ଦର୍ଶକ ବନ୍ଧୁ ବର୍ତ୍ତମାନ ସାରା ରାଜ୍ୟରେ ମାୟାବିନି ଅର୍ଚ୍ଚନା ନାଗ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ବିତିବା ସହ ନୂଆ ନୂଆ ତଥ୍ୟ ତାଙ୍କ ନାଁ ରେ ଆଗକୁ ଆସୁଛି ଯାହାର ବଡ ଖଲାସା ମଧ୍ୟ ହେଉଛି । ତେବେ ଏ ନେଇ ଜଣେ ମହିଳା ନିଜର ରାଏ ଦେଇଛନ୍ତି କି ଅର୍ଚ୍ଚନା ନାଗଙ୍କୁ ଏବେ କୁହାଯାଉଛି କି ସେ ବେଶ୍ୟା ଆଉ ଲୋକଙ୍କୁ ଡାକି ତାଙ୍କ ସହ ସମ୍ପର୍କ ରଖଥିଲା ତେବେ ଯେଉଁ ପୁରୁଷ ମାନେ ତା ପାଖକୁ ଯାଉଥିଲେ ତାଙ୍କୁ ମଧ୍ୟ ପୁରୁଷ ବେଶ୍ୟା କୁହାଯାଇପାରେ ।
ଅର୍ଚ୍ଚନା ନାଗ ମାମଲାରେ ବହୁତ ବଡ ଆଶ୍ଚର୍ଯ୍ୟଜଣକ ଘଟଣା ଘଟୁଛି କି ଓଡିଶାରେ ଗୋଟେ ଛୋଟ ଜାଗାରେ ରହି ତାର ଯେଉଁ ସାମ୍ରାଜ୍ୟ ତିଆରି କରିଛି ତାହା ଦେଖିଲେ ତାଯୁବ ଲାଗୁଛି । ତା ଘରର ଚାକଚକ୍ୟ ଦେଖି ଲାଗୁଛି ଜେଣ ବ୍ଯକ୍ତିର ଇନକମ ମାସିକ କେତେ ହୋଇଥିଲେ ସେ ଭଳି ଆଲୀସାନ ଘର କରିପାରିବ । ଅର୍ଚ୍ଚନା ଏତେ ଛୋଟ ଜାଗାରେ ରଖି ଯେଉଁ କାରନାମା କରିଛି ସେଥିରେ ତାର କେବଳ ଦକ୍ଷତା ଥିଲା ଭଳି ମାନେ ହେଉ ନାହି । ଏହ ସହ ସେ ନିଜକୁ ଓକିଲ ବୋଲି ପରିଚୟ ଦେଉଛି ସେଥିରେ କିଛି ବି ନିଜସ୍ଵ ନାହି ।
ଅର୍ଚ୍ଚନା ଙ୍କ ସାମ୍ରାଜ୍ୟ ତିଆରି କରିବା ପାଇଁ ଯେଉଁ ମାନେ ତାଙ୍କୁ ସାହାଜ୍ଯ କରିଛନ୍ତି ସେମାନେ କୌଣସି ଛୋଟ ଲୋକେ ନୁହେଁ ବଡ ବଡ ଲୋକ ହୋଇଥିବେ । ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ମହିଳା ଜଣଙ୍କ କହୁଛନ୍ତି କି ଅର୍ଚ୍ଚନାଙ୍କ ଚରିତ୍ରକୁ ନେଇ ଯେଉଁ ଆନାଲିସିସ କରାଯାଉଛି କି ସେ ଗୋଟେ ବେଶ୍ୟାଳୟ ଚଲାଉଛି ତାଙ୍କ ପାଖକୁ ଅନେକ ପ୍ରକାରର ବ୍ୟକ୍ତି ବିଶେଷ ଯାଇଥାନ୍ତି । ତେବେ ସେମାନେ କିଏ ଏ ଯାଏଁ ଜଣାପଡି ନାହି । କିନ୍ତୁ ମୋତେ ଲାଗେ ଯେଉଁ ଗ୍ରାହକ ମାନେ ଯାଉଛନ୍ତି ପୁରୁଷ ଗ୍ରାହକ ମାନେ ତାଙ୍କୁ ପୁରୁଷ ବେଶ୍ୟା କୁହାଯାଇପାରେ ।
ଯଦି ମହିଳା ବେଶ୍ୟା ହୋଇ ବେଶ୍ୟାଳୟ ଚଲାଇ ପାରୁଛି ତେବେ ପୁରୁଷ ମଧ୍ୟ ସେୟା । ଯଦି ପ୍ରଡ୍ୟୁସର ଏଫାୟାର ନ ଦେଇଥାନ୍ତେ ତେବେ ହୁଏ ତ ଏହି ଘଟଣା ସାମନାକୁ ଆସିପାରି ନ ଥାନ୍ତା । ଅକ୍ଷୟ ପରିଜାଙ୍କୁ ଯେଉଁ ଝିଅ ବ୍ଲାକ ମେଲିଙ୍ଗା କରୁଥିଲ ସେଥିପାଇଁ ଯୁବତୀଙ୍କ ନାଁ ରେ ସେ ଏଫାୟାର ଦେଇଥିଲେ ଯାହା ପାଇଁ ଅର୍ଚ୍ଚନା ନାଗ ଙ୍କ ନାଁ ସାମନାକୁ ଆସିଥିଲା ଆଉ ପୋଲିସ ତାଙ୍କୁ ଆରେଷ୍ଟ କରିଛି । ଝିଅ ହୋଇ କେମିତି ଏତେ ବଡ ସାମ୍ରାଜ୍ୟ ସ୍ଥାପନ କରିପାରିଲା ତେବେ ଝିଅ ପାଖରେ ଏମିତି କଣ ଶକ୍ତି ଅଛି ତାହା ବିଷୟରେ ସରକାର ଅନୁଧ୍ୟାନ କରିବା ଉଚିତ ।
ଯେବେ ଅପରାଧ ଆରମ୍ଭ ହେଉଛି ସେତେବେଳେ ପୋଲିସ ଯାଞ୍ଚ କରୁଛି । ବଡ ବଡ ଲୋକେ କାହିଁକି ଆଗକୁ ଆସିବେ କାରଣ କେହି ନିଜର ନା ଖରାପ କରିବାକୁ ଚାହୁଁ ନାହାନ୍ତି । ଝିଅର ଚରିତ୍ରକୁ ପ୍ରତେକ ଦିନ ସଂହାର କରାଯାଉଛି ଆମ ସମାଜରେ କିନ୍ତୁ ବଡ ବଡ ଲୋକିଆଙ୍କର ନାଁ ଜମା ବି ଧରାଯାଉ ନାହି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।