କଣ ହେବ Gopalଙ୍କ ସହ? ମୁହଁ ଖୋଳିବେ ନାଁ ତାଙ୍କୁ ବି ସବୁ ଦିନ ପାଇଁ ଚୁପ କରି ଦିଆଯିବ?

କଣ ହେବ ଗୋପାଳଙ୍କ ଭବିଷ୍ୟତ ?  ମୁହଁ ଖୋଲିବେ ନା ତାଙ୍କୁ ବି ସବୁ ଦିନ ପାଇଁ ନୀରବ କରି ଦିଆଯିବ । ଗୋପାଳଙ୍କ ସୁରକ୍ଷାକୁ ନେଇ ଏବେ ବଢିଲାଣି ଚିନ୍ତା । ନବ ଦାସଙ୍କ ମୃ-ତ୍ୟୁ-କୁ ନେଇ ରହସ୍ୟ ବଢୁଥିବା ବେଳେ ମ-ର୍ଡ-ର ସହ ଲିଙ୍କ ଥିବା ସମସ୍ତ ପ୍ରମାଣ ନଷ୍ଟ କରା ଯାଉଥିବା ଚର୍ଚ୍ଚା ହେଉଛି । ଗୋବିନ୍ଦଙ୍କ ପରି ଗୋପାଳ ଙ୍କ ଦଶା ହେବ ବୋଲି ଆକଳନ କଲେଣି ବିରୋଧୀ ।

ମମିତା ମେହେର ହ-ତ୍ୟା-କା-ଣ୍ଡ-ର ମୁଖ୍ୟ ଆ-ସା-ମୀ ଗୋବିନ୍ଦ ଯେପରି ଆ-ତ୍ମ-ହ-ତ୍ୟା କଲେ ସେହି ସମାନ ଢଙ୍ଗରେ ଗୋପାଳକୁ ଚିର ନିଦ୍ରାରେ ଶୁଆଇ ଦେବାକୁ ପ୍ଲାନିଂ ହେଉଛି ବୋଲି ଅ-ଭି-ଯୋ-ଗ କରିଛନ୍ତି ବିରୋଧୀ । ଯଦି ଜେ-ରା ବେଳେ ଗୋପାଳ କହୁ କହୁ ସବୁ ସତ କହି ଦେଲା ଆଉ ଗୁମର ଖୋଲି ଗଲା ତା ହେଲେ ସବୁ ପ୍ଲାନିଂ ଭଣ୍ଡରୁ ହେଇଯିବ ।

ସେଥିପାଇଁ ଗୋପାଳଙ୍କୁ ରାସ୍ତାରୁ ହଟେଇ ବାକୁ ବ୍ଲୁ ପ୍ରିଣ୍ଟ ତିଆରି ହେଉ ଥିବାର ଚର୍ଚ୍ଚା ହେଉଛି । ମାହାଙ୍ଗ ଡବଲ ମ-ର୍ଡ-ର କେସର ମୁଖ୍ୟ ଅ-ଭି-ଯୁ-କ୍ତ ପ୍ରଫୁଲ ବିଶ୍ଵାଳ କୁ ସରକାର ସୁରକ୍ଷା ଦେଉଥିବା ଅ-ଭି-ଯୋ-ଗ ହେଉଥିଲା । ଶେଷରେ ଟ୍ରକ ତଳେ ଚାପି ହୋଇ ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହରାଇଲେ ପ୍ରଫୁଲ ।

ସେହି ପରି ମମିତା ମେହେର ହ-ତ୍ୟା-କା-ଣ୍ଡ-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଙ୍କୁ ବି ସରକାର ସୁରକ୍ଷା ଦେଉ ଥିବାର ଅ-ଭି-ଯୋ-ଗ ଆସୁଥିଲା । ହେଲେ ଜେଲ୍ ଭିତରେ ଗାମୁଛାରେ ଦଉଡି ଦେଇ ଆ-ତ୍ମ-ହ-ତ୍ୟା କଲା ଗୋବିନ୍ଦ । ଗୋବିନ୍ଦଙ୍କ ଏପରି ଅ-କା-ଳ ମୃ-ତ୍ୟୁ ପରେ ରାଜ୍ୟର ଏମିତି ଦୁଇଟି ହାଇ ପ୍ରୋଫାଇଲ ମର୍ଡର କେସ ମିଷ୍ଟ୍ରି ହୋଇ ରହିଗଲା ।

ସମାନ ଢଙ୍ଗରେ ମୁଖା ଖୋଲିଯିବା ପରେ ନବ ଦାସଙ୍କ ମାମଲାରେ ମୁଖ୍ୟ ଅ-ଭି -ଯୁ -କ୍ତ ଗୋପାଳ କୃଷ୍ଣ ଦାସ ବି ଷ -ଡ -ଯ -ନ୍ତ୍ର-କା-ରୀ-ଙ୍କ ଦ୍ଵାରା ବଳି ପଡି ପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଘଟଣାରେ ଗୋପାଳ ହିଁ ଏ ମାତ୍ର ପ୍ରମାଣ ଆଉ ଏକ ମାତ୍ର ସାକ୍ଷୀ ସେ ହିଁ ଏକ ମାତ୍ର ଜାଣିଛି ମର୍ଡର ର ରହସ୍ୟ । ତେଣୁ ଗୋପାଳର ସୁରକ୍ଷାକୁ ନେଇ ଏବେ ବଢିଲାଣି ଚିନ୍ତା ।

ବର୍ତ୍ତମାନ ସମୟରେ ଗୋପାଳ ର ସୁରକ୍ଷା ବ୍ୟବସ୍ଥା କୁ ନେଇ ଚିନ୍ତା ବଢୁଥିବା ବେଳେ ଅନ୍ୟ ପକ୍ଷ ରେ ବିରୋଧୀ ମାନେ ଏହାର ପ୍ରତିବାଦ କରି ଏଭଳି କିଛି ବୟାନ ଦେଇଛନ୍ତି ଗଣ ମାଧ୍ୟମ ରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *