ଆସନ୍ତୁ ବୁଲିଯିବା ହିରୋଇନ Jhilikଙ୍କ ଘର, ପ୍ରଥମ ଥର ପାଇଁ ଦେଖନ୍ତୁ ତାଙ୍କ ପୁରା ପରିବାର

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ନିଖୁଣ ଅଭିନୟ ଦର୍ଶାଅ ମାନଙ୍କ ଆଗରେ ଏମିତି ପେସ କରିଥାନ୍ତି ଯାହା ଦର୍ଶକ ମାନଙ୍କ ହୃଦୟ କୁ ବେଶ ଛୁଇଁ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଅଭିନୟ କ୍ଯାରିୟର ରେ ବେଶ ଆଗରେ ରହିଛନ୍ତି ।

ଜଣେ ଆଗ ଧାଡି ର କଳାକାର ହେଉଛନ୍ତି ଏହି ଅଭିନେତ୍ରୀ ଜଣକ । ତେବେ ଆସନ୍ତୁ ଜାଣିବା ଆଜି ସେ ଅଭିନେତ୍ରୀ ଙ୍କ ପୁରା ପରିବାର ବିଷୟରେ ବିସ୍ତାର ଭାବେ । ଆମେ ଏଠାରେ ଯେଉଁ ଅଭିନେତ୍ରୀ ଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ବଙ୍ଗାଳୀ ନାୟିକ ଝିଲିକ ଭଟ୍ଟାଚାର୍ଜ୍ୟ ।

ଝିଲିକ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ସାରା ଓଡିଆ ଫିଲ୍ମ ରେ ବେଶ ଚମତ୍କାର ଅଭିନୟ କରି ଲୋକଲୋଚନ କୁ ଆସିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଝିଲିକ ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଘଡୋଇ ଙ୍କୁ ବିବାହ କରିଛନ୍ତି ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ଦୁହିଙ୍କର ଦାଂପତ୍ଯ ଜୀବନ ବେଶ ହସ ଖୁସିରେ ବ୍ଯତୀତ ହେଉଛନ୍ତି ।

ଗତ 9 ମାସ ତଳେ ଝିଲିକ ଦୁଇଟି କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ଯାହାକୁ ନେଇ ସେ ବହୁତ ଚର୍ଚ୍ଚା ରେ ମଧ୍ୟ ରହିଥିଲେ । ବର୍ତ୍ତମାନ ସମୟରେ ଝିଲିକ ଙ୍କ ପରିବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରେ ଝିଲିକ ଙ୍କ ଶାଶୁ, ଶ୍ଵଶୁର, ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଘଡୋଇ, ମା, ଆଉ ତାଙ୍କର ଦୁଇ ଝିଅ ନଜର ଆସୁଛନ୍ତି ।

ଏମିତିକି ଝିଲିକ ଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ଝିଲିକ ଙ୍କ ଶାଶୁ ଶ୍ଵଶୁର ନିଜ ଦୁଇ ନାତୁଣୀ ଙ୍କ ସହ ଖେଳୁ ଥିବାର ନଜର ଆସୁଛନ୍ତି । ଆଉ ଝିଲିକ ଓ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଝିଅ ମାନଙ୍କର ପୂଜା ରେ ବସିଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ପ୍ରୀତ ରଞ୍ଜନ ନିଜ ଦୁଇ ଝିଅଙ୍କୁ କୋଳରେ ଧରି ପୂଜାରେ ବସିଛନ୍ତି ।

ଝିଲିକ ଙ୍କ ପରିବାର ବେଶ ହସ ଖୁସି ରେ ସମୟ ବିତାଉଛନ୍ତି । ଦୁହିଙ୍କର ଦାଂପତ୍ଯ ଜୀବନ ଆନନ୍ଦମୟ ହେଉ ଏହା ଆମର କାମନା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ଝିଲିକ ଙ୍କ ପରିବାର ର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *