ବନ୍ଧୁଗଣ ଅର୍ଚ୍ଚନା ନାଗ ଙ୍କୁ ମାରିବା ପାଇଁ ଆସିଥିଲେ ସୁପାରି କିଲର । ସେମାନେ ଚାହୁଁ ଥିଲେ ଅର୍ଚ୍ଚନା ପୋଲିସ ଭ୍ୟାନ ରେ ଥିବା ବେଳେ ତାଙ୍କୁ ମାରି ଦେବା ପାଇଁ । ଆଉ ଯାହା ପାଇଁ ପୋଲିସ କଳା କପଡା ପକାଇ ଅର୍ଚ୍ଚନା ଙ୍କୁ ଆଣିଥିଲେ କୋର୍ଟ ଯାଏଁ । ଯାହା ଦ୍ଵାରା ସୁପାରି କିଲର ଜାଣି ପାରିବେ ନାହି ଅର୍ଚ୍ଚନା କେଉଁ ଜାଗାରେ ଭ୍ୟାନ ରେ ବସିଛନ୍ତି ଆଉ ନାହି ତାଙ୍କୁ ଭ୍ୟାନ ଭିତରୁ ଟାର୍ଗେଟ କରି ଗୁଳି କରି ପାରିବେ । ଅର୍ଚ୍ଚନା ଙ୍କୁ ଜୀବନରୁ ମାରିବା ପାଇଁ ସୁପାରି କିଲର ଙ୍କୁ ସୁପାରି ଦିଆ ଯାଇଛି ଯାହା ବର୍ତ୍ତମାନର ସବୁଠାରୁ ବଡ ଖବର ।
ଏସବୁ ସେମାନେ ଦେଇଛନ୍ତି ଯେଉଁ ମାନେ ଅର୍ଚ୍ଚନାଙ୍କ ସହ ରାତି ବିତାଇଛନ୍ତି । ଏସବୁ ଯେଉଁ ମାନଙ୍କର ଶିକରେଟ କଥା ଅର୍ଚ୍ଚନା ଲୁଚାଇ ରଖିଛନ୍ତି । ସେମାନଙ୍କର ଭୟ ଅଛି ଯଦି ଅର୍ଚ୍ଚନା ମୁହଁ ଖୋଲନ୍ତି ତେବେ ତାଙ୍କର ଇଜ୍ଜତ ତଳେ ପଡିଯିବ । ସବୁ କିଛି ଏପଟ ସେପଟ ହୋଇଯିବ । ଆଉ ସେଥିପାଇଁ ସୁପାରି କିଲର ଙ୍କୁ ଦିଆଯାଇଛି ଟଙ୍କା ଅର୍ଚ୍ଚନା ଙ୍କୁ ମାରିଦେବା ପାଇଁ । ଆଉ ରାଜଧାନୀରେ ଯେଉଁ ଭଳି ଭାବେ ଅପରାଧ ହୋଇଛି ସେଭଳି ଭାବେ ଅର୍ଚ୍ଚନାଙ୍କୁ କୌଣସି ମୂହୁର୍ତ୍ତରେ କେହି ମାରି ଦେବେ ସେଥିରେ କୌଣସି ସନ୍ଦେହ ନାହି ।
କାରଣ ସେ ଅନେକଙ୍କ ପାଇଁ ଜୀବନ ପାଇଁ ବିପଦ ସାଜିଛନ୍ତି । ଅର୍ଚ୍ଚନା ଅନେକ ସାରା ନେତା କି ପ୍ରଯୋଜକ ହୁଅନ୍ତୁ କି ବଡ ବଡ ବିଲଡର ହୁଅନ୍ତୁ ସମସ୍ତଙ୍କର ରାଜ ଲିକ ହେବାର ଭୟ ରହିଛି । ଅନ୍ୟ ପଟେ ଅର୍ଚ୍ଚନା ଗଣ ମାଧ୍ୟମରେ କହିଛନ୍ତି ତାଙ୍କୁ ନେଇ ମିଛ ଖବର ପ୍ରଚାର କରନ୍ତୁ ନାହି । ଏସବୁ କହି ଅର୍ଚ୍ଚନା କଣ ପ୍ରମାଣ କରିବାକୁ ଚାହୁଁଛନ୍ତି । ଅନ୍ୟ ପଟେ ପୋଲିସର ଯେଉଁ ସନ୍ଦେହ ରହିଛି ଅର୍ଚ୍ଚନାଙ୍କ ଜୀବନ ପ୍ରତି ବିପଦ ଅଛି ସେଥିରେ କିଛି ସତ୍ୟତା ରହିଛି ।
ନହେଲେ ପୋଲିସ ଏତେ ପ୍ରୋଟେକ୍ସନ ଭିତରେ ଅର୍ଚ୍ଚନାଙ୍କୁ କାହିଁକି ଆଣିଲା ? କଣ ଅର୍ଚ୍ଚନାଙ୍କ ଜୀବନ ପ୍ରତି ସତରେ ରହିଛି ବିପଦ ତେବେ ଜେଲରେ ମଧ୍ୟ ଏହା ସମ୍ଭବ ହୋଇପାରେ । ଅର୍ଚ୍ଚନାଙ୍କୁ ମାରିବା ପାଇଁ କିଏ ଯୋଜନା କରୁଛନ୍ତି ତାହାକୁ ନେଇ ସନ୍ଦେହ ଅଧିକ ବଢିବାରେ ଲାଗିଛି । ଅର୍ଚ୍ଚନା ଙ୍କୁ ମାରିବା ପଛରେ କାହାର ହାତ ଅଛି ବା ତାଙ୍କୁ ମାରିଲେ କାହାର ଲାଭ ହେବ ଏଭଳି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ଅର୍ଚ୍ଚନା କଣ ସମସ୍ତଙ୍କ ମୁଖା ଖୋଲିବେ ଯାହାଙ୍କ ସହ ସେ ସମ୍ପର୍କ ରଖୁଥିଲେ । ଅପର ପକ୍ଷରେ ଅର୍ଚ୍ଚନା ଙ୍କ ପରିବାର ଉପରେ ଚାପ ପକାଇ ତାଙ୍କ ଉପରେ ମାନସିକ ଚାପ ପକା ଯାଉଛି କି ? ତେବେ ଏହି ସବୁ ପ୍ରଶ୍ନ ଏବେ ଅର୍ଚ୍ଚନା ନାଗ ଙ୍କୁ ନେଇ ଉଠିବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।