ଜେରା ବେଳେ ଅବିଚଳିତ ଢଙ୍ଗରେ Gopal ଦେଉଛି ଉତ୍ତର, ଦେଖନ୍ତୁ ଜେଲ ରେ କେମିତି ରହୁଛି ଗୋପାଳ ?

ବନ୍ଧୁଗଣ ଜଣେ ହାଇ ପ୍ରୋଫାଇଲ ବ୍ୟକ୍ତି ତଥା ରାଜ୍ୟ ସରକାରଙ୍କର ପାୱାର ଫୁଲ ମନ୍ତ୍ରୀ ଙ୍କ ହାତ ସର୍ବ ସମୁଖରେ ହେଲା । ସ୍ତବ୍ଧ ହୋଇଗଲା ସାରା ଓଡିଆ । ହେଲେ guli କରିଥିବା ଅ-ଭି-ଯୁ-କ୍ତ ଙ୍କ ବ୍ୟବହାର ଆଗରୁ ଯେମିତି ଥିଲା ଏବେ ଠିକ ସେମିତି ଅଛି । ଶଙ୍ଖେପ ରେ ଉତ୍ତର ଦେଉଛନ୍ତି ଅଭିଯୁକ୍ତ ଗୋପାଳ ଦାସ । ତେବେ ଦିନ ଦ୍ଵିପହର ରେ ନବ ଦାସ ଙ୍କୁ ଗୋପାଳଙ୍କ guli ମା-ରି-ଥି-ଲେ ।

ହାଇ ପ୍ରୋଫାଇଲ ହ -ତ୍ୟା ପରେ ଗୋପାଳ ଙ୍କ ବ୍ୟବହାରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଦୌ ବିଚଳିତ ଥିବା ପରି ଦେଖା ଯାଉ ନାହାନ୍ତି ଗୋପାଳ କି ଚେହେରାରେ ନାହି କୌଣସି ଅନୁଶୋଚନାର ଚିତ୍ର । ଏପରିକି ମୁହଁରେ ଭୟ ଥିବା ପରି ମଧ୍ୟ ମନେ ହେଉ ନାହାନ୍ତି । ଗୋପାଳଙ୍କୁ ଜେରା କରୁଥିବା ଓ ନଜର ରଖୁଥିବା ପୋଲିସ ଅଧିକାରୀଙ୍କ ମହଲାରେ ଏବେ ଏଭଳି ଚର୍ଚ୍ଚା ଚାଲିଛି ।

ସାଧାରଣତ ଏକ ବଡ ଧରଣର କା-ଣ୍ଡ ପରେ ଅ-ଭି-ଯୁ-କ୍ତ ମାନେ ଭୟ କରନ୍ତି । ଅନେକ ସମୟରେ କାନ୍ଦିବା ବାହାନାରେ ପୋଲିସ ଠାରୁ ଦୟାର ଆଶା କରନ୍ତି । କିନ୍ତୁ ଗୋପାଳଙ୍କ କ୍ଷେତ୍ରରେ ଏଭଳି ଭାବ ଆବେଗ ଆଦୌ ଦେଖାଯାଉ ନାହି । କୌଣସି ବି ଉତ୍ତର ସେ ଅବିଚଳିତ ଢଙ୍ଗରେ ଦେଉଛନ୍ତି ଉତ୍ତର ଓ ଅତି ସଙ୍ଖେପରେ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ଆଉ ଗୋପାଳଙ୍କ ଏଭଳି ବ୍ୟବହାର ଦେଖି ପୋଲିସ ମାନେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଏମିତି ବି କୁହାଯାଇ ପରେ ଯେ ତଦନ୍ତକାରୀ ଟିମକୁ ଏକ ପ୍ରକାରର ବିଭ୍ରାନ୍ତ କରୁଛନ୍ତି ଗୋପାଳ ଦାସ । ଗୋପାଳ ପୋଲିସ ବିଭାରେ ପ୍ରାୟ 28 ବର୍ଷ ହେଲା କାମ କରିଲେଣି ତେଣୁ ସେ ଜାଣିଛନ୍ତି କିଭଳି ତଦନ୍ତ ହୁଏ, ଅ-ଭି-ଯୁ-କ୍ତଙ୍କ ଠାରୁ କଥା ଆଦାୟ ପାଇଁ ପୋଲିସ କଣ କରେ ?

ବର୍ତ୍ତମାନ ଜଣେ ଅନୁଭବି ପୋଲିସ କର୍ମୀଙ୍କୁ ଆଉ ଜଣେ ପୋଲିସ କର୍ମୀଙ୍କ ଜେରା କରୁଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ପାଇଁ ଏହା ସହଜ ହେଉ ନାହି । କୁଆଡେ ଗୋପାଳ କ୍ରାଇମ ବ୍ରାଞ୍ଚ ଅହଡିକାରୀଙ୍କ ପ୍ରଶ୍ନର ଉତ୍ତର ଅତି ସଙ୍ଖେପ ରେ ଉତ୍ତର ଦେଉଛନ୍ତି  ଆଉ ବାରମ୍ବାର ପଚାରିଲେ ସେ ଚୁପ ରହୁଛନ୍ତି । ଗୋପାଳଙ୍କ ଆଚରଣରେ ତରନ୍ତକାରୀ ଅଧିକାରୀ ଦ୍ଵନ୍ଦ ରେ ପଡି ଯାଉଛନ୍ତି ।

ସେଥିପାଇଁ ପୋଲିସ ଗୋପାଳଙ୍କ 2ଟି ଟେଷ୍ଟ କରିବାକୁ ନିସ୍ପତି ନେଇଛି । ଏଥିପାଇଁ ଦିଲ୍ଲୀ ରୁ ଫରେନସିକ ଏକ୍ସପୋର୍ଟ ମାନଙ୍କୁ ଡକା ଯାଇଛି । ପରୀକ୍ଷା ବେଳେ ଗୋପାଳ ଓ ଜଣେ ସାଇନଟିଷ୍ଟ ରହିବେ । ସେତେବେଳେ ଗୋପାଳଙ୍କ ଆଚରଣ କିଭଳି ରହୁଛି ତାହା ସ୍ପଷ୍ଟ ହେବ । ସେତେବେଳେ ଆଇକ୍ୟୁ ଟେଷ୍ଟ, କାର୍ଡ ଟେଷ୍ଟ କାରାଯାଏ । ଏଥିରୁ ମଧ୍ୟ କ୍ରାଇମ ଋଲେଟେଡ ପ୍ରଶ୍ନ ପଚରାଯାଏ ।

ତା ପରେ ରହୁଥିବା ବେଳେ ଶାରୀରିକ ଗତି ବିଧି ଅଙ୍ଗ, ଭାଙ୍ଗି, ବସିବା ଓ କହିବା ଠାଣି କେମିତି ରହୁଛି କେଉଁ ପ୍ରଶ୍ନର ଉତ୍ତର ଦେବା ପରେ ଶରୀରର ଭାଷା କଣ ରହୁଛି ବା ଓଭର କନଫିଡେନ୍ସର ଉତ୍ତର ଦେଉଛନ୍ତି କି ନାହି ତାକୁ ପରୀକ୍ଷା କରାଯିବ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *