ଆତଙ୍କିଙ୍କ ନୂଆ ଷଡଯନ୍ତ୍ର… Perfume ବମ, ଛୁଇଁବା ମାତ୍ରେ ହେଉଛି ବ୍ଳାଷ୍ଟ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଜାମୁ କାଶ୍ମୀର କୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । କାରଣ ଜାମ୍ମୁ କାଶ୍ମୀର ରେ କିଛି ଏମିତି ଘଟଣା ଘଟିଛି ଯାହା ହୁଏ ତ କେହି କେବେ ଭାବି ପାରିବେ ନାହି । ତେବେ ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀର ରେ ନୂଆ ଷ-ଡ-ଯ-ନ୍ତ୍ର ରାଚୁଛନ୍ତି ଆତାଙ୍କବାଦୀ । ଗତ ଜାନୁଆରୀ 21 ତାରିଖ ରେ ଜାମୁ କାଶ୍ମୀର ରେ 2ଟି ଆ-ଇ-ଡି- ଧମାକା ହୋଇଥିଲା ।

ଏହି ଆ-କ୍ର-ମ-ଣ ରେ 9 ଜନ ଲୋକ ଗୁ-ରୁ-ତ-ର ଭାବେ ଆ-ହ-ତ ହୋଇଥିଲେ । ଏହି ଆ-ଇ-ଡି- ବିସ୍ଫୋରଣ କରିଥିବା ଆତଙ୍କି କୁ ପୋଲିସ କାବୁ କରିଥିବା ବେଳେ ଆତଙ୍କି ଙ୍କ ନୂଆ ଷ-ଡ-ଯ-ନ୍ତ୍ର ଏବେ ସାମନା କୁ ଆସିଛି । ପାକିସ୍ତାନ ଆ-ତ-ଙ୍କ-ବା-ଦୀ ସଂଘଠନ ନକ୍ଷର-ଏ ତୋଇବା ପାଇଁ କାମ କରୁଥିବା ଏହି ତାଙ୍କବାଦୀ ନିକଟରୁ ଏକ ପରଫ୍ଯୁମ ବ-ମ ଜବତ ହୋଇଛି ।

ସୁରକ୍ଷା କର୍ମୀ ଙ୍କ କହିବା ଅନୁଯାୟୀ ଏହି ପରଫ୍ଯୁମ ବ-ମ କୁ କେହି ଛୁଇଁବା ମାତ୍ରେ ଏହା ଫାଟି ଯାଉଛି । ଜାମ୍ମୁ କାଶ୍ମୀର ଡିଜିପି ଙ୍କ କହିବା ଅନୁଯାୟୀ ଗତ ଜାନୁଆରୀ 20 ତାରିଖ ରେ ଗୋଟେ ସ୍ଥାନରେ ଆ-ଇ-ଡି- ବିସ୍ଫୋରଣ ହୋଇଥିଲା । ଏହି ବିସ୍ପୋରଣ ରେ କାହାର କୌଣସି କ୍ଷତି ହୋଇ ନ ଥିଲା । କିନ୍ତୁ ଜାନୁଆରୀ 21 ତାରିଖ ରେ ହୋଇଥିବା ବିସ୍ଫୋରଣ ଅତି ଭୟଙ୍କର ଥିଲା ଯେଉଁଥି ରେ 9 ଜଣ ଲୋକ ଗୁ-ରୁ-ତ-ର ଆ-ହ-ତ ହୋଇଛନ୍ତି ।

ତେବେ ଜାନୁଆରୀ 20 0 21 ତାରିଖରେ ବିସ୍ଫୋରଣ ହୋଇଥିବା ଆ-ଇ-ଡି- ଅତି ଚାଳକାର ସହ ବନାଇ ଥିଲେ ଆ-ତ-ଙ୍କ-ବା-ଦୀ । ଲୋକେ ବ୍ୟବହାର କରୁଥିବା ପରଫ୍ଯୁମ କେଁ କୁ ନେଇ ସେଥିରେ ଆ-ଇ-ଡି- ଖଞ୍ଜା ଯାଇଥିଲା । ଲୋକ ଚଳ ପ୍ରଚଳ କରୁଥିବା ରାସ୍ତା ରେ ରଖି ଦିଆ ଯାଇଥିଲା । କୌଣସି ବି ଲୋକ ପରଫ୍ଯୁମ ଡବା ରେ ଆ-ଇ-ଡି- ଥିବା ଜାଣିପାରି ନ ଥିଲେ ।

ତେଣୁ ପରଫ୍ଯୁମ ଡବା କୁ ଛୁଇଁବା ମାତ୍ରେ ବଡ ବିସ୍ଫୋରଣ ହୋଇଥିଲା । ଏ ନେଇ ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ ଜାମୁ କାଶ୍ମୀର ରେ ଏପରି ବଡ ବିସ୍ଫୋରଣ କରିବା ପଛରେ ଆ-ତ-ଙ୍କ-ବା-ଦୀ ଙ୍କ ବଡ ଷ-ଡ-ଯ-ନ୍ତ୍ର ରହିଛି ।

ଜାମୁ କାଶ୍ମୀର ରେ ଆତାଙ୍କବାଦ ବିସ୍ତାର କରିବା ପାଇଁ ଓ ନିରୀହ ଲୋକଙ୍କୁ ମା-ରିବା ପାଇଁ ଲୋକଙ୍କ ମଧ୍ୟରେ ସମ୍ପ୍ରଦାୟ ବିବାଦ କରିବା ପାଇଁ ଆତଙ୍କବଦୀ ସଂଘଠନ ଏପରି କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *