ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ? Love Quiz

ବନ୍ଧୁଗଣ ଆପଣମାନେ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଲଭର ଙ୍କ ମନରେ ଆପଣଙ୍କ ପାଇଁ କଣ ଭାବନା ରହିଛି ବା ସେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି ? ତେବେ ଆଜି ଆମେ ଆପଣଙ୍କ ପାଇଁ ୩ଟି ନମ୍ବର ନେଇ ଆସୁଛି । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ କାର୍ଡ ଚୁଜ କରିବାକୁ ହେବ । ତେବେ କଣ ଆପଣ ରେଡି ଅଛନ୍ତି । ଆସନ୍ତୁ ଆରମ୍ବ କରିବା ଏହି ମଜାଦାର ଗେମ । ଆଉ ଜାଣିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କର ଜୀବନ ସାଥି ବା ନିକଟତର ବନ୍ଧୁ ହୋଇ ପାରନ୍ତି ଯାହାଙ୍କୁ ଆପଣ ଭଲ ପାଉଛନ୍ତି । କିନ୍ତୁ ଆପଣ ମନ କଥା ତାଙ୍କୁ କହି ନାହାନ୍ତି । ମନେ ମନେ ଆପଣ ତାଙ୍କୁ ଭଲ ପାଉଛନ୍ତି । ଏହି ନମ୍ବର ଆପଣ ଏମିତି ଜଣେ ବ୍ୟକ୍ତିଙ୍କ ପାଇଁ ଚୁଜ କରିଛନ୍ତି ଯାହାଙ୍କର ମ୍ୟାରେଜ ବା ଏନଗେଜମେଣ୍ଟ ହୋଇ ସାରିଛି ।

ଆପଣଙ୍କର ଫିଲିଙ୍ଗ୍ସ ତାଙ୍କ ପାଇଁ ବହୁତ ରହିଛି । ବହୁତ ଚାନ୍ସ ରହିଛି ସେହି ବ୍ୟକ୍ତି ଜଣକ ବିବାହିତା ଅଟନ୍ତି । କିନ୍ତୁ ସେ ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ଯାହା ବହୁତ ପ୍ରେମ ଭରା ଏନର୍ଜି ରହିଛି । କିନ୍ତୁ ଏହାରି ମଧ୍ୟରେ ଦୂରତା ମଧ୍ୟ ରହିଛି । ସେ ଏହି ସଂପର୍କକୁ ନାମ ଦେବାକୁ ଚାହୁଁ ନାହାନ୍ତି ବରଂ ବନ୍ଧୁତା ରଖିବାକୁ ଚାହୁଁଛନ୍ତି ।

୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀ କାର୍ଡ ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ତାଙ୍କର ପରିବାର ମନେ କରୁଛନ୍ତି । ପୁରା ପରିବାର ଇମାଜିନ କରୁଛନ୍ତି ସେ ଆପଣଙ୍କ ପାଇଁ । ଆପଣ ତାଙ୍କ ସହ ବୁଲିବାକୁ ଯାଇ ସମୟ ବ୍ଯତୀତ କରୁଛନ୍ତି । ସେ ଆପଣଙ୍କୁ ପରଫେକ୍ଟ ମନି ଭାବୁଛନ୍ତି ।

କିନ୍ତୁ ଆପଣ ତାଙ୍କୁ ଅନେକ କଥା ଲୁଚାଉଛନ୍ତି । ଏମିତି ଅନେକ କଥା ଅଛି ଯାହା ସେ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ଏ ବିଷୟରେ ପଚାରିବାକୁ ଚାହୁଁ ନାହାନ୍ତି । ଜଣାଶୁଣା ବ୍ୟକ୍ତି ଭାବେ ସେ ଆପଣଙ୍କୁ ଭାବୁଛନ୍ତି । ସେ ଆପଣଙ୍କର ଲଭ ପାର୍ଟନର ଅଟନ୍ତି ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ କାର୍ଡ ଚୁଜ କରିଛନ୍ତି ତାଙ୍କର ମନ ଭାଙ୍ଗି ଯାଇଛି । ସେ ଭାବୁଛନ୍ତି ସବୁ କିଛି ଶେଷ ହୋଇ ଯାଇଛି । ଏହି ସମ୍ପର୍କକୁ ବଞ୍ଚାଇବାକୁ ସେ ଚେଷ୍ଟା କରୁ ନାହାନ୍ତି । କାରଣ ସମ୍ପର୍କରେ ବହୁତ କିଛି ଘଟି ଯାଇଛି । ଆପଣ ଏହି ସମ୍ପର୍କକୁ ବଞ୍ଚିବାକୁ ଚେଷ୍ଟା କରି ନାହାନ୍ତି । ଆପଣ ସଂପର୍କକୁ ମୌକା ଦେଇ ନାହାନ୍ତି ଯାହା ସେ ଭାବୁଛନ୍ତି । ଯେମିତି ଚାଲୁଅଛି ସେମିତି ଚାଲୁ ସେ ଚାହୁଁଛନ୍ତି । ଆପଣ ଚେଷ୍ଟା କରୁ ନାହାନ୍ତି ବୋଲି ସେ ଚିନ୍ତା କରୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *