ବନ୍ଧୁଗଣ ହନୁମାନ ଜି ଆପଣଙ୍କର କେଉଁ ଇଚ୍ଛା ପୂରଣ କରିବାକୁ ଯାଉଛନ୍ତି ସେ ଆପଣଙ୍କର ଭକ୍ତିରେ ପ୍ରସନ୍ନ ଅଛନ୍ତି କି ନାହି ସେହି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । କୁହାଯାଏ ପ୍ରଭୁ ହନୁମାନ ହେଉଛନ୍ତି ସଂକଟମୋଚନ । ତାଙ୍କର କୃପା ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ସବୁ ସମସ୍ଯା ଦୁଖ ଦୂର ହୋଇଥାଏ । ତେବେ ଆଜିର ଆମର ଜେନେରାଲ ରିଡିଙ୍ଗରେ ବିଷୟ ବସ୍ତୁ ଟି ରହିଛି ବାଛନ୍ତୁ ଗୋଟେ ଗଦା ଓ ଭଗବାନ ହନୁମାନ ଆପଣଙ୍କର କେଉଁ ଇଚ୍ଛା ପୂରଣ କରିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧- ପ୍ରଥମ ଗଦା : ଯେଉଁ ମାନେ ପ୍ରଥମ ଗଦା ଚୁଜ କରିଛନ୍ତି ଆପଣଙ୍କୁ କୌଣସି ବାଧା ଛୁଇଁ ପାଢ଼ୀବ ନାହି । ଆପଣଙ୍କର ସବୁ ସମସ୍ଯା ଦୂର ହେବାକୁ ଯାଉଛି । ଭଗବାନ ହନୁମାନ ଆପଣଙ୍କୁ ସବୁ ଦୁଖ କଷ୍ଟରୁ ମୁକ୍ତି କରିବେ । ହନୁମାନ ଜି ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି କାରଣ ଆପଣ ନୀଡର ଅଟନ୍ତି । ଆପଣ କାହାକୁ ଭୟ କରନ୍ତି ନାହି । ଆପଣଙ୍କୁ ଜୀବନରେ ସଫଳତା ଆସୁଛି ତେବେ ଏହା ପ୍ରଭୁ ହନୁମାନ ଙ୍କ କୃପାରୁ ହେଉଛି । ଆପଣଙ୍କ ଜୀବନରେ ବହୁତ ଭଲ ସମୟ ରହିଛି ।
ଆପଣ ସଙ୍କଟରୁ ବାହାରିବା ପାଇଁ ସକ୍ଷମ ଅଟନ୍ତି । ଆପଣ ସବୁ ସମସ୍ୟାରୁ ସହଜରେ ବାହାରି ପାରନ୍ତି । ପରିବାର ଓ ବନ୍ଧୁଙ୍କ ସହ ବି ବଡ କରନ୍ତି ନାହି । ହନୁମାନ ଜି ଙ୍କ ଏଭଳି କ୍ଡ଼ୁପା ଆପଣଙ୍କ ଉପରେ ରହିଛି ଯାହା ପାଇଁ ଆପଣଙ୍କ ଜୀବନରେ କେବେ ବି ଦୁଖ ଆସିବ ନାହି । ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହ ନିଶ୍ଚୟ ପୁରା ହେବ । କିନ୍ତୁ କେଉଁ ପ୍ରକାରର ପୁରା ହେବ ଇଚ୍ଛା ତାହା ଭଗବନାଙ୍କ ହାତରେ ଅଛି ।
୨- ଦ୍ଵିତୀୟ ଗଦା : ଯେଉଁ ମାନେ ଦ୍ଵିତୀୟ ଗଦା ଚୟନ କରିଛନ୍ତି ତେବେ ଆପଣଙ୍କ ଉପରେ ହନୁମାନ ଜି ଙ୍କ ବିଶେଷ କ୍ଡ଼ୁପା ରହିଛି । ଆପଣ କେଉଁଠି ନ କେଉଁଠି ହନୁମାନ ଜି ଙ୍କୁ ପ୍ରସନ୍ନ କରିଛନ୍ତି । ଆପଣଙ୍କୁ ମାତା ପିତା ଙ୍କ ଆଶୀର୍ବାଦ ମିଳିବ । ପ୍ରତେକ କାମ ବିନା ବାଧାରେ ପୁରା ହେବ । ଆଗାମୀ ସମୟ ଖାସ ହେବ । ଆପଣଙ୍କର ଆସୁଥିବା ସମୟ ହନୁମାନ ଜି ଙ୍କ କୃପାରୁ ଅନେକ ସାରା ଖୁସି ଖବର ନେଇକି ଆସିବ । ଅଟକି ରହିଥିବା ଧନ ଫେରି ପାଇବେ ।
ବ୍ୟାପାରରେ ଆର୍ଥିକ ସ୍ଥିତି ମଜବୁତ ହେବ । ସନ୍ତାନଙ୍କ ଠାରୁ ଏମିତି ପୁରସ୍କାର ମିଳିବ ଯାହା ପାଇଁ ଆପଣଙ୍କୁ ଗର୍ବ ଅନୁଭବ ହେବ । ନୂଆ ସମ୍ପର୍କ ସ୍ଥାପନ ହେବ । ଭାବିଥିବା କାମ ପୁରା ହେବ । ଆପଣଙ୍କ ଭବିଷ୍ୟ ଉଜ୍ଵଳ ରହିଛି । ନିଜର କାମକୁ ସମୟ ଅନୁଯାୟୀ ପୁରା କରନ୍ତୁ । ପରିବାର ସହ ତୀର୍ଥ ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହା ନିଶ୍ଚୟ ପୁରା ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।