Abu Dhabiରୁ ଆସୁଥିବା Air Indiaରେ ଲାଗିଲା ନିଆଁ, ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣି ଥିବେ ବର୍ତ୍ତମାନ କିଛି ଦିନ ହେବ ବିମାନ ଦୁର୍ଘତାନ ବାରମ୍ବାର ହେବାରେ ଲାଗିଛି । ଗତ କିଛି ଦିନ ତଳେ ନେପାଳ ରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଯାହା ପାଇଁ ଅନେକ ଯାତ୍ରୀ ଙ୍କ ସହ ଏୟାର ଲାଇନ୍ସ ରେ କାମ କରୁଥିବା ଯାତ୍ରୀ ମାନଙ୍କର ମଧ୍ୟ ପ୍ରା-ଣ ଯାଇଥିଲା । ଏହାର କାରଣ ଥିଲା ବିମାନରେ ଜଣେ ଯାତ୍ରୀ ଲାଇଭ ଭିଡିଓ କରୁଥିଲେ ଯାହା ପାଇଁ ଏଭଳି ଦୁର୍ଘଟଣା ଘଟିଥିଲା ।

ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଆଉ ବିମାନ ଦୁର୍ଘଟଣା ଘଟିଥିବା କଥା ସାମ୍ନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସୂଚନା ଅନୁଯାୟୀ ଆବୁଧାବି କାଲିକଟ ରୁ କେରଳ ର ଉଡାଣ ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ରେ ବିମାନରେ ଅଗ୍ନି କାଣ୍ଡ ଘଟିଛି । 1000 ଫୁଟ ଉଚ୍ଚତା ରେ ଉଡୁଥିବା ବେଳେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା ।

ଏହା ପରେ ଆବୁଧାବି ବିମାନ ବନ୍ଦର ରେ ବିମନର ଯୋଡ଼ା ରେ ଅବତରଣ କରା ଯାଇଥିଲା । ବିମାନରେ ଥିବା 184 ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମନରେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ଆବୁଧାବୀ ବିମାନ କାଲିକଟ ଉଡାଣ ଆରମ୍ଭ ବେଳେ ନିଆ ଲାଗିଲା ।

ତେବେ ପାଇଲଟ ଙ୍କ ଉପସ୍ଥିତି ବୁଦ୍ଧି କାରଣରୁ ଏତେ ବଡ ଅଘଟଣ ହେବାରୁ ବର୍ତ୍ତୀ ଯାଇଛନ୍ତି ଯାତ୍ରୀ ଏମାନେ । ତେବେ ସୂଚନା ଅନୁଯାୟୀ ସୁରକ୍ଷିତ ଭାବେ ଯାତ୍ରୀ ମାନଙ୍କୁ ବାହାର କରା ଯାଇଛି । ଆଉ ବିମାନ ମଧ୍ୟ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରା ଯାଇଛି । ପାଇଲଟ ଙ୍କ ଉପସ୍ଥିତି ବୁଦ୍ଧି କାରଣରୁ ଏହା ସମ୍ଭବ ହୋଇ ପାରିଛି ବୋଲି ବିଶେଷ ସୂତ୍ର ରୁ ସୂଚନା ମିଳିଛି ।

ତେବେ ଏଭଳି କ୍ଷେତ୍ରରେ ପାଇଲଟ ମାନେ ଚ୍ୟାଲେଞ୍ଜ ଭାବେ ସୁରକ୍ଷିତ ଭାବରେ ଯାତ୍ରୀ ମାନଙ୍କୁ ସେଭ କରିଛନ୍ତି ତାହା ହେଉଛି ସବୁଠାରୁ ବଡ କଥା । ତେବେ ଏହା କେଉଁ କାରଣ ପାଇଁ ହେଲା ଓ କେମିତି ହେଲା ତାହାକୁ ନେଇ ଏବେ ଜୋରଦାର ଯାଞ୍ଚ ଆରମ୍ଭ ହୋଇଛି ।

ଦୁର୍ଘଟଣା ହୋଇଥିବା ବିମାନ ରେ 184 ଜଣ ଯାତ୍ରୀ ଥିଲେ କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *