Arcchanaର ଅଠର ନଳା କୋଉଁଠି ପୋତିବୁ କୀଳା, ଦେଖନ୍ତୁ କାହିଁକି ଏମିତି କହିଲେ Sura ଭାଇ

କମ୍ବଳ ଉଠା ବେ କମ୍ବଳ ଭିତରେ କିଏ ଅଛି ତାକୁ ଟିକେ ଦେଖିବା । ଦର୍ଶକ ବନ୍ଧୁ ଏହି କଥାର ଅର୍ଥ ଆପଣ ମାନେ ବୁଝିବାକୁ କଷ୍ଟ ହେଉଥିବ । ତେବେ ଏ କଥା କିଏ କହୁଛି କାହିଁକି କହୁଛି ସେ କଥା ଜାଣିବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ହେଉଥିବେ । ବର୍ତ୍ତମାନ ସମୟରେ ଟିଭି ହେଉ ବା ଫିଲ୍ମ ଦୁନିଆ ହେଉ ସବୁ ଆଡେ ଚର୍ଚ୍ଚା ହେଉଛି ସୁନ୍ଦରୀ ଅର୍ଚ୍ଚନା ନା ଗ । ସାରା ଓଡିଶାରେ ଅର୍ଚ୍ଚନା ନା ଗ ର ଖାଲି ଚର୍ଚ୍ଚା ହେଉଛି ।

ସେ ହେଉଛି ନା ଗୁ ଣୀ ର ନା ଗ ଫା ଶ । ଆଉ ବର୍ତ୍ତମାନ କମ୍ବଳ ଉଠା କମ୍ବଳ ତଳେ କିଏ କିଏ ଟିକେ ଦେଖିବା ଏ କଥା ଟି ଯିଏ ଯିଏ କହୁଛନ୍ତି ସେ ଆଉ କେହି ନୁହନ୍ତି ସେ ହଉଛନ୍ତି ସିଏ ଯିଏ ସବୁବେଳେ କହୁଥାନ୍ତି ସବୁବେଳେ ରେଡି ହେଇ ଆଗକୁ ଆଗକୁ ମାଡି ଚାଲ ଏମିତି କହୁଥିବା ଆମ ଜଟଣୀ ବିଧାୟକ କଂଗ୍ରେସ ନେତା ସୁର ରାଉତ ରାଏ । ଖାଲି ସେ ଏତିକି କହୁ ନାହାନ୍ତି ତାଙ୍କ କହିବା କଥା କି ଗୋଟେ କି ଦୁଇ ଟା ନୁହେଁ ରେ ପୁରା ଅଠର ନଳା କେଉଁଠି ନେବୁ କିଳା ? ଏପଟେ ବନ୍ଦ କଲେ ସେପଟେ ଗଳି ଗଲେଣି ।

ସେପଟେ ବନ୍ଦ କଲେ ଏପଟେ ଗଳି ଆସୁଛନ୍ତି ପୁରା କମ୍ବଳ ସାରା ଏମିତି କିଛି କହି ସୁନ୍ଦରୀ ଅର୍ଚ୍ଚନା ନା ଗ ଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତ ରାଏ । ସୁର ଭାଇଙ୍କର ଏଭଳି ମଜାଦାର କଥା ଶୁଣିବା ପାଇଁ ସମସ୍ତେ ଘେରି ରହିଥାନ୍ତି । ଆଉ ଏମିତି କିଛି କହିବା ବେଳେ ଜଣେ ଭାଇ କିଏ ପଚାରୁଛନ୍ତି ଆଗି କେଉଁ ନେତା ସବୁ ନା ଗ ଫାଶ ରେ ପଡିଛନ୍ତି ଆଉ ଯାହାକୁ ଶୁଣିବା ପରେ ଚିଡି ଉଠିଛନ୍ତି ଆମ ସୁର ଭାଇ ଆଉ କହିଲେ ତୁମେ ସବୁ ପରା ଓଳଗି ହେଉଥିଲ କେଉଁଠା କୁ ଯାଉ ନ ଥିଲା ସେ ମନ୍ତ୍ରୀ ଘର ସିନେମା ହଲ ସେ କେଉଁଠି କି ଯାଉ ନ ଥିଲା ଘାଣ୍ଟି ପକାଉଥିଲା ପରା ସେ ନା ଗୁଣୀ ଅର୍ଚ୍ଚନା ।

ସାପୁଆ କେଳା ସିନା ସାପ କୁ ନଚାଏ ହେଲେ ତମେ ସବୁ ପରେ ସେ ନା ଗୁଣି କଥାରେ ନାଚୁଥିଲ ଆଉ କହୁ କହୁ କହି ଦେଲେ ସୁର ଭାଇ ଆମେ ଖଣ୍ଡେ ଘର କରିପାରୁ ନାହୁଁ କି ବଙ୍ଗଳା ମ ଯାହା ହଉ କମ୍ବଳ ଉଠା ବେ କମ୍ବଳ ତଳେ କିଏ କିଏ ଆମେ ଟିକେ ଦେଖିବୁ ? ଦର୍ଶକ ବନ୍ଧୁ ଏମିତି କିଛି ମାଜଦାର କଥା କହି ସୁର ଭାଇ ସୁନ୍ଦରୀ ଅର୍ଚ୍ଚନା ଙ୍କୁ ଟାର୍ଗେଟ କରିବା ସହ ନିଜର ପ୍ରତିକ୍ରିୟା ରଖିଥିଲେ ସୁର ରାଉତ ରାଏ । ବନ୍ଧୁଗଣ ଆପଣ ମାନଙ୍କର ସୁର ଭାଇ ଙ୍କ ଏଭଳି ପ୍ରତିକ୍ରିୟା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *