ବାସ୍ତୁ ଶାସ୍ତ୍ର ଅନୁଯାଇ ବିବାହିତ ସ୍ତ୍ରୀ ଏହି 3ଟି ଜିନିଷ ପିନ୍ଧିଲେ ହୋଇଥାଏ ସ୍ଵାମୀର କ୍ଷତି

ତେବେ ଏହି ୩ଟି ଜିନିଷ ବିବାହିତ ସ୍ତ୍ରୀଙ୍କୁ ପିନ୍ଧିବା ଉଚିତ ନୁହ ଏହି କାରଣରୁ ସ୍ଵାମୀ ମୃତ୍ୟୁ ହୋଇଥାଏ, ସ୍ଵାମୀ କହିଲେ ମଧ୍ୟ ସ୍ତ୍ରୀକୁ ଏହି ଜିନିଷ ପିନ୍ଧିବା ଉଚିତ ନୁହ ଭୁଲରେ ବି ପିନ୍ଧାନ୍ତୁ ନାହିଁ, ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର କୁ ବହୁତ ମହତ୍ଵ ହୋଇଥାଏ କୌଣସି କାମ କରିବା ଆଗରୁ ଏହାର ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିବା ଆବଶ୍ୟକ ହୋଇଥାଏ, ଆଜିକା ସମୟରେ ବିବାହିତ ମହିଳା ଏମିତିକା କେତେ ଜିନିଷ ପିନ୍ଧି ଥାନ୍ତି ଯାହା ବିଷୟରେ ସେ କିଛି ଜାଣି ନଥାନ୍ତି ଯେ ଏହା ଭଲ ବା ଖରାପ ।ତେବେ ଆଜି ଆମେ ଆପଣଙ୍କୁ ଏମିତିକା ୩ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ବାସ୍ତୁ ଶାସ୍ତ୍ର ଅନୁଯାଇ ପିନ୍ଧିବା ଭୂଲ ଅଟେ ।

Image Courtesy: Google

୧. ଧଳା ବସ୍ତ୍ର :

କୌଣସି ବିବାହିତ ମହିଳାଙ୍କୁ କେବେ ବି ପୁରା ସଫା ଧଳା କପଡା ପିନ୍ଧିବା ଉଚିତ ନୁହ, ଧଳା ବସ୍ତ୍ର ବିଧବା ସ୍ତ୍ରୀଙ୍କ ବସ୍ତ୍ର ଅଟେ ଏହା ବିବାହିତ ସ୍ତ୍ରୀଙ୍କ ପିନ୍ଧିବା ଦ୍ଵାରା ମାନ ହାନି ହୋଇଥାଏ ଏବଂ ଘର ପରିବାର ଲୋକଙ୍କ ଉପରେ ସମସ୍ଯା ମାଡି ଆସେ । ଏହା ଆପଣଙ୍କ ସ୍ଵାମୀ ମୃତ୍ୟୁ କାରଣ ମଧ୍ୟ ହୋଇପାରେ ସେଥିପାଇଁ ଭୁଲରେ ବି ପୁରା ଧଳା ବସ୍ତ୍ର ପିନ୍ଧନ୍ତୁ ନାହିଁ ଯଦି ପିନ୍ଧିବାକୁ ଇଛା ତେବେ ଏମିତିକା ଧଳା ବସ୍ତ୍ର ପିନ୍ଧାନ୍ତୁ ଯେଉଁଥିରେ ଅଲଗା ରଙ୍ଗ ହୋଇଥିବ ।

Image Courtesy: Google

୨. ପାଦରେ ସୁନା :

ପାଦରେ ସୁନା ପିନ୍ଧିବା ବହୁତ ଅଶୁଭ ହୋଇଥାଏ ଆଜିକା ସମୟରେ ଧନୀ ଲୋକ ଅଧିକ ଧନ ହବାରୁ ଗୋଡରେ ସୁନା ପାଉଁଜି ଏବଂ ମୁଦି ପିନ୍ଧନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାଇ ଏହା ବହୁତ ଅଶୁଭ ଅଟେ ଏହା ଦ୍ଵାରା କୁବେର ମହାରାଜଙ୍କ ଅନାଦର ହୋଇଥାଏ ସେଥିପାଇଁ କେବେ ମହିଳାଙ୍କୁ ସୁନା ପାଦରେ ପିନ୍ଧିବା ଉଚିତ ନୁହ ।

Image Courtesy: Google

୩. ସିନ୍ଦୁର ଓ ମଙ୍ଗଳସୂତ୍ର :

ବିବାହିତ ମହିଳାଙ୍କୁ ସିନ୍ଦୁର ଲଗେଇବା ଆବଶ୍ୟକ ଅଟେ ବିବାହ ସମୟରେ ଯେତେବେଳେ ସ୍ଵାମୀ ସିନ୍ଦୁର ଲଗେଇଥାଏ ଏହା ପରେ ମଥାରେ ସବୁ ଦିନ ସିନ୍ଦୁର ଲଗେଇବା ଉଚିତ ହୋଇଥାଏ । ତେବେ ସମସ୍ତଙ୍କ ପାଖରେ ଟଙ୍କା ନାହିଁ ଯେ ସେ ସୁନା ମଙ୍ଗଳସୂତ୍ର ପିନ୍ଧି ପାରିବେ କିନ୍ତୁ ଆପଣ କଳା ମାଳିର ମଙ୍ଗଳସୂତ୍ର ମଧ୍ୟ ପିନ୍ଧି ପାରିବେ ବା କଳା ସୂତା ଧାରଣ କରନ୍ତୁ କିନ୍ତୁ ବେକ ଖାଲି ରଖନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘର ପରିବାର ଉପରେ ଗ୍ରହଣ ଲାଗିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *