ଅନୁଭବ ଓ ବାବୁଶାନ କି କି ବିଜନେସ କରନ୍ତି ??

ଓଡ଼ିଶାର ଏବେକାର ସବୁଠାରୁ ବଡ କଳାକାର ହେଉଛନ୍ତି ବାବୁଶାନ ଓ ଅନୁଭବ ମହାନ୍ତି ଏମାନେ ଓଡ଼ିଆ ଫିଲ୍ମ ଜଗତର ସବୁଠାରୁ ବଡ ବଡ କଳାକାର ଏମନଙ୍କ ସହ ଅଲଗା ସବୁ କଳାକାର ଅଭିନୟ କରିବାକୁ ଇଛୁକ । ଏହି ଦୁଇ ସୁପରଷ୍ଟାର ସିନେମା ଛଡା ଆଉ କଣ ସାଇଡ ବିଜନେସ କରନ୍ତି ଜାଣିଛନ୍ତିକି ?? ଆସନ୍ତୁ ଜାଣିବା ଏହି ସବୁ ସୁପରଷ୍ଟାର ମାନେ ବିଭିନ୍ନ କାର୍ଯ୍ୟ କରି ନିଜର ବ୍ୟବସାୟ ମଧ୍ୟ କରୁଛନ୍ତି ଓ ଏହା ସାହାଯ୍ୟରେ ବହୁତ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

ବାବୁଶାନ : ବାବୁଶାନ ଓଡ଼ିଶାର ଦର୍ଶକ ମାନଙ୍କୁ ଓଡ଼ିଆ ଫିଲ୍ମ ଲଭ ଷ୍ଟେସନ , ସିଷ୍ଟେର ଶ୍ରୀଦେବୀ , ହିରୋ ନମ୍ବର 1 ଏହି ଭଳି ଜବରଦସ୍ତ ଫିଲ୍ମ ଦେଇଛନ୍ତି କିନ୍ତୁ ଏହା ଛଡା ତାଙ୍କ ନିଜର ହୋମ ପ୍ରଡକ୍ସନ ମଧ୍ୟ ରହିଛି ଆଉ ଯାହାର ନାମ ହେଲା ସାଇ ରାମ ଆଉ ତାଙ୍କ ହୋମ ପ୍ରଡକ୍ସନର ପ୍ରଥମ ଫିଲ୍ମ ହେଉଛି ଲଭ ମାଷ୍ଟର ଯେଉଁଥିରେ ବାବୁଶାନଙ୍କ ଛଡା ରିଆ ଓ ପୁନମ ମିଶ୍ର ଅଭିନୟ କରିଥିଲେ। ଆକ୍ଟିଂଗ ବ୍ୟତୀତ ବାବୁଶାନଙ୍କର ଆହୁରି ଅନ୍ୟ ବିଜନେସ ମଧ୍ୟ ରହିଛି ସେ ବହୁତ ବଡ ବଡ କମ୍ପାନୀର advertise ମଧ୍ୟ କରନ୍ତି ଓ ସେ ବହୁତ ବଡ଼ ବଡ଼ କମ୍ପାନୀର ବ୍ରାଣ୍ଡ ଆମ୍ବସାଦର ମଧ୍ୟ ।

ଅନୁଭବ ମହାନ୍ତି : ଗତ ୧୫ ବର୍ଷ ହେବ ଅନୁଭବ ଓଡ଼ିଆ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟର ଯାଦୁ ଦେଖାଇ ଆସୁଛନ୍ତି । ତାଙ୍କ ଅଭିନୀତ ଆଇ ଲଭ ୟୁ , ସମଥିଙ୍ଗ ସମଥିଙ୍ଗ , ଅଭୟ , କାବୁଲା ବାରବୁଲା ଏହି ଭଳି ଆହୁରି କେତେ ସିନେମା ସୁପର ହିଟ ହୋଇଛି ଏହା ଛଡା ଅନୁଭବଙ୍କର ନିଜର ହୋମ ପ୍ରଡକ୍ସନ ମଧ୍ୟ ରହିଛି ଯାହାର ନାମ ହେଲା ବିଷ୍ଣୁପ୍ରିୟ ଆର୍ଟ ଆଣ୍ଡ ଗ୍ରାଫିକ ଏହାର ପ୍ରଥମ ସିନେମା ହେଉଛି ସମଥିଙ୍ଗ ସମଥିଙ୍ଗ । ଅନୁଭବ ମଧ୍ୟ ବହୁତ ବଡ଼ ବଡ଼ କମ୍ପାନୀର ବ୍ରାଣ୍ଡ ଅମ୍ଭାସାଦର । ସେ ମଧ୍ୟ କଟକ ନିର୍ବାଚନ ମଣ୍ଡଳୀରୁ ଜଣେ ଲୋକସଭା ସାଂସଦ ସେ ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ଭାବେ ଜଣା ।

 

 

Leave a Reply

Your email address will not be published. Required fields are marked *