୧୨୫ ବର୍ଷ ପରେ ୬ ତାରିଖ ଠାରୁ ମାତାରାଣୀ କରିବେ କୃପା, ଏହି ରାଶିର ଚମକିବ ଭାଗ୍ୟ

ଆଜିକାଲିକା ସମୟରେ ଆପଣଙ୍କୁ ବହୁତ ବଡ ସଫଳତା ପାଇବେ, ଆପଣଙ୍କୁ ଆପଣଙ୍କ ପରିବାର ଝଗଡା ଠାରୁ ଦୂର ରହିବାକୁ ହବ, ପରିବାର ଝଗଡା ଆପଣଙ୍କ ପାଇଁ ହାନିକାର । ମାତା ରାନୀ ଆରାଧନା କଲେ ଆପଣଙ୍କ ଦିନ ବହୁତ ଶୁଭ ଆରମ୍ଭ ହବ, ଆପଣଙ୍କ ଦିନ ବହୁତ ଭଲ ଯିବାକୁ ଯାଉଛି, ଆପଣଙ୍କ ଜୀବନରେ ଦୁଃଖ ବହୁତ ଶୀଘ୍ର ସମାପ୍ତ ହବାକୁ ଯାଉଛି । ଅଗଷ୍ଟ ମାସରେ ଆପଣଙ୍କ ଧନ ବଢିବାର ସମ୍ଭାବନା ଅଟେ ।

Image Courtesy: Google

ଧନୁ :

ଆପଣଙ୍କ କାର୍ଯ୍ୟ ରେ ବାଧା ଆସିବ, ଯାହା ଦ୍ଵାରା ଆପଣଙ୍କ ମନ ଖରାପ ରହିବ, ବ୍ୟବସାୟ ସାମାନ୍ୟ ରହିବ କିଛି ଚିନ୍ତା ର ବିଷୟ ନାହିଁ । କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଆପଣଙ୍କୁ ଧନ ଲାଭ ହବାର ଯୋଗ ଅଛି, ଆପଣଙ୍କ ଯାତ୍ରା ଆପଣଙ୍କ ପାଇଁ ସୁଖମୟ ହବ ।

Image Courtesy: Google

କନ୍ୟା :

ସାମାଜିକ ରୂପରେ ଲୋକପ୍ରିୟତା ଓ ପ୍ରତିଷ୍ଠା ପ୍ରାପ୍ତ ହବ ଯାତ୍ରା ସମୟରେ ଗାଡି ସାବଧାନ ହୋଇ ଚଲାନ୍ତୁ । ଆପଣଙ୍କ ଶତ୍ରୁ ଦୁର୍ବଳ ରହିବ, କୌଣସି ପ୍ରକାର ଜଲ୍ଦବାଜି କରନ୍ତୁ ନାହିଁ ନଚେତ ଆପଣଙ୍କ ଯୋଜନା ଆପଣଙ୍କୁ ହାନି କରିବ । ଭାବି ଚିନ୍ତି କାର୍ଯ୍ୟ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରି ପାରନ୍ତି ଏବଂ ସରକାରୀ ଅଫସର ଆପଣଙ୍କ ସାହାଜ୍ଯ କରି ପାରନ୍ତି ।

Image Courtesy: Google

ମୀନ :

ଆପଣ ଭଗବାନ ବିସ୍ନୁଙ୍କୁ ପୂଜା କରି ଦିନ ଆରମ୍ଭ କରନ୍ତୁ, ବ୍ୟବସାୟ ବଢିବାକୁ ଲାଗିବ, ଯାତ୍ରା ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ । ସ୍ବାମୀଙ୍କ ସହ ପ୍ରେମ ସମ୍ପର୍କ ମଧୁର ରହିବ, ଦାଂପତ୍ଯ ଜୀବନ ସୁଖମୟ ହବ । ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆପଣଙ୍କ ଜୀବନରେ ସୁଖ ବଢିବାକୁ ଲାଗିବ, ସବୁ ଆଡେ ଆପଣଙ୍କ ପ୍ରଶଂସା ହବ, ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ମାତା ରାନୀଙ୍କ ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ, ତେବେ କାହା ସହ କିଛି ଭୁଲ କରନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *