ଆପଣମାନେ ଆଜି ପର୍ଯ୍ୟନ୍ତ ବହୁତ କଥା ଶୁଣିଥିବେ ଓ ପଢିଥିବେ ଯୋଉଟା ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥିବ । ସେଥିପାଇଁ ଆମେ ଆପଣଙ୍କୁ ସେହିଭଳି କିଛି ସୂଚନା ଦେବାକୁ ଯାଉଛୁ ଯାହା ଜାଣି ଆପଣ ବିଶ୍ଵାସ ବି କରିପାରିବେନି ଯେ ଏ ସବୁ ସତ ଅଟେ ବୋଲି । ଏହା ଜାଣି ଆପଣ ଯେତିକି ଖୁସି ହେବେ ସେତିକି ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ସେହି ସବୁ ବିଷୟରେ ଜାଣିବା ଓ ଏହାର ଆନନ୍ଦ ନେବା ।
ବହୁତ କମ ଲୋକ ଜାଣିଛନ୍ତି କି ବୁଦ୍ଧିର ବିକାଶ କରିବ ପାଇଁ ଖେଳ ଭିତରେ ଗୋଟେ ସତରଞ୍ଜ, ଯେମିତିକି ଇଂରାଜୀରେ ଚେସ କହନ୍ତି, ଏହାର ଆବିଷ୍କାର ଭାରତରେ ହୋଇଥିଲା । ଏହା ସହିତ ଆମେ ଯଦି ମନୋବିଜ୍ଞାନଙ୍କ କଥା ମାନିବା ତ ସତରଞ୍ଜ ଖେଳିଲେ ଡିମାକାର ବୌଦ୍ଧିକ କ୍ଷମତାରେ ସୁଧାର ଆସେ ଓ ଜଟିଳ ପ୍ରଶ୍ନକୁ ସମାଧାନ କରିବ ପାଇଁ ଶକ୍ତି ଆସେ ।

କୁହାଯାଏ କି ଦୁନିଆରା ସବୁଠୁ ବଡ ପକ୍ଷୀ ସୂତୁରମୁର୍ଗ ଅଟେ,କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ତାଙ୍କ ଆଖି ତାଙ୍କ ଦିମାଗ ଠାରୁ ବହୁତ ବଡ ହେବ । ସୁତୁରମୁର୍ଗ ର ଆଖି ଦୁଇ ଇଞ୍ଚ ପର୍ଯ୍ୟନ୍ତ ଲାମ୍ବା ଅଟେ,ଓ ମୋଟା ହୋଇଥାଏ ,ଏତେ ବଡ ଆଖି ପୃଥିବୀରେ କାହାର ନହିଁ ।

ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛୁ କି ଡଲଫିନ କୁ ଭାରତର ରାଷ୍ଟ୍ରୀୟ ମାଛ ବୋଲି ଜାଣିଛନ୍ତି ,କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଡଲଫିନ ପାଞ୍ଚରୁ ଆଠ ମିନିଟ ପର୍ଯ୍ୟନ୍ତ ନିଶ୍ଵାସ ବନ୍ଦକରି ରହିପାରିବ। କେବଳ ସେତିକି ନୁହେଁ, ଡଲଫିନ ଗୋଟେ ଆଖି ଖୋଲା ରଖି ବି ଶୋଇପାରିବ ।
ଆପଣ ସମସ୍ତଙ୍କୁ ଏହା କହିବାକୁ ଚାହୁଞ୍ଚୁକି କଇଁଛକୁ ପୃଥିବୀରେ ବେଶିଦିନ ବଞ୍ଚୁଥିବା ଜୀବମାନଙ୍କ ମଧ୍ୟରେ ଗୋଟେ । କେହି ଜାଣି ନାହାନ୍ତି କଇଁଛର ଦାନ୍ତ ନହିଁ । ଆପଣ ସମସ୍ତଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି ସବୁ ବର୍ଷ ୨୩ ମେ ରେ କଇଁଛ ଦିବସ ମାନଯାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।