଜିତ କରିବା ସହ ସଫଳତା ହାସଲ କରିଥାନ୍ତି । ଯେଉଁ ମହିଳାଙ୍କର ଗଳା ରେ କଳାଜାଇ ଥାଏ ସେମାନେ ସୌନ୍ଦର୍ଜ୍ୟର ଧନୀ ହୋଇଥାନ୍ତି ।

୬- କାନ ପାଖରେ କଳାଜାଇ ଥିଲେ ସେଭଳି ବ୍ୟକ୍ତି ବିଚାରରେ ଧନୀ ହେବା ସହ ଜୀବନରେ ଭଲ ମାର୍ଗଦର୍ଶିତା ଭାବେ ପରିଚିତ ହୋଇଥାନ୍ତି । ଏମାନଙ୍କର ଭଲ ଗୁଣ ଏହାକି ଏମାନେ ସମସ୍ତଙ୍କର କଥା ଶୁଣିଥାନ୍ତି କିନ୍ତୁ ନିଜ ବିଚାର ଅନୁଜାଇ କାମ କରିଥାନ୍ତି ।

୭- ଓଠ ଉପରେ ବା ପାଖରେ କଳାଜାଇ ଥିଲେ ସେହି ବ୍ୟକ୍ତି ଜୀବନରେ ହସଖୁସିରେ ରହିଥାନ୍ତି । ଏମାନଙ୍କ ଠାରେ ଅଲଗା ପ୍ରକାରର ହସ ଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ବିବରଣୀ କେମିତି ଲାଗିଲା କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *