Anubhabଙ୍କ ଠାରୁ ଅଲଗା ହେବା ପରେ ଏବେ ଏମିତି ନିଜ ସମୟ କାଟୁଛନ୍ତି Barsha, ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ ଅକ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଲଗା ଜାଗା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି । କିଛି କଳକାର ମାନେ ନିଜର ଦମଦାର ପ୍ରଦର୍ଶନ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଓଲିଉଡ ଜଗତରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିଛି କଳାକାର ମାନେ ନିଜର ବୈବାହିକ ଜୀବନରେ ଖୁସିରେ ଅଛନ୍ତି ତ ଆଉ କେତେକ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଯୋଡି ବିଷୟରେ କହିବାକୁ ଯାଉଛୁ ଯିଏ ବିବାହ ବନ୍ଧନରୁ ଅଲଗା ହୋଇ ବର୍ତ୍ତମାନ କେମିତି ସମୟ ଅତିବାହିତ କରୁଛନ୍ତି । ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ ଜିଣିଛନ୍ତି । ବର୍ଷା ଓ ସୁପର ଷ୍ଟାର ଅନୁଭବ ମହାନ୍ତି ୨୦୧୪ରେ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ଗତ କିଛି ଦିନ ତଳେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି ।

ବର୍ତ୍ତମାନ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହୁଛନ୍ତି । ଏହି ଭିଡିଓ ରେ ବର୍ଷା କୁନି ଝିଅ ଓ ପୁଅ ସହ କିପରି ଭାବେ ମଜାମସ୍ତି କରୁହକନ୍ତି ତାହା ଆପଣ ମାନେ ଦେଖି ପାରିବେ । ବର୍ଷା କୁନି ଝିଅ ଓ ପୁଅ ସହ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଏହା ସହ ସେ ପିଲା ମାନଙ୍କ ସହ ଖେଳି ଖେଳି ବହୁତ ମଜାମସ୍ତି କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ଏହା ସହ କୁନି ଝିଅ ସହ ବର୍ଷା ଙ୍କର ବହୁତ ଭଲ ବଣ୍ଡିଙ୍ଗ ରହି ଥିବାର ଜଣା ପଡୁଛି ।

ସେ ପିଲା ମାନଙ୍କ ସହ ବହୁତ ଖୁସିରେ ନିଜର ସମୟ ଅତିବାହିତ କରୁଛନ୍ତି । ଫୁଲତୋଡା ବର୍ଷା ସେ ଝିଅକୁ ଦେବାର ନଜର ଆସୁଛନ୍ତି । ଏହା ସହ ବର୍ଷା ଦୁଇ ପିଲାଙ୍କର ବହୁତ ଭଲ ଭାବେ କେୟାର ମଧ୍ୟ ନେଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଏହି ପରି ଭାବେ ବର୍ଷା ନିଜର ଏକୁଟିଆ ଦୂର କରିବା ପାଇଁ ପିଲା ମାନଙ୍କ ସହ ଟାଇମ ସ୍ପେନ୍ଡ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *