ବିକିନୀରେ ଫଟୋ ସେୟାର କଲେ ଅନୁଷ୍କା, ବିରାଟ ଯାହା କମେଣ୍ଟ ଦେଲେ- ଦେଖି ଆଚମ୍ବିତ ହେଲେ ଦର୍ଶକ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ତେବେ ଏହି କିଛି ଦିନ ତଳେ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ନିଜର ବିକିନୀ ଫଟୋ ସେୟାର କରିଛନ୍ତି । ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସବୁଠୁ ବେସୀ ଚର୍ଚ୍ଚାର ବିଷୟ ହୋଇଛି ବିରାଟ କୋହଲୀଙ୍କ କମେଣ୍ଟ । ତେବେ ସାରା ବିଶ୍ବରେ  ଯେତେ ଶ୍ରେଷ୍ଠ  କ୍ରିକେଟର ଅଛନ୍ତି ସମାନଙ୍କ ମଧ୍ୟରେ ବିରାଟ ମଧ୍ୟ  ଜଣେ । ସେ ତାଙ୍କର ଖେଳରେ ସମସ୍ତଙ୍କ ମନ ମୋହିନେଇଛନ୍ତି ।

କେବଳ ସେତିକି ନୁହେଁ ଯିଏ କ୍ରିକେଟ ଦେଖେ ତାର ତ ପ୍ରିୟ ହିଁ କିନ୍ତୁ ଜେନମାନେ କ୍ରିକେଟ ନ ଦେଖନ୍ତି ସେମାନେ ବିରାଟଙ୍କୁ ପସନ୍ଦ କରନ୍ତି ।

କିନ୍ତୁ ଲକ୍ଷ ଲକ୍ଷ ହ୍ରୁଦୟକୁ ଭାଙ୍ଗି ବିରାଟ ୨୦୧୭ ମସିହା ଡିସେମ୍ବର ମାସ ୧୧ ତାରିଖରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ । ବିରାଟ କୋହଲୀ ଏବେ ୱେଷ୍ଟଇଣ୍ଡିଜରେ ଅଛନ୍ତି ଏବଂ  ବିରାଟଙ୍କ ସହ ପତ୍ନୀ ଅନୁଷ୍କା ମଧ୍ୟ ଏବେ ୱେଷ୍ଟଇଣ୍ଡିଜ୍‌ରେ ଅଛନ୍ତି । ତେବେ ଭାଇରାଲ ହେଉଥିବା ଅନୁଷ୍କା ଙ୍କ ଫୋଟୋରେ ବିରାଟଙ୍କ କମେଣ୍ଟ ଅନେକ ଲୋକଙ୍କ ମନ କିଣିନେଇଛି  ।

ସେ ଫୋଟୋକୁ ରିଟୁଇଟ କରି କ୍ୟାପଶନ ଦେଇଛନ୍ତି “ସନ୍‌ କିସ୍‌ଡ ଏଣ୍ଡ ବ୍ଲେସ୍‌ଡ”(Sun Kissed & Blessed )  । ଏବେ ଅନୁଷ୍କା ଫିଲ୍ମ ଦୁନିଆରୁ ବ୍ରେକ ନେଇ ନିଜ ସ୍ବାମୀଙ୍କ ସହ କିଛି ସମୟ ରହିବାକୁ ଚହୁଁଛନ୍ତି । ସେଥିପାଇଁ ବର୍ତ୍ତମାନ ଜାକେ ତାଙ୍କର କୌଣସି ନୂଆ ଫିଲ୍ମ ରେଲିଜ ହୋଇନାହିଁ ।


ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *